ଭୁବନେଶ୍ୱର,୧।୪: ବକ୍ସାଇଟରୁ ଆଲୁମିନିୟମ ବାହାର କରିବା ସମୟରେ ନିର୍ଗତ ହେଉଥିବା ବକ୍ସାଇଟ ରେସିଡ୍ୟୁ (ରେଡ୍ ମଡ୍)କୁ ସୁଦୁପଯୋଗ କରାଯିବ। ଏଥିଲାଗି ଟେକ୍ନୋଲୋଜି ବିକଶିତ କରିବାକୁ ପଦକ୍ଷେପ ନିଆଯାଇଛି।…
ଯାଜପୁର ଅଫିସ,୧ା୪:ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍ଜିଏସ୍ୱାଇ)ରେ ସର୍ବଭାରତୀୟସ୍ତରରେ ଓଡ଼ିଶା ଗତ ୩ ବର୍ଷ ହେଲା ପ୍ରଥମ ସ୍ଥାନ ଅଧିକାର କରିଆସିଛି। ୨୦୧୭-୧୮ରେ ୭୧୪୦.୭୭ କି.ମି.,୨୦୧୮-୧୯ରେ ୮୧୨୯.୮୮…
୧୯୩୬ ଏପ୍ରିଲ ୧ରେ ଭାଷା ଭିତ୍ତିରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା। ଠିକ୍ ଆଜିକୁ ୮୫ବର୍ଷ ବିତିଯାଇଥିଲେ ସୁଦ୍ଧା ଓଡ଼ିଶାର ସୀମା ସ୍ପଷ୍ଟ ହୋଇପାରୁନି। ପଡୋଶୀ…
ଭୁବନେଶ୍ୱର, ୧।୩ (ବ୍ୟୁରୋ): ସରକାରୀ ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷା କ୍ଷେତ୍ରରେ ସରକାର ୧୫% ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଏନେଇ ଦକ୍ଷତା ବିକାଶ…
ଭୁବନେଶ୍ୱର,୧ା୪(ବ୍ୟୁରୋ):ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(ପିଏମ୍ଏୱାଇ-ଜି)ରେ ବିଜୁ ପକ୍କାଘର ଯୋଜନା (ବିପିଜିୱାଇ) ଲୋଗୋ ଲଗାଯାଉଛି। ଏହା କେନ୍ଦ୍ର ପ୍ରବର୍ତ୍ତିତ ଯୋଜନା। ଏଥିରେ ବିପିଜିଓ୍ବାଇ ଲୋଗୋ ନ ଲଗାଇବାକୁ କେନ୍ଦ୍ର…
ତାଳଚେର,୧ା୪(ନି.ପ୍ର.) ଅନୁଗୋଳ ଜିଲା ତାଳଚେରଠାରେ ଥିବା ଏନ୍ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାୱାର ଷ୍ଟେଶନ (ଟିଟିପିଏସ୍) ପୂର୍ବ ଘୋଷଣା ଅନୁଯାୟୀ ବୁଧବାରଠାରୁ ବିଧିବଦ୍ଧ ଭାବେ ବନ୍ଦ ହୋଇଛି।…
ଭୁବନେଶ୍ୱର,୧ା୪(ବ୍ୟୁରୋ):କରୋନା ମହାମାରୀରେ ଲୋକମାନେ ଜୀବନଜୀବିକା ହରାଇ ଆର୍ଥିକ ଦୁର୍ଗତି ଦେଇ ଗତି କରୁଛନ୍ତି। ଏପରିସ୍ଥଳେ ବିଦ୍ୟୁତ୍ ଶୁଳ୍କ ବଢ଼ାଇ ସରକାର ବୋଝ ଉପରେ ନଳିତାବିଡ଼ା ଲଦିଛନ୍ତି। ଗତ…
ଭୁବନେଶ୍ୱର, ୧।୪(ବ୍ୟୁରୋ):କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଏପ୍ରିଲ୍ ମାସ ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି। ଏହି ଗାଇଡଲାଇନ୍ ଏପ୍ରିଲ୍ ୧ରୁ ୩୦ତାରିଖ ପର୍ଯ୍ୟନ୍ତ…
ବାରିପଦା ଅଫିସ,୧ା୪:ମୟୂରଭଞ୍ଜ ଜିଲାକୁ ଘେରି ରହିଥିବା ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟରେ ନିଅଁା ଜଳୁଛି। ବୁଧବାର ଶିମିଳିପାଳ ଦକ୍ଷିଣ ଡିଭିଜନର ୪୭ଟି ସ୍ଥାନରେ ନିଆଁ ଲାଗିଥିବା ସାଟେଲାଇଟରୁ ପ୍ରାପ୍ତ…
ଭୁବନେଶ୍ୱର, ୧।୪(କ୍ରୀଡ଼ା ପ୍ରତିନିଧି)- ଦୁବାଇ ଅନ୍ତର୍ଜାତୀୟ ପାରା ବ୍ୟାଡ୍ମିଣ୍ଟନ ଟୁର୍ନାମେଣ୍ଟର ପ୍ରଥମ ଦିବସରେ ଓଡ଼ିଶାର ପ୍ରମୋଦ ଭଗତ ଟ୍ରିପଲ ବିଜୟ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଭାରତ ପକ୍ଷରୁ…