ମାସ୍କ ଚେକିଂ ବେଳେ ଅଘଟଣ : ପୋଲିସକୁ ଧକ୍କା ଦେଇ ଚାଲିଗଲେ ଅମାନିଆ ଗାଡ଼ିଚାଳକ

ରାୟଗଡା ଅଫିସ,୧୬।୪: ରାୟଗଡା ସ୍ଥିତ କପିଳାସ ଛକ ନିକଟରେ ଶୁକ୍ରବାର ମାସ୍କ ଚେକିଂ ଚାଲିଥିଲା। ଏହି ସମୟରେ ଅମାନିଆଙ୍କ ବୁଲେଟ ଧକ୍କାରେ ଜଣେ ପୋଲିସ କର୍ମଚାରୀ ଗୁରୁତର…

କରୋନାକୁୁ ଜିତିବାକୁ ହେଲେ ଆମେରିକା ରାଷ୍ଟ୍ରପତିଙ୍କୁ କରିବାକୁ ପଡ଼ିବ ଏହି କାମ: ପୁନାଓ୍ବାଲା

ନୂଆଦିଲ୍ଲୀ,୧୬।୪: ଦେଶ ଓ ବିଶ୍ୱରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଶ୍ୱର ସର୍ବବୃହତ ଭାକ୍ସିନ ତିଆରି…

କେସିଙ୍ଗା ମହାବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଧାରଣା

କେସିଙ୍ଗା,୧୬।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ମହାବିଦ୍ୟାଳୟ ସମ୍ମୁଖରେ ଶୁକ୍ରବାର ଛାତ୍ରୀଛାତ୍ର ଧାରଣା ଦେଇଛନ୍ତି। ମହାବିଦ୍ୟାଳୟର + ୩ ତୃତୀୟ ସେମିଷ୍ଟାରର ଛାତ୍ରୀଛାତ୍ର ମାନେ ଏକ ଶାନ୍ତିପୂଣ୍ଣ ର୍‌…

ଏମ୍‌ବିଏ ପରେ ବ୍ୟବସାୟ କରିବାକୁ ଚାହୁଁଥିଲେ, ହେଲେ କମେଡିଆନ୍‌; ଜାଣନ୍ତୁ କ’ଣ କରନ୍ତି ସେହି ‘ବଚ୍ଚା ଯାଦବ’ଙ୍କ ସ୍ତ୍ରୀ

ବମ୍ବେ: କିକୁ ଶାରଦା। କମେଡି ଦୁନିଆର ଜଣେ ପରିଚିତ ନାମ। ଗତ କିଛି ବର୍ଷ ଧରି ସେ ଦର୍ଶକଙ୍କୁ ହସାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କମେଡି…

ମାଟି ଅତଡ଼ା ଖସି ୩ ମହିଳାଙ୍କ ମୃତ୍ୟୁ, ଜଣେ ଗୁରୁତର

କୋରାପୁଟ,୧୬।୪(ଡି.ଏନ୍‌.ଏ.): ମାଟି ଅତଡ଼ା ଖସି ୩ ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଗୁରୁତର ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି…

ରାଶିଫଳ: ଶନିବାର, ଏପ୍ରିଲ୍‌ ୧୭ ତାରିଖ – Daily Horoscope

ମେଷ ଆଜି ତୃତୀୟସ୍ଥ ମଙ୍ଗଳଙ୍କ ପ୍ରଭାବରୁ ଧୈର୍ଯ୍ୟ ଓ ସାହସିକତା ପ୍ରଦର୍ଶନ କରି ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ରାଜନୀତିରେ…

୧୯ରୁ ଉଚ୍ଚ ଶିକ୍ଷାନୁଷ୍ଠାନ ବନ୍ଦ; ହଷ୍ଟେଲ ଖାଲି କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଦିନକୁ ଦିନ ଚିନ୍ତା ବଢ଼ାଇଲାଣି କରୋନାର ଦ୍ୱିତୀୟ ଲହର। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରୋକିବା ନିମନ୍ତେ କଠୋର ପଦକ୍ଷେପର ଆବଶ୍ୟକତା ରହିଛି। ଏହାକୁ…

କରୋନା ଟିକା ନେବାପରେ ହୃଦ୍‌ଘାତରେ ଆକ୍ରାନ୍ତ ହେଲେ ଏହି ପ୍ରସିଦ୍ଧ ଅଭିନେତା !

ତାମିଲର ଲୋକପ୍ରିୟ ଅଭିନେତା ବିବେକ ଦୃଦ୍‌ଘାତରେ ଆକ୍ରାନ୍ତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଭିନେତାଙ୍କ ମ୍ୟାନେଜର ନିଖିଲ ମୁରୁଗନ ଶୁକ୍ରବାର ଏହି ସୂଚନା…

୧୨ ଦିନ ପାଣି ପିଇ କମାଇଲେ ଓଜନ, ଚର୍ଚ୍ଚାରେ ଏହି ମଡେଲ

କିଛି ବର୍ଷ ପୂର୍ବରୁ କରୀନା କପୁର ସାଇଜ ଜିରୋ କରି ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ କରୀନା କହିଥିଲେ ଓଜନ କମାଇବାକୁ କୌଣସି ସ୍ବାସ୍ଥ୍ୟ ଟିପ୍ସ ଦରକାର ନାହିଁ।…

୨୦୨୦ରେ ସ୍ବାମୀ କୋହଲିଙ୍କ ସହ ବିତାଇଥିବା ଏହି ବିଶେଷ ମୁହୂର୍ତ୍ତକୁ ମନେ ପକାଇଲେ ଅନୁଷ୍କା: ହେଲେ ଭାବପ୍ରବଣ

କରୋନା ଭାଇରସ ବୃଦ୍ଧି ଯୋଗୁ ମହାରାଷ୍ଟ୍ରରେ ୧୫ ଦିନ ଲକ୍‌ଡାଉନ୍‌ ଜାରି କରାଯାଇଛି। ତେଣୁ ଏବେ ସାଧାରଣ ଲୋକଙ୍କ ଠାରୁ କଳାକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଘରେ ସମୟ…