ଅଗଷ୍ଟଠାରୁ ପ୍ରତିମାସରେ ଦିଆଯିବ ୯୦ ଲକ୍ଷ ଡୋଜ୍‌…

ନୂଆଦିଲ୍ଲୀ,୧୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ସୁରକ୍ଷିତ ରହିବା ଲାଗି ଦେଶରେ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି।…

ଧନୀ ହେବାକୁ ଚାହାନ୍ତି, ହେଲେ ଘରେ ରହୁନାହିଁ କି ଟଙ୍କା? ନିଶ୍ଚୟ କରନ୍ତୁ ଏହି ୬ କାମ…

ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଉଥିବା ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିଶାସ୍ତ୍ରରେ ଧନ ଏବଂ ଲକ୍ଷ୍ମୀ ସମ୍ବନ୍ଧରେ ଅନେକ କଥା ଉଲ୍ଲେଖ କରିଛନ୍ତି। କିପରି ଦୀର୍ଘ…

ପୂର୍ବଠାରୁ ଅଧିକ ସତର୍କତା ଜରୁରୀ, ମାସ୍କ୍‌ ପିନ୍ଧିବା ଅପରିହାର୍ଯ୍ୟ, କହିଲେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୩।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ପୂର୍ବଠାରୁ ଅଧିକ ସତର୍କତା ଜରୁରୀ। ମାସ୍କ୍‌ ପିନ୍ଧିବା ଅପରିହାର୍ଯ୍ୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର-ପୂର୍ବ…

କରୋନା ବହୁରୂପି, ସବୁ ଭାରିଏଣ୍ଟ ଉପରେ ରଖିବାକୁ ପଡିବ ନଜର: ମୋଦି

ନୂଆଦିଲ୍ଲୀ,୧୩ ।୭: ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର କମି କମି ଆସୁଛି ହେଲେ କିଛି ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଇବା ତୃତୀୟ ଲହରର ସଙ୍କେତ ଦେଲାଣି…

ଫିଲ୍ମ ଜଗତରୁ ଦୂରରେ ଥିଲେ ବି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଗୋବିନ୍ଦା

ବଲିଉଡ୍‌ରେ ଗୋଟିଏ ସମୟ ଥିଲା ଯେତେବେଳେ ଅଭିନେତା ଗୋବିନ୍ଦାଙ୍କ ରାଜ୍‌ ଥିଲା। କିନ୍ତୁ ଏବେ ଗୋବିନ୍ଦାଙ୍କ ସମସାମୟିକ ଅଭିନେତା ଫିଲ୍ମରେ ସକ୍ରିୟ ଥିବାବେଳେ ସେ ପଛରେ ପଡିଯାଇଛନ୍ତି।…

ଲୋ ବଜେଟ ଓ୍ବାଲ୍‌ ଡେକୋରେଶନ୍‌

ଯଦି ଘର ସଜାଇବା ପସନ୍ଦ, ହେଲେ ଏଥିପାଇଁ ଅଧିକ ଅର୍ଥ ବ୍ୟୟ କରିବାକୁ ନ ଚାହାନ୍ତି ତେବେ ଆପଣ ଚାହିଁଲେ ଅଳ୍ପ ଖର୍ଚ୍ଚରେ କେତେକ ସାମଗ୍ରୀ ବ୍ୟବହାର…

ଏମ୍ସ ଆସିଲେ ଡେରା ମୁଖ୍ୟ ରାମ ରହିମ

ରୋହତକ,୧୩ ।୭: ରୋହତକର ସୁନରିୟା ଜେଲରେ ବନ୍ଦୀ ଜୀବନ କାଟୁଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କ ସ୍ୱାସ୍ଥ୍ୟ ବିଗିଡି ଯାଇଛି । ମଙ୍ଗଳବାର…

ଅଢ଼େଇବର୍ଷ ବିତିଲା, ଗଡ଼ିଲାନି ବସ୍‌

ବରଗଡ଼ ଅଫିସ୍‌,୧୩।୭ - ଯାତ୍ରୀବାହୀ ବସ୍‌ ରହଣୀ ଏବଂ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବରଗଡ଼-ଭେଡ଼େନ କେନାଲ ରାସ୍ତା ପାର୍ଶ୍ୱରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି। ଏହା…

ପୃଥିବୀ ଉପରେ ନୂଆ ବିପଦ, ବାୟୁମଣ୍ଡଳରେ ଜହର ମିଶାଉଛନ୍ତି ୨୫ ସହର…

ଓ୍ବାଶିଂଟନ,୧୩।୭: ପୃଥିବୀ ଉପରେ ନୂଆ ବିପଦ ମାଡ଼ି ଆସୁଛି। ପୃଥିବୀର ବାୟୁମଣ୍ଡଳରେ ୨୫ଟି ବିକଶିତ ସହର ଜହର ମିଶାଇବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ସେଥିମଧ୍ୟରୁ ୨୩ଟି…

ଆମିରଙ୍କୁ ନେଇ ବିବାଦୀୟ ବୟାନ ଦେଲେ ଭାଜପା ଏମ୍‌ପି

ନୂଆଦିଲ୍ଲୀ,୧୩ ।୭: ମଧ୍ୟପ୍ରଦେଶ ମନ୍ଦସୌରର ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍ ପି ସୁଧୀର ଗୁପ୍ତା ଏକ ବିବାଦୀୟ ବୟାନ ଦେଇଛନ୍ତି । ବଲିଉଡ୍‌ର ମିଷ୍ଟର ପରଫେକ୍ସନିଷ୍ଟ ଆମିର…