ନୂଆ ବ୍ଲକ୍‌ ଗଠନ ନେଇ ଦାବି ଦୋହରାଇଲେ ଅଞ୍ଚଳବାସୀ, ସରକାରୀ ପଦକ୍ଷେପ ନ ନେବାରୁ…

ଦାରିଙ୍ଗବାଡ଼ି,୧ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁର ୮ ପଞ୍ଚାୟତକୁ ନେଇ ନୂତନ ବ୍ଲକ ଗଠନ କରାଯିବା ଦାବି ଅଞ୍ଚଳବାସୀ ପୁଣି ଦୋହରାଇଛନ୍ତି। ଦୀର୍ଘ ୪…

ସରକାରୀ ଜମି ଜବରଦଖଲ, ନ୍ୟାୟ ନ ମିଳିଲେ ଗ୍ରାମବାସୀ…

ମହାକାଳପଡ଼ା, ୧ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଖରିନାସି ପଞ୍ଚାୟତ ହରିଆବାଙ୍କ ଗ୍ରାମର ସରକାରୀ ଜମି ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଛେଦ କରାଯାଇଥିଲା। ଏହି…

SCO ବୈଠକରେ ମୋଦିଙ୍କ ସାମ୍ନାରେ ଟ୍ରମ୍ପଙ୍କୁ କଡ଼ା ବାର୍ତ୍ତା ଦେଲେ ଜିନପିଙ୍ଗ

ବେଜିଂ,୧।୯: ସୋମବାର (ସେପ୍ଟେମ୍ବର ୧) ତିଆନଜିନରେ ଆରମ୍ଭ ହୋଇଥିବା ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀ ୨୦୨୫ର ଉଦଘାଟନୀ ଅଧିବେଶନରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

ତୁମେ ବହୁତ ବଡ଼ ଲୋକ, କେହି ତୁମକୁ ଛୁଇଁ ପାରିବେ ନାହିଁ: ବିମାନବନ୍ଦରରେ କାହାକୁ ଏମିତି କହିଲେ ରୋହିତ ଶର୍ମା

ମୁମ୍ବାଇ,୧।୯: ଭାରତୀୟ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଫିଟନେସ ପରୀକ୍ଷାରେ ପାସ କରି ମୁମ୍ବାଇ ଫେରିଛନ୍ତି। BCCIର ସେଣ୍ଟର ଅଫ ଏକ୍ସଲେନ୍ସରେ ତାଙ୍କର ୟୋ-ୟୋ ପରୀକ୍ଷା…

୨ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌, ଡାଇରେକ୍ଟର ଅଫ୍‌ ରେଭିନ୍ୟୁ ବିଭାଗ ଟ୍ରାକ୍‌ କରି…

ରାୟଗଡ଼ା,୧ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କୋଲନରା ଅଞ୍ଚଳରୁ ୨ଟି କଲରାପତରିଆ ବାଘ ଚମଡ଼ା ଜବତ ସହ ୪ ଜଣଙ୍କୁ ରାୟଗଡ଼ା ବନ ବିଭାଗ ସହାୟତାରେ ମୁମ୍ବାଇସ୍ଥିତ…

ସର୍ବସମ୍ମୁଖରେ ପୁଣି ବେଇଜ୍ଜତ ହେଲା ପାକିସ୍ତାନ, କଥା ହେବା ସମୟରେ ସାମ୍ନାରେ ଚାଲିଗଲେ ମୋଦି-ପୁଟିନ

ବେଜିଂ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଦୁଇ ଦିନିଆ ଚାଇନା ଗସ୍ତରେ ଅଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ମୋଦି SCO ସମ୍ମିଳନୀରେ ଯୋଗ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି…

ସମସ୍ତଙ୍କୁ ଏକାଠି ହୋଇ ଆତଙ୍କବାଦ ବିରୋଧରେ ଲଢ଼ିବାକୁ ଆହ୍ବାନ ଦେଲେ ମୋଦି

ନୂଆଦିଲ୍ଲୀ,୧ା୯: ଚାଇନାର ତିଆଞ୍ଜିନ୍‌ରେ SCO ସମ୍ମିଳନୀ ଆରମ୍ଭ ହୋଇଛି। ଏହି ମହାସମ୍ମିଳନୀରେ ଯୋଗଦେଇ ପୁଣି ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶାନ୍ତି ପ୍ରତିଷ୍ଠା ଦିଗରେ…

ସଫେଇ ଦେଲେ ମହୁଆ, କହିଲେ ମୂର୍ଖମାନେ ବୁଝିପାରନ୍ତି ନାହିଁ…

ନୂଆଦିଲ୍ଲୀ,୧।୯: ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରା ତାଙ୍କ ବୟାନକୁ ନେଇ ପୁଣି ଥରେ ବିବାଦରେ ପଡ଼ିଛନ୍ତି। ପ୍ରକୃତରେ, ସେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ନେଇ…

ହିନ୍ଦୀରେ ଭାରତକୁ ବଡ଼ ଅପିଲ କଲେ ଚାଇନା ମହିଳା, ଅନ୍ୟ ଜଣେ କହିଲେ…

ବେଜିଂ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଂଘାଇ ସହଯୋଗ ସଂଗଠନ (SCO) ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ୭ ବର୍ଷ ପରେ ଚାଇନା ପହଞ୍ଚିଛନ୍ତି। ଏଠାରେ ପ୍ରଧାନମନ୍ତ୍ରୀ…

ମୋଦି-ସି ଜିନପିଙ୍ଗଙ୍କ ମଧ୍ୟରେ କେମେଷ୍ଟ୍ରି ଦେଖି ରାଗିଗଲେ ଟ୍ରମ୍ପଙ୍କ ପରାମର୍ଶଦାତା ନାଭାରୋ? ଭାରତ ବିରୁଦ୍ଧରେ କହିଲେ…

ଓ୍ବାଶିଂଟନ,୧।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଲଗାଯାଇଥିବା ଅବାଧ ଶୁଳ୍କ ଯୋଗୁ ଆର୍ଥିକ ଅସ୍ଥିରତା ପୂର୍ବରୁ ଭାରତ ଏବଂ ଚାଇନା ଏକାଠି ହୋଇଥିଲେ। SCO ସମ୍ମିଳନୀରେ…