ପୁଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ମୋଦି-ଶାହା ଯୋଡି

ନୂଆଦିଲ୍ଲୀ,୧୨।୯: ଭାରତୀୟ ଜନତା ପାର୍ଟି ୨୪ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ନୂତନ ମୁଖ୍ୟମନ୍ତ୍ରୀ ନାମ ଘୋଷଣା କରିଛି। ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ଭାଇ…

ପିଭି ସିନ୍ଧୁଙ୍କ ସହ ଡିନର କଲେ ‘ଦୀପବୀର’

ମୁମ୍ବାଇ: ଟୋକିଓ ଅଲମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ସହିତ ବଲିଉଡ୍‌ ଷ୍ଟାର ରଣବୀର ସିଂ ଓ ଦୀପିକା ପାଦୁକୋଣଙ୍କ ସହ ଶନିବାର ଏକ ରେଷ୍ଟୁରାଣ୍ଟରେ…

ମୋଦି-ଶାହା-ନଡ୍ଡାଙ୍କୁ ହୃଦୟରୁ ଧନ୍ୟବାଦ ଦେଲେ ଭୂପେନ୍ଦ୍ର

ଗାନ୍ଧୀନଗର,୧୨।୯: ଗୁଜରାଟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଭୂପେନ୍ଦ୍ର ପଟେଲ। ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଗୁଜରାଟରେ ରାଜନୈତିକ ସଙ୍କଟର ସମାଧାନ ପାଇଁ…

କାହିଁକି ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା

ନୂଆଦିଲ୍ଲୀ,୧୨।୯: ରାତାରାତି ଏମିତି କ’ଣ ଘଟିଲା ଯେ, ଆଇସିସି ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆକୁ ମେଣ୍ଟରଙ୍କ ଆବଶ୍ୟକତା ପଡ଼ିଲା? ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ…

ଦିଗପହଣ୍ଡିରେ ଭାଜପାର ସାଙ୍ଗଠନିକ ନିର୍ବାଚନ

ଦିଗପହଣ୍ଡି,୧୨।୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡିରେ ଭାଜପାର ସାଙ୍ଗଠନିକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଶ୍ରୀ ଚନ୍ଦ୍ରଚୂଡ଼େଶ୍ୱର ଶୈବପୀଠ ପରିସରରେ ଆୟୋଜିତ ବୈଠକରେ ଭାଜପା ଦିଗପହଣ୍ଡି ନଗର…

ବିଶ୍ୱକପ୍‌ ଦଳରେ ସାମିଲ ହେବା ମାତ୍ରେ ରେକର୍ଡ କଲେ ୟୁନିଭର୍ସ ବସ୍‌

ନୂଆଦିଲ୍ଲୀ,୧୨।୯: ଏକ ସମୟ ଥିଲା ଯେତେବେଳେ ଟି-୨୦ କ୍ରିକେଟକୁ ଯୁବ ପ୍ରତିଭାଙ୍କ ଖେଳ ବୋଲି କୁହାଯାଉଥିଲା। ହେଲେ ୨୦୦୭ରେ ଟି-୨୦ ବିଶ୍ୱକପ୍‌ ଆୟୋଜନ ସହ ବିଶ୍ୱର ପ୍ରତିଟି…

ଲୁଗା ଗୁଡ଼େଇ ଫିଙ୍ଗିଦେଲେ ନବଜାତ ଶିଶୁକୁ: ବର୍ଷା ପାଣିରେ ଭାସି ଲାଗିଲା କେନାଲରେ

ବଲାଙ୍ଗୀର ଅଫିସ,୧୨।୯: ବଲାଙ୍ଗୀର ସହର ତୁଳସୀନଗରର ମହାରାଣୀ ସାଗର ସରପ୍ଲସ କେନାଲରୁ ରବିବାର ଜଣେ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଶିଶୁଟିକୁ ଲୁଗା ଗୁଡ଼େଇ ଫିଙ୍ଗା…

ରାସ୍ତାକଡ଼ରେ ଥିବା ଘରକୁ ଧକ୍କା ଦେଲା ୧୬ ଚକିଆ

ମ.ରାମପୁର,୧୨।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ରାୟପୁର- ଗୋପାଳପୁର ଏନ୍‌ଏଚ୍‌ -୫୯ ମ. ରାମପୁରସ୍ଥିତ ଚାରିଛକ ବୁଲାଣିରେ ରବିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏକ ୧୬ ଚକିଆ ଡମ୍ପର ସିଧା…

କୋହଲି-ଶାସ୍ତ୍ରୀଙ୍କୁ ଦାୟୀ କରିବା ଠିକ୍‌ ନୁହେଁ

ମାଞ୍ଚେଷ୍ଟର,୧୨।୯: ଭାରତର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଫାରୁକ୍‌ ଇଞ୍ଜିନିୟର ଅଧିନାୟକ ବିରାଟ କୋହଲି ଏବଂ କୋଚ୍‌ ରବି ଶାସ୍ତ୍ରୀଙ୍କ ସପକ୍ଷରେ ବାହାରିଛନ୍ତି। ପୁସ୍ତକ ଉନ୍ମୋଚନ ଉତ୍ସବରେ ଯୋଗ…

ଭୂପେନ୍ଦ୍ର ପଟେଲ କିଏ? କାହିଁକି ତାଙ୍କୁ କରାଗଲା ଗୁଜରାଟ ମୁଖ୍ୟମନ୍ତ୍ରୀ

ଗାନ୍ଧିନଗର,୧୨।୯:ଗୁଜରାଟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେନ୍ଦ୍ର ଭାଇ ରଜନୀକାନ୍ତ ପଟେଲଙ୍କ ନାମ ଘୋଷଣା କରାଯାଇଛି। ଭାଜପା ବିଧାନସଭା ପାର୍ଟି ବୈଠକରେ ତାଙ୍କ ନାମ ସହମତି ପ୍ରକାଶ ପାଇଛି।…