ଛତ୍ରପୁର,୨୬ା୯(ଡି.ଏନ୍.ଏ.): ସମ୍ଭାବ୍ୟ ବାତ୍ୟା ‘ଗୁଲାବ’କୁ ନେଇ ଗଞ୍ଜାମ ଜିଲାରେ ଦିନତମାମ ବର୍ଷା ହେବ। ସନ୍ଧ୍ୟାଠାରୁ ଅଧିକରୁ ଅଧିକ ବର୍ଷା ସହ ପବନର ବେଗ ବୃଦ୍ଧି ହୋଇ ରାତିରେ…
କଟକ ଅଫିସ, ୨୬।୯: କଟକ ଯୋବ୍ରା ବ୍ୟାରେଜରେ ଏକ ହାତୀର ମୃତଦେହ ରବିବାର ଠାବ କରାଯାଇଛି। ବ୍ୟାରେଜର ଗୋଟିଏ ଗେଟ ଦେଇ ପାଣି ଯାଉଥିବା ବେଳେ ସେଠାରେ…
ବାଲେଶ୍ୱର ଜିଲା ଚାନ୍ଦିପୁର ଗ୍ରାମର ମା’ ମମତା ଏବଂ ବାପା କୃଷ୍ଣ କୁମାର ମହାନ୍ତିଙ୍କ କନ୍ୟା ପ୍ରତ୍ୟାଶା ପ୍ରିୟମ୍ବଦା। ନୃତ୍ୟ କରିବାକୁ ପିଲାଟିଦିନୁ ତାଙ୍କର ରୁଚି ରହିଆସିଛି।…
ନୂଆଦିଲ୍ଲୀ,୨୬।୯: ଅତି ପ୍ରାଚୀନ କାଳରୁ ନଦୀ ଭାରତୀୟ ସଂସ୍କୃତି ସହିତ ଅତି ଅନ୍ତରଙ୍ଗ ଭାବେ ଜଡ଼ିତ। ଭାରତୀୟ ପରମ୍ପରାରେ ନଦୀକୁ ଏକ ଜଡ଼ ବସ୍ତୁ ପରିବର୍ତ୍ତେ ଜୀବନ୍ତ…
ପାରଳାଖେମୁଣ୍ଡି,୨୬ା୯(ଡି.ଏନ୍.ଏ.): ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ଗଜପତି ଜିଲାରେ ଅଧିକ ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ତେବେ ଆଜି ସକାଳୁ କୋହଲା…
କେନ୍ଦ୍ରାପଡ଼ା ଅଫିସ, ୨୬ା୯: ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶରେ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କାର୍ଯ୍ୟ ଜିଲା ପ୍ରଶାସନ ପକ୍ଷରୁ ତ୍ୱରାନ୍ବିତ କରାଯାଇଥିଲା । ତେବେ କେତେଜଣ ମାଲିକ ଘେରି…
ନୂଆଦିଲ୍ଲୀ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଆମେରିକା ଗସ୍ତ ଶେଷ କରି ଭାରତ ଫେରିବେ। ପ୍ରଧାନମନ୍ତ୍ରୀ ସାଙ୍ଗରେ ଆମେରିକାରୁ ଭାରତକୁ ‘ସ୍ପେଶାଲ-୧୫୭’ ପ୍ରାଚୀନ କଳାକୃତି ମଧ୍ୟ…
କଟକ ଅଫିସ,୨୬ା୯: ମହାନଦୀ ପୋଲ ଉପରୁ ପାଣିକୁ ଡେଇଁ ଜଣେ ନିଖୋଜ ହୋଇଯାଇଛନ୍ତି। ଭୁବନେଶ୍ୱରରୁ କଟକ ଟାଙ୍ଗୀ ଯାଉଥିବା ବେଳେ ବାଟରେ ପରିସ୍ରା ଲାଗୁଥିବା ଡ୍ରାଇଭରଙ୍କୁ କହିଥିଲେ…
ପିପିଲି,୨୬।୯(ସ୍ବ.ପ୍ର.): ସିଫା ନିକଟ ୨ଟି ବ୍ଲକରେ ‘ରଙ୍ଗିନ ମାଛ ଗାଁ’ ପ୍ରତିଷ୍ଠା କରାଯିବ। କୌଶଲ୍ୟାଗଙ୍ଗସ୍ଥିତ ଆଇସିଏଆର୍-ସିଫାରେ ଥିବା ଖୋର୍ଦ୍ଧା କୃଷିବିଜ୍ଞାନ କେନ୍ଦ୍ରରେ ରଙ୍ଗିନ ମାଛଚାଷ ମାଧ୍ୟମରେ ‘ମହିଳାଙ୍କ…
ଓ୍ବାଶିଂଟନ,୨୬।୯: ପୁଣି ପୃଥିବୀ ଉପରେ ବିପଦ ଘନେଇବାରେ ଲାଗିଛି। ଆମେରିକାରେ କରୋନା ମହାମାରୀର ବିପଜ୍ଜନକ ଆର୍-୧ ଭାରିଆଣ୍ଟ୍ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଇତିମଧ୍ୟରେ ଏହି…