ଧରିତ୍ରୀ କାର୍ଟୁନ୍‍ – Dharitri Cartoon

ଧରିତ୍ରୀ କାର୍ଟୁନ୍‍

ଆର୍‌ସିବିକୁ ପରାଜୟରୁ ବଞ୍ଚାଇ ପାରିଲେ ନାହିଁ ଡି’ଭିଲୟର୍ସ

ଆର୍‌ସିବିକୁ ପରାଜୟରୁ ବଞ୍ଚାଇ ପାରିଲେ ନାହିଁ ଡି’ଭିଲୟର୍ସ ଆବୁଧାବି,୬।୧୦: ଶେଷ ବଲ ପର୍ଯ୍ୟନ୍ତ ଚାଲିଲା ମ୍ୟାଚ୍‌। ତଥାପି ଜିତିପାରିଲା ନାହିଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ପ୍ଲେ-ଅପ୍‌…

ଲଖିମପୁର ଖେରି ଘଟଣାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ

ନୂଆଦିଲ୍ଲୀ,୬।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁରେ କେନ୍ଦ୍ରମନ୍ତ୍ରୀଙ୍କ ପୁଅର ସମ୍ପୃକ୍ତି ଘଟଣାକୁ ସୁପ୍ରିମକୋର୍ଟ ନିଜ ହାତକୁ ନେଇଛନ୍ତି। ସିଜେଆଇ…

ଫୋର୍ବସ୍‌ ଧନୀ ତାଲିକାରୁ ବାଦ୍‌ ପଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫୋର୍ବସ ପତ୍ରିକାର ୪୦୦ ଜଣିଆ ଧନୀ ଆମେରିକୀୟଙ୍କ ତାଲିକାରୁ ପ୍ରଥମ ଥର ପାଇଁ ବାଦ୍‌ ପଡ଼ିଛନ୍ତି। ଦୀର୍ଘ…

୫ଜି ଆସିଲେ ଗ୍ରାମାଞ୍ଚଳରେ ୧୦୦ ଏମ୍‌ବିପିଏସ୍‌ରେ ଚାଲିବ ନେଟ୍‌

ନୂଆଦିଲ୍ଲୀ,୬।୧୦: ଏୟାରଟେଲ ଏବଂ ଏରିକ୍ସନ ପକ୍ଷରୁ ଭାରତର ପ୍ରଥମ ୫ଜି ନେଟୱର୍କର ପରୀକ୍ଷଣ କରାଯାଇଛି। ଟେଲିକମ ବିଭାଗ ଦ୍ୱାରା ଏୟାରଟେଲକୁ ଦିଆଯାଇଥିବା ୫ଜି ପରୀକ୍ଷଣ ସ୍ପେକ୍ଟ୍ରମର ବ୍ୟବହାର…

ଇଭିନିଙ୍ଗ ୱାକ୍‌ ବେଳେ ଗଲା ଜୀବନ

ଧର୍ମଗଡ,୬।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅଧୀନ କେବଡ଼ିସ୍ଥିତ ବିଜୁ ଏକ୍ସପ୍ରେସ ୱେ ନିକଟରେ ବୁଧବାର ସନ୍ଧ୍ୟାରେ ଅଜଣା ବୋଲେରୋ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଆରସିବି ଆଗରେ ୧୪୨ ରନ୍‌ର ବିଜୟ ଲକ୍ଷ୍ୟ

ଆବୁଧାବି,୬।୧୦: ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପ୍ରତିପକ୍ଷ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୧୪୧ ରନ୍‌ରେ ରୋକି ଦେଇଛି। ହାଇଦ୍ରାବାଦ୍‌ ଏକଦା…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୬, ୨୦୨୧)

ଭୁବନେଶ୍ୱରରେ ମା' ଦୁର୍ଗାଙ୍କ ମୂର୍ତ୍ତି ତିଆରିରେ ବ୍ୟସ୍ତ ଶିଳ୍ପୀ   ଭୁବନେଶ୍ୱର ଲିଙ୍ଗରାଜ ମାର୍କେଟ ନିକଟରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ   ଭୁବନେଶ୍ୱର ସହିଦନଗରସ୍ଥିତ ଓଟିଡିସି ନିମନ୍ତ୍ରଣ…

ଖୋଲିବ ଶିରିଡ଼ି ସାଇବାବାଙ୍କ ମନ୍ଦିର

ନୂଆଦିଲ୍ଲୀ,୬।୧୦: ବହୁଦିନ ପରେ ସାଇବାବାଙ୍କ ଭକ୍ତ ମାନଙ୍କ ପାଇଁ ଏକ ଖୁସି ଖବର। କାଲିଠାରୁ ଖୋଲିବ ଶିରିଡ଼ି ସାଇବାବାଙ୍କ ମନ୍ଦିର । ଏ ନେଇ ସୂଚନା ଦେଇଛନ୍ତି…

ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ କ୍ୟାବ ଡ୍ରାଇଭର

ବେଙ୍ଗାଲୁରୁ,୬।୧୦: କ୍ୟାବରେ ଏସି ନ ଚଳାଇବାରୁ କନ୍ନଡ ଅଭିନେତ୍ରୀ ସଞ୍ଜନା ଗଲରାନି ଡ୍ରାଇଭରଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସୋସିଆଲ ମିଡିଆ…