ଆର୍ୟନଙ୍କୁ ଜାମିନ ନ ମିଳିବା ଯାଏ ଖାଇବେନି ଗୌରୀ

ମୁମ୍ବାଇ: ଆସନ୍ତାକାଲି ଅର୍ଥାତ୍‌ ଅକ୍ଟୋବର ୨୦ରେ ଆର୍ୟନଙ୍କ ଜାମିନ ଶୁଣାଣି ହୋଇପାରେ। ପୁଅକୁ ଜାମିନ ନ ମିଳିବା ଯାଏ ମା’ ଗୌରୀ ଖାନ୍‌ ମିଠା ଖାଇବେ ନାହିଁ…

ଭିନ୍ନ ଜାତିରେ ବିବାହ ଯୋଗୁ ଭାଗ୍ୟଶ୍ରୀଙ୍କ ସହ ସମ୍ପର୍କ ଛିନ୍ନ କରିଥିଲେ ପରିବାର; ଅମିତାଭ ଜାଣିବା ପରେ…

ବମ୍ବେ: ପ୍ରେମବିବାହକୁ ଆଜି ବି ଅନେକେ ପରିବାର ପସନ୍ଦ କରନ୍ତି ନାହିଁ। ଯଦି ବି ପ୍ରେମୀଯୁଗଳ ପରିବାରକୁ ନ ଜଣାଇ ବିବାହ କରିନିଅନ୍ତି, ତେବେ ପରିବାରଲୋକେ ତାଙ୍କ…

କୋହଲିଙ୍କ ଚିନ୍ତା ଦୂର କଲେ ଏହି କ୍ରିକେଟର୍‌: ଦିନେ ହୋଇଥିଲେ ଗିରଫ

ଦୁବାଇ,୧୯।୧୦: ଟି -୨୦ ବିଶ୍ୱକପ୍‌ର ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଟିମ ଇଣ୍ଡିଆ ୭ ଉଇକେଟରେ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତର ବ୍ୟାଟ୍ସମ୍ୟାନ ଇଶାନ କିଶାନ ବିସ୍ଫୋରକ ଇନିଂସ…

ପୁଣି ଏନ୍ତୁଡ଼ିଶାଳକୁ ଫେରିଲା କରୋନା, ଲକଡାଉନ୍‌ ଜାରି…

ବେଜିଂ,୧୯।୧୦: କରୋନାର ଏନ୍ତୁଡ଼ିଶାଳ ପାଲଟି ଥିବା ଚାଇନାରେ ପୁଣି ସଂକ୍ରମଣ ଆରମ୍ଭ ହୋଇଛି। ଏହାକୁ ସୃଷ୍ଟରେ ରଖି ଉତ୍ତର ସୀମାବର୍ତ୍ତୀ ସହରରେ ଆଶିଂକ ଲକଡାଉନ୍‌ ଜାରି ହୋଇଛି।…

ଭାରତର ଏହି ସ୍ଥାନରେ ରହିଛି ସୁନାର ଭଣ୍ଡାର, ଥରେ ଯଦି ଦ୍ୱାର ଖୋଲିଗଲା କଥା ସରିଲା

ପ୍ରାଚୀନ ସଂସ୍କୃତି ପାଇଁ ଭାରତ ସାରା ବିଶ୍ୱରେ ଜଣାଶୁଣା। ଏହା ବ୍ୟତୀତ ଆମ ଦେଶରେ ଅନେକ ରହସ୍ୟମୟ ସ୍ଥାନ ଅଛି, ଯାହାର ରହସ୍ୟ ବୈଜ୍ଞାନିକମାନେ ଆଜି ପର୍ଯ୍ୟନ୍ତ…

ଢେଙ୍କାନାଳରେ ଫିକା ପଡ଼ିଛି ଗଜଲକ୍ଷ୍ମୀ ପୂଜା

ଢେଙ୍କାନାଳ ଅଫିସ,୧୯।୧୦:ଗଜଲକ୍ଷ୍ମୀ ପୂଜା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଚଳିତ ବର୍ଷ କରୋନା କଟକଣା ପାଇଁ ବିଶେଷ ଉତ୍ସାହ ନ ଥିଲେ ମଧ୍ୟ କେବଳ ବିଧି ରକ୍ଷା ପାଇଁ…

ଏନ୍‌କାଉଣ୍ଟରରେ ୬ ଆତଙ୍କବାଦୀଙ୍କ ମୁଣ୍ଡଗଡ଼ିଲା…

ଶ୍ରୀନଗର,୧୯।୧୦: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟ କିଲିଂ ବିରୋଧରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜାରି ରହିଥିବା ଅପରେଶନ ଅଲଆଉଟ୍‌ରେ ବଡ଼ ସଫଳତା ମିଳିଛି। ରାଜୌରୀର ଜଙ୍ଗଲରେ ସର୍ଚ୍ଚ ଅପରେଶନ୍‌…

ଶୋଇଥିବା କୁକୁରକୁ ଏମିତି ହଇରାଣ କରୁଛି ବିଲେଇ, ପୂରା ଘଟଣା ଜାଣିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ…

ବୁଧବାର ଉତ୍ତରପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ,୧୯।୧୦: ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଉତ୍ତରପ୍ରଦେଶ କୁଶୀନଗର ଗସ୍ତ କରିବେ । ଏହି ଗସ୍ତ ଅବସରରେ ମୋଦି କୁଶୀନଗରରେ ଇଣ୍ଚରନ୍ୟାଶନାଲ ଏୟାରପୋର୍ଟ…

ମୋଦିଙ୍କୁ ଭେଟିଲେ ଶାହ

ନୂଆଦିଲ୍ଲୀ,୧୯ ।୧୦: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ୍ କରିବାକୁ ୭ ଲୋକ କଲ୍ୟାଣ ମାର୍ଗରେ ମୋଦିଙ୍କ ଘରେ…