ବର୍ଷାପାଣି ବୁନ୍ଦା ହୋଇଥାଏ ଗୋଲାକାର, ଜାଣନ୍ତୁ ଏହା ପଛର କାରଣ

ଆମ ଚତୁଃପାର୍ଶ୍ୱରେ ପ୍ରତିଦିନ ଅନେକ ଘଟଣା ଘଟିଥାଏ। ମାତ୍ର ଆମେ କିଛି ଜିନିଷ ବିଷୟରେ ଅଜ୍ଞ ଥାଉ। ଯେମିତି କି ବର୍ଷା ପାଣି କାହିଁକି ଗୋଲାକାର ହୋଇଥାଏ…

ମିଳିଲା ନିଖୋଜ ଶିଶୁକନ୍ୟାଙ୍କ ମୃତଦେହ: ବଳାତ୍କାର ପରେ ହତ୍ୟା ସନ୍ଦେହ

କେନ୍ଦୁଝର,୨୩।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ହଳଦୀଗୁଣା ଗ୍ରାମରେ ଶୁକ୍ରବାର ଏକ ପାଞ୍ଚବର୍ଷୀୟା ଶିଶୁକନ୍ୟା ହତ୍ୟା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଶିଶୁଟି ଗତ ବୁଧବାରଠାରୁ ନିଖୋଜ…

ମେଣ୍ଟର ଧୋନୀଙ୍କୁ ନେଇ ଗାଭାସ୍କର କହିଲେ ଏଭଳି; ସେ କେବଳ ଡ୍ରେସିଂ ରୁମ୍‌ରେ…

ନୂଆଦିଲ୍ଲୀ,୨୩।୧୦: ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ର ମେଣ୍ଟର(ମାର୍ଗଦର୍ଶକ) ଭାବେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ନିଯୁକ୍ତ କରାଯାଇଛି। ଏହାକୁ ନେଇ ପୂର୍ବ ଅଭିଜ୍ଞ କ୍ରିକେଟର…

ଏନସିବି ଅଫିସରରେ ଡେରିରେ ପହଞ୍ଚିଲେ ଅନନ୍ୟା, ବର୍ଷିଲେ ୱାଙ୍ଖଡେ

ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲାରେ ଏବେ ଏନସିବି ରାଡାରରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ । ଏହି ଘଟଣାରେ ସମ୍ପୃକ୍ତ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସହ ଚ୍ୟାଟିଙ୍ଗକୁ…

ଷଡ଼ଙ୍ଗୀ ରେଞ୍ଜରେ ହାତୀ ମୃତ

ଢେଙ୍କାନାଳ ଅଫିସ,୨୩।୧୦: ଢେଙ୍କାନାଳ ଜିଲା ଷଡ଼ଙ୍ଗୀ ରେଞ୍ଜ ଗନ୍ଦିଆରେ ଏକ ୭ ବର୍ଷିଆ ହାତୀର ମୃତ୍ୟୁ ଘଟିଛି। ହାତୀଟି ସେଫ୍ଟିସେମିଆ ରୋଗରେ ପୀଡିତ ଥିଲା ବୋଲି ଏସିଏଫ୍‌…

ନିଷ୍କାସନ ହୋଇପାରୁନି ବର୍ଷାଜଳ: ଡ୍ରେନ୍‌ ନିର୍ମାଣ ଦାବି

ଗଞ୍ଜାମ,୨୩।୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁଇଁତଳା ନୂଆ ସାହିରେ ଗତ କିଛି ଦିନ ତଳେ ହୋଇଥିବା ଲଘୁଚାପ ଜନିତ ବର୍ଷାପାଣି ଏବେବି ଜମି ରହିଥିବା ଦେଖିବାକୁ ମିଳିଛି। ଡ୍ରେନ…

ଏଥର ବି ଭକ୍ତଙ୍କୁ ଦର୍ଶନ ଦେବେନି ବାବା ଧବଳେଶ୍ୱର

ଆଠଗଡ଼,୨୩।୧୦(ଡି.ଏନ୍‌.ଏ.): କାର୍ତ୍ତିକ ମାସ ପ୍ରଥମ ସୋମବାର ଆଉ ମାତ୍ର ଗୋଟିଏ ଦିନ ବାକି। ଏହି ମାସର ପ୍ରତ୍ୟେକ ସୋମବାରରେ ବାବା ଧବଳେଶ୍ୱରଙ୍କ ପୀଠରେ ବହୁତ ଭିଡ଼ ହୁଏ।…

ସତର୍କ ସୂଚନା, କରୋନା ମହାମାରୀ ପ୍ରଭାବରେ ଭାରତୀୟଙ୍କ ହାରାହାରି ବୟସ କମିଛି ୨ ବର୍ଷ…

ନୂଆଦିଲ୍ଲୀ,୨୩।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ ଭାରତୀୟଙ୍କ ଜୀନଧାରଣ ବୟସ ହାରାହାରି ୨ ବର୍ଷ କମିଛି। ଏନେଇ ଏନେଇ ଏକ ଅନ୍ତର୍ଜାତୀୟ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପୃଥିବୀରେ…

ସବୁଜିମାରେ ଭରିଲା ଲଣ୍ଡା ପାହାଡ଼

ସମ୍ବଲପୁର,୨୩।୧୦(ବ୍ୟୁରୋ): ମହିଳାଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିର ଉନ୍ନତି କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି। ସରକାରଙ୍କ ବିଭିନ୍ନ ବିଭାଗର ସହଭାଗିତାରେ ଯୋଜନାଗୁଡିକ କାର୍ଯ୍ୟକାରୀ…

ଭୋକ ଉପାସରେ ଲୋକେ, କିମ୍‌ଙ୍କ ଚିନ୍ତା ବଢ଼ିଲା…

ଜେନେଭା,୨୩।୧୦: ଉତ୍ତର କୋରିଆରେ ଲୋକଙ୍କ ଦୁଇବେଳା ଦୁଇମୁଠା ଖାଇବାକୁ ମିଳୁ ନାହିଁ। ଏନେଇ ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ଭୋକିଲାଙ୍କ…