ଅଭିଜିତଙ୍କ ବିୟୋଗ ସଙ୍ଗୀତ ଜଗତ ପାଇଁ ଅପୂରଣୀୟ କ୍ଷତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫।୧: କଣ୍ଠଶିଳ୍ପୀ ଅଭିଜିତ ମଜୁମଦାରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ।‘ଅଭିଜିତ ମଜୁମଦାରଙ୍କ ବିୟୋଗ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର…

ଉପ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୁର୍ବରୁ ଭାଙ୍ଗିଲେ ନାମଫଳକ

ପଟ୍ଟାଙ୍ଗି୨୫।୦୧,(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ଗ୍ରାମକୁ ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଗସ୍ତ ରହିଥିଲା। ଏହା…

ସରସ୍ବତୀ ପୂଜା-ସାଧାରଣତନ୍ତ୍ର ଦିବସ ମଧ୍ୟାହ୍ନ ଭୋଜନରେ ପରିବର୍ତ୍ତନ ତାଲିକା ନାହିଁ, ଛାତ୍ରୀଛାତ୍ର ଅଣ୍ଡା ଖାଇବାରୁ ବଞ୍ଚିତ

ଦାରିଙ୍ଗବାଡି, ୨୫।୧ (ଅରୁଣ ସାହୁ ): ଏବେ ଯାଇଛି ସରସ୍ବତୀ ପୂଜା ଉତ୍ସବ ଆଉ ସୋମବାର ଦେଶ ପାଳିବ ସାଧାରଣତନ୍ତ୍ର ଦିବସ। ଏହାକୁ ନେଇ ସାରା ରାଜ୍ୟ…

ଆମେରିକାରେ ଓ୍ବିଣ୍ଟର ଷ୍ଟର୍ମ, ବିଜୁଳି ନ ଥିବାରୁ ଲୋକେ ହନ୍ତସନ୍ତ, ୧୩ ହଜାର ବିମାନ ବାତିଲ

ଓ୍ବାଶିଂଟନ,୨୫।୧: ଏବେ ଓ୍ବିଣ୍ଟର ଷ୍ଟର୍ମ ଆମେରିକାରେ ପ୍ରବେଶ କରିଛି, ଯାହା ଫଳରେ ହଜାର ହଜାର ବିମାନ ଉଡ଼ାଣ ବାତିଲ କରିବାକୁ ବାଧ୍ୟ ହୋଇଛି। ଶନିବାର (ଜାନୁଆରୀ ୨୪)…

ଜୀବନ ଯୁଦ୍ଧରେ ହାରିଗଲେ ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ଭୁବନେଶ୍ୱର,୨୫।୧: ରବିବାର ସକାଳ ଓଲିଉଡ ଜଗତ ପାଇଁ ଏକ ଦୁଖଦ ସକାଳ ଥିଲା। ବେଶ କିଛିଦିନ ଧରି ଚିକିତ୍ସାଧିନ ଥିବା ଓଲିଉଡର ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ…

IND vs NZ 2nd T20I: ପାଓ୍ବାରପ୍ଲେରେ ଦମ ଦେଖାଇଲା ଇଣ୍ଡିଆ, ଦୋହଲିଗଲା ୧୯ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୫।୧: ରାୟପୁରର ଶହୀଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ, ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡ ବିପକ୍ଷରେ ପାୱାରପ୍ଲେରେ ଏକ ଚମତ୍କାର…

ଭୟଙ୍କର ଦୁର୍ଘଟଣା: ଟ୍ରକ ଭିତରେ ଚାପି ହୋଇଗଲେ ଡ୍ରାଇଭର

ବାଲେଶ୍ୱର,୨୫।୧(ବାଞ୍ଛାନିଧି ଦେ): ଅଜଣା ଗାଡି ଧକ୍କାରେ ଭାଙ୍ଗିରୁଜି ଚୁରମାର ହୋଇଗଲା ସୂପାରୀ (ଗୁଆ ) ବୋଝେଇ ଟ୍ରକ୍‌ । ଟ୍ରକ ଭିତରେ ଚାପି ହୋଇଗଲେ ଡ୍ରାଇଭର ।…

ଆସିଷ୍ଟାଣ୍ଡଙ୍କ ପାଇଁ ପତ୍ନୀଙ୍କୁ ଧୋକା ଦେବା ଏତେ ମହଙ୍ଗା ପଡିଲା କ୍ରିକେଟରଙ୍କୁ, ଶୁଣିଲେ ଲାଗିବ ଆଶ୍ଚର୍ଯ୍ୟ

ନଆଦିଲ୍ଲୀ,୨୫।୧: ପୂର୍ବତନ ଅଷ୍ଟ୍ରେଲିୟ ଅଧିନାୟକ ମାଇକେଲ କ୍ଲାର୍କ ତାଙ୍କ କ୍ରୀଡା କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନ ଉଭୟ ପାଇଁ ଖବରରେ ଅଛନ୍ତି। ୨୦୧୨ ମସିହାରେ ସେ ଅଷ୍ଟ୍ରେଲିୟ…

ନୂଆପଡ଼ାରେ ପୁଣି ବାଘ ଆତଙ୍କ: ୪ ଛେଳି ମାରିଖାଇଲା

ନୂଆପଡ଼ା,୨୫।୧ (ମକାରୁ ବେମାଲ): ନୂଆପଡ଼ା ଜିଲାରେ ପୁଣି ବାଘ ଆତଙ୍କ ଦେଖାଦେଇଛି। ଶୁକ୍ରବାର ରାତିରେ ଏକ କଲରାପତରିଆ ବାଘ ନୂଆପଡ଼ା ସଦର ବ୍ଲକ ଧରମବନ୍ଧା ସେକ୍ସନ ଚୂଳାଭାଟ…

୪ଦିନ ପରେ ଆହୁରି ବଢିବ ରାତି ତାପମତ୍ରା

ଭୁବନେଶ୍ୱର, ୨୫।୧ (ବନ୍ଦନା ସେଠୀ): ରାଜ୍ୟରେ ଶୀତର ପ୍ରକୋପ କିଛି ମାତ୍ରାରେ କମିବା ସହିତ ସର୍ବନିମ୍ନ ରାତି ତାପମାତ୍ରାରେ ବୃଦ୍ଧି ଘଟିଛି। ଆଗାମୀ ୪ଦିନ ପର୍ଯ୍ୟନ୍ତ ପାଗରେ…