ଭତ୍ତିଭୂମି ଅଛି, ଘୋଷଣା ହୋଇପାରୁନାହିଁ : ଘୁମୁସର ଜିଲା ଦାବିରେ ତହସିଲଦାରଙ୍କୁ ଦାବିପତ୍ରଭ

ଞ୍ଜନଗର,୧୨।୯(ବାବୁଲା ପ୍ରଧାନ): ଡିସେମ୍ବର ମାସ ସୁଦ୍ଧା ରାଜ୍ୟରେ ଗ୍ରାମ, ପଞ୍ଚାୟତ, ବ୍ଲକ, ଉପଖଣ୍ଡ ସୀମା ପୁନଃ ନିର୍ଧାରଣ କରିବାକୁ ସରକାର ଯାଉଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର କିଛି ନୂଆ…

ଅର୍ଚ୍ଚନା ନାଗଙ୍କ ଘର ଆଟାଚ

ଭୁବନେଶ୍ୱର,୧୨।୯: ଅର୍ଚ୍ଚନା ନାଗଙ୍କ ଘରେ ପଶି ଆଟାଚ କଲା ଇଡି। ସତ୍ୟବିହାର ସ୍ଥିତ G+2 ବିଲ୍ଡିଂ ସହ ଆସବାବପତ୍ର ଆଟାଚ କରଥିବା ସୂଚନା ମିଳିଛି। ମନି ଲଣ୍ଡରିଂ…

କୈଳାସ ପର୍ବତ ଉପରେ ଅଦ୍ଭୁତ ଦୃଶ୍ୟ! ଭିଡିଓ ଦେଖିଲେ ବିଶ୍ୱାସ କରିବେନି…

ଭଗବାନ ଶିବଙ୍କ ନାମ ଶୁଣିବା ମାତ୍ରେ ପ୍ରଥମେ ଗୋଟିଏ ସ୍ଥାନର ନାମ ମନକୁ ଆସେ। ତାହା ହେଉଛି କୈଳାସ ପର୍ବତ, ଯାହାକୁ ଭଗବାନ ଶିବଙ୍କ ବାସସ୍ଥାନ ମଧ୍ୟ…

୧୦ ବର୍ଷରେ ୨ କୋଟି, ପ୍ରତି ମାସରେ କରନ୍ତୁ ଏତିକି ଟଙ୍କାର SIP…

ନୂଆଦିଲ୍ଲୀ,୧୨।୯: ଯଦି ୧୦ ବର୍ଷରେ କୋଟିଏ ଟଙ୍କା ସଞ୍ଚୟ କଥା ଉଠେ, ତାହା କେବଳ ଧନୀମାନଙ୍କ ପାଇଁ ସମ୍ଭବ ବୋଲି କୁହାଯାଏ। ହେଲେ ଏହା ଠିକ୍‌ ନୁହେଁ।…

ରୋଷେଇ ବେଳେ ଲିକ୍‌ ହେଲା ଗ୍ୟାସ : ଜଳିଗଲା  ଝିଅ ବାହାଘର ପାଇଁ ରଖିଥିବା ଟଙ୍କା, ଗହଣା 

କୃଷ୍ଣପ୍ରସାଦ,୧୨।୯(କୈଳାଶଚନ୍ଦ୍ର ପଟନାୟକ): ପୁରୀଜିଲା କୃଷ୍ଣପ୍ରସାଦ ବ୍ଲକ ବଡ଼ ଖଟିଆକୁଦିରେ ଗ୍ୟାସ ଲିକ୍‌ ହୋଇ ୩ ବଖରା ଘର ଜଳିଯାଇଛି। ସୂଚନା ମୁତାବକ,  ଦିନ ପ୍ରାୟ ୩ଟା ସମୟରେ…

ଏହି ଦେଶରେ AI ସମ୍ଭାଳିବେ ଶାସନ ଭାର, ଜଗିବେ ଟେଣ୍ଡର, ଲାଞ୍ଚୁଆ କହିଲେ…

ତିରାନେ,୧୨।୯: ଯଦିଓ ସାରା ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା (AI)ର ଆଲୋଚନା କେବଳ ଟେକ କମ୍ପାନୀ ଏବଂ ଗବେଷଣା ଲ୍ୟାବ ପର୍ଯ୍ୟନ୍ତ ସୀମିତ, ତଥାପି ଆଲବାନିଆ ଏହାକୁ ସିଧାସଳଖ…

ଟେକଅପ ବେଳେ ଖସିପଡିଲା ବିମାନ ଚକ, ଥିଲେ ୭୫ ଯାତ୍ରୀ

ନୂଆଦିଲ୍ଲୀ,୧୨।୯: କାଣ୍ଡଲା ବିମାନବନ୍ଦରରୁ ଶୁକ୍ରବାର ଉଡ଼ାଣ ଭରିବା ସମୟରେ ସ୍ପାଇସଜେଟର ଏକ Q400 ବିମାନର ବାହ୍ୟ ଚକ ଖସି ପଡ଼ିବାରୁ ଏଥିରେ ଏକ ଅସୁବିଧା ସୃଷ୍ଟି ହୋଇଥିଲା।…

ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ

ଫୁଲବାଣୀ, ୧୨ା୯(ରାକେଶ କୁମାର ରାଉତ): ନାବାଳିକା ବଳାତ୍କାର ମାମଲାର ବିଚାର କରି ଶୁକ୍ରବାର ଫୁଲବାଣୀ ଫାଷ୍ଟଟ୍ରାକ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଅଭିଯୁକ୍ତଙ୍କୁ ୨୦ ବର୍ଷ…

ବଡ଼ ଖବର: ଅର୍ଚ୍ଚନାଙ୍କ ଘରେ ପଶିଲା ED

ଭୁବନେଶ୍ୱର,୧୨।୯: ଅର୍ଚ୍ଚନା ନାଗଙ୍କ ଘରେ ପଶିଲା ED । ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଛାନ୍‌ଭିନ୍‌ ଚଳାଇଛନ୍ତି। ପୂର୍ବରୁ ଘର ଛାଡ଼ିବା ପାଇଁ ଇଡି ନିର୍ଦ୍ଦେଶ…

ଟାରିଫ୍‌ ଯୁଦ୍ଧ ଭିତରେ ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌! ବିଶ୍ୱରେ ଚହଳ

ଓ୍ବାଶିଂଟନ,୧୨।୯: ଭାରତ ଏବଂ ଆମେରିକା ମଧ୍ୟରେ ଶୁଳ୍କକୁ ନେଇ ଚାଲିଥିବା ଉତ୍ତେଜନା ମଧ୍ୟରେ, ଖୁବ ଶୀଘ୍ର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଆଲୋଚନା ହେବାକୁ ଯାଉଛି। ଆସନ୍ତା ସପ୍ତାହରେ,…