ସୋସିଆଲ ମିଡିଆ ସର୍ଭର ଡାଉନ

ନୂଆଦିଲ୍ଲୀ,୪।୧୦: ପାଖାପାଖି ୩୦ମିନିଟ୍‌ ଧରି ସୋସିଆଲ ମିଡିଆ ଫେସ୍‌ବୁକ୍‌, ଇନଷ୍ଟାଗ୍ରାମ,ହ୍ବାଟ୍ସଆପ୍‌ରେ ସର୍ଭର ଡାଉନ ରହିଛି। ବ୍ୟବହାରକାରୀମାନେ ପରସ୍ପର ସହ ଯୋଗଯୋଗ କରିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। …

ଏବେ ବି ଝିଅ ନିଖୋଜ

ସମ୍ବଲପୁର,୪ା୧୦(ବ୍ୟୁରୋ): ମହାନଦୀର ସମ୍ବଲପୁର ଜିଲା ଦଲେଇପଡ଼ା ମହିଳା ଘାଟରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଝିଅଙ୍କୁ ବଞ୍ଚାଇବାକୁ ଯାଇ ଗୋଟିଏ ପରିବାରର ୩ ଜଣ ସଦସ୍ୟ…

ଚାକିରି ଦେବାକୁ କହି ଠକୁଥିଲେ

ଭବାନୀପାଟଣା,୪।୧୦(ସ୍ବ.ପ୍ର.): ଦିନକୁ ଦିନ ଶିକ୍ଷିତ ବେରୋଜଗାର ଯୁବକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଭଳି ସମୟରେ କେତେଜଣ ଲାଭଖୋର ବ୍ୟକ୍ତି ବିଭିନ୍ନ ସଂସ୍ଥା ଖୋଲି ନିଯୁକ୍ତି ଦେବା ନାଁରେ…

ଧୋନୀଙ୍କ ବ୍ୟାଟ୍‌ରେ ବାଜିଲାନି

ଦୁବାଇ,୪।୧୦ : ମ୍ୟାଚ୍‌ ଫିନିଶର ଭାବେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଶେଷ ପର୍ଯ୍ୟନ୍ତ ଛିଡ଼ା ହୋଇଥିଲେ। ୨୭ ବଲ ଖେଳିବା ପରେ ମଧ୍ୟ ତାଙ୍କ ବ୍ୟାଟରୁ…

ବନ୍ଧା ହେଲେ ସିଡିପିଓ

ଲାଞ୍ଜିଗଡ଼/ଭବାନୀପାଟଣା, ୪।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ସିଡିପିଓ (ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରୀ) ମୀନା କୁମାରୀ ପାତ୍ର ଭିଜିଲାନ୍ସ ଦ୍ୱାରା ସୋମବାର ଗିରଫ…

ପ୍ଲାଷ୍ଟିକ ପାଣି ଟବ୍‌ରେ ପଡ଼ିଗଲେ ୯ ମାସର ଶିଶୁ

ନବରଙ୍ଗପୁର,୪।୧୦: ଖେଳୁଥିଲେ ଭାଇ ଭଉଣୀ। କିନ୍ତୁ ଛପି ବସିଥିଲା ମୃତ୍ୟୁ। ଖେଳିବାବେଳେ ଏକ ପ୍ଲାଷ୍ଟିକ ପାଣି କୁଣ୍ଡରେ ପଡ଼ିଯିବାରୁ ଜଣେ ୯ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଛି। ମୃତକ…

ଆର୍ୟନଙ୍କୁ ମିଳିଲା ନାହିଁ ଜାମିନ

ନୂଆଦିଲ୍ଲୀ,୪।୧୦ : କ୍ରୁଜ ଡ୍ରଗ୍ସ ପାର୍ଟ ମାମଲାରେ ଗିରଫ ହୋଇଥିବା ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନକୁ ମୁମ୍ବାଇର ଏକ କୋର୍ଟ ନାମଞ୍ଜୁର…

ସଫେଇ ଦେଲେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ

ଲକ୍ଷ୍ନୌ,୪।୧୦ : ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରି ଜିଲାରେ ରବିବାର ସ୍ବରାଷ୍ଟ୍ର ରାଜ୍ୟମନ୍ତ୍ରୀ ଅଜୟ କୁମାର ମିଶ୍ରାଙ୍କ ସହ ଆସିଥିବା କାର୍‌ ଆନ୍ଦୋଳନରତ କୃଷକଙ୍କ ଉପରେ ମାଡ଼ି ଯାଇଥିଲା।…

ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୪, ୨୦୨୧)

ଭୁବନେଶ୍ୱରରେ ହଠାତ୍ ବର୍ଷାର ଦୃଶ୍ୟ ମା ଗଡଚଣ୍ଡୀଙ୍କ କାଳୀ ବେଶ ମା ଝାଞ୍ଜିରୀମଙ୍ଗଳାଙ୍କ ବୈଷ୍ଣବି ବେଶ ମା ବାସନ୍ତୀଦୁର୍ଗାଙ୍କ ଭୁବନେଶ୍ୱରୀ ବେଶ ମା ଧାକୁଲେଇଙ୍କ କମଳା ବେଶ

ବାପା, ଝିଅ ନିଖୋଜ

ସମ୍ବଲପୁର ଅଫିସ,୪।୧୦: ସମ୍ବଲପୁର ଜିଲା ଦଲେଇଗଡ଼ା ମହାନଦୀ ଘାଟରେ ଗାଧୋଇବାକୁ ଯାଇ ବାପ, ପୁଅ ଓ ଝିଅ ଭାସି ଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ…