ଆଜି ବି ବର୍ଷିବ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟର କିଛି ସ୍ଥାନରେ ମଙ୍ଗଳବାର ବର୍ଷା ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ବୁଧବାର ମଧ୍ୟ କେତେକ ସ୍ଥାନରେ ବର୍ଷା ହେବ । ଏ ନେଇ…

ଭାଲୁ ସହ ଯୁବକ ଲଢ଼େଇ କରି…

ପାଟଣା,୨୯ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡା ପାଳ ଗ୍ରାମର ଜଣେ ୪୦ ବର୍ଷ ଯୁବକ ବୁଧବାର ସକାଳୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର ହୋଇଥିବା…

‘ଆମକୁ ଭୋଟ ଦିଅ, ଆମେ ମଦ ଦେବୁ’

ହାଇଦ୍ରାବାଦ୍‌,୨୯।୧୨: ଭାରତୀୟ ଜନତା ପାର୍ଟିର ଜଣେ ନେତା ଏକ ଅଜବ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଆନ୍ଧ୍ରପ୍ରଦେଶ ଭାଜପା ସଭାପତି ସୋମୁ ଭେରାଜୁ କହିଛନ୍ତି, ଭାଜପାକୁ ଭୋଟ…

ପରିବା ବୋଝେଇ ଗାଡ଼ି ଭିତରେ ୧ କୋଟି ଟଙ୍କାର ଗଞ୍ଜେଇ

ପାରଳାଖେମୁଣ୍ଡି:୨୯।୧୨: ଗଜପତି ଜିଲା ପାରଳାଖେମୁଣ୍ଡି ଅବକାରୀ ବିଭାଗ ମଙ୍ଗଳବାର ରାତିରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି । ଏଥିସହ ୩ ଜଣଙ୍କୁ ଅଟକ ରଖାଯାଇଛି। ପାଟ୍ରୋଲିଂ…

ଏହି ଅଭିନେତାଙ୍କ ପାଇଁ ଯୁବତୀମାନେ ରକ୍ତରେ ଲେଖୁଥିଲେ ଚିଠି

ଆଜି ହିନ୍ଦୀ ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଜନ୍ମଦିନ। ଡିସେମ୍ବର ୨୯, ୧୯୪୨ରେ ଅମୃତସରରେ ଜନ୍ମଗ୍ରହଣ କରିଥିବା ରାଜେଶ ଖାନ୍ନା ‘ଆଖିର୍‌ ଖତ୍‌’ ଫିଲ୍ମରୁ ନିଜର…

୩ ଦିନ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ବନ୍ଦ

ଭଦ୍ରକ ଅଫିସ,୨୯।୧୨: ଶ୍ରଦ୍ଧାଳୁଙ୍କ ପାଇଁ ବାବା ଆଖଣ୍ଡଳମଣିଙ୍କ ଦର୍ଶନ ୩ ଦିନ ବନ୍ଦ ରହିବ। ଏ ନେଇ ମନ୍ଦିର ଓ ପୀଠ ପରିସରରେ ପ୍ରଶାସନ ପକ୍ଷରୁ ୧୪୪…

ଲିଙ୍ଗଗତ-ଭେଦଭାବ ମାମଲାରେ ୨ ହଜାର ମହିଳା କର୍ମଚାରୀଙ୍କୁ ୭୫୦ କୋଟି କ୍ଷତିପୂରଣ…

କାଲିଫର୍ନିଆ, ୨୯।୧୨: ଲିଙ୍ଗଗତ ଭେଦଭାବ ମାମଲାର ସମାଧାନ ପାଇଁ ଭିଡିଓ ଗେମ ନିର୍ମାତା ରୟଟ ଗେମ୍ସ ପକ୍ଷରୁ କମ୍ପାନୀରେ କାର୍ଯ୍ୟ କରୁଥିବା ୨,୦୦୦ ମହିଳା କର୍ମଚାରୀଙ୍କୁ ୭୫୦…

ରାଜ୍ୟରୁ ପୁଣି ୨ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର କରୋନା ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮,୪୫୭କୁ ବୃଦ୍ଧି ପାଇଛି। ମୃତକ ଦ୍ୱୟ ଖୋର୍ଦ୍ଧା ଓ କୋରାପୁଟ…

ସିରାଜଙ୍କୁ ‘ମିନି ରୋନାଲ୍ଡୋ’ ଆଖ୍ୟା ଦେଲେ ପ୍ରଶଂସକ: ଜାଣନ୍ତୁ କାହିଁକି

ସେଞ୍ଚୁରିୟନ,୨୯।୧୨: ଟିମ ଇଣ୍ଡିଆ ଆଜିକାଲି ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। ସେଞ୍ଚୁରିଅନରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯାଉଛି। ମ୍ୟାଚ୍‌ରେ ତୃତୀୟ ଦିନରେ…

ବନ୍ଦ କୋଠରିରୁ ବିବାହିତ ଯୁବକ, ନାବାଳିକାଙ୍କ ମୃତଦେହ ଜବତ

ରାୟଗଡ଼ା ଅଫିସ,୨୯।୧୨: ଗୋଟିଏ ବନ୍ଦ କୋଠରିରୁ ଜଣେ ବିବାହିତ ଯୁବକ ଓ ଜଣେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ରାୟଗଡ଼ା ପୋଲିସ ଜବତ କରିଛି। ତେବେ ମୃତ୍ୟୁର କାରଣ…