ଟ୍ରଲର ଧକ୍କାରେ ତଳକୁ ଖସିଲା ପୋଲବାଡ଼

୩୦। ୧୨,(ଡି.ଏନ୍‌.ଏ.): ଭଦ୍ରକ ଜିଲା ୬୦ ନଂ. ଜାତୀୟ ରାଜପଥର କୁଡ଼ିଆ ପୋଲ ଉପରେ ଗୁରୁବାର ସକାଳେ ଦୁର୍ଘଟଣା ଘଟିଛି। ଜଳେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ…

୨୦୨୧ରେ ରୋକାଯାଇଛି ୩୪ ବାଲ୍ୟବିବାହ

ଢେଙ୍କାନାଳ ଅଫିସ, ୩୦।୧୨: ବାଲ୍ୟ ବିବାହ, ଶିଶୁ ଶ୍ରମିକ ପ୍ରଥା, ଶିଶୁ ନିର୍ଯାତନା ଭଳି ସାମାଜିକ ବ୍ୟାଧି ଦୂରୀକରଣ ଏବଂ କିଶୋରୀକିଶୋରଙ୍କ ଦକ୍ଷତା ବୃଦ୍ଧି ଲାଗି ବୁଧବାର ଢେଙ୍କାନାଳ…

ଚୁମ୍ବନ ଦେବା କାର୍ତ୍ତିକଙ୍କୁ ଭାରି କଷ୍ଟ: ୩୭ ଟେକ୍‌ ପରେ…

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଖୁବ କମ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି । ସେ ‘ପ୍ୟାର କା ପଞ୍ଚନାମା’ ଫିଲ୍ମ ସହ…

କରୋନା ମାର୍ଗଦର୍ଶିକା ପାଳନ ସହିତ ରାଜନୈତିକ ଦଳ ଚାହୁଁଛନ୍ତି ବିଧାନସଭା ନିର୍ବାଚନ, ସୂଚନା ଦେଲେ ଇସି…

ନୂଆଦିଲ୍ଲୀ, ୩୦।୧୨: ସମସ୍ତ ରାଜନୈତିକ ଦଳ କରୋନା ମାର୍ଗଦର୍ଶିକା ପାଳନ ସହିତ ଠିକ୍‌ ସମୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଚାହୁଁଛନ୍ତିି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।…

ମଝି ଆକାଶରେ ଦୁଇ ବିମାନ ହେଲେ ନିକଟତର, ଭାଙ୍ଗିଲା ଝରକା

ଲଣ୍ଡନ,୩୦ା୧୨: ଆକାଶରେ ପ୍ରାୟ ୩୫୦୦୦ ଫୁଟ ଉଚ୍ଚରେ ଉଡୁଥିବା ଏକ ବିମାନ ସହ ଆଉ ଏକ ବିମାନ ଅତି ନକଟତର ହୋଇଯାଇଥିଲା। ଫଳରେ ୨୦୦ ଯାତ୍ରୀ ଥିବା…

‘ଠିକ୍‌ ଆକଳନ କରୁନି ପ୍ରଶାସନ’

ସଜନାଗଡ଼, ୩୦।୧୨(ଡି.ଏନ.ଏ.)  ଚଳିତବର୍ଷ ଚକଡ଼ା ପୋକ ସାଙ୍ଗକୁ ଜୱାଦ ବାତ୍ୟା ଓ ଅଦିନିଆ ବର୍ଷା ଯୋଗୁ ବ୍ୟାପକ ଧାନ ଫସଲ ନଷ୍ଟ ହୋଇଛି। ସ୍ଥାନୀୟ ପ୍ରଶାସନ ସଠିକ୍‌…

ପିଲାଙ୍କୁ ଟିକା, ମା-ବାପାଙ୍କ ମୋବାଇଲ୍‌ ନମ୍ବରରୁ କରିହେବ ପଞ୍ଜିକରଣ…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଙ୍କଟ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ୨୦୨୨…

ନୂଆବର୍ଷରୁ ଆର୍‌ଟିଓ ଅଫିସରେ ଅଚଳାବସ୍ଥା ଆଶଙ୍କା

ବାରିପଦା ଅଫିସ,୩୦।୧୨:  ଉଚ୍ଚ ନ୍ୟାୟାଳୟଙ୍କ ରାୟକୁ ସରକାର ଅଣଦେଖା କରୁଥିବାରୁ ମୟୂରଭଞ୍ଜ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ(ଆର୍‌ଟିଓ)ରେ କାର୍ଯ୍ୟରତ ଡାଟା ଏଣ୍ଟ୍ରି ଅପରେଟର(ସ୍ମାର୍ଟ ଚିପ୍‌)ଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ…

୨୦୨୨ରେ ଏହି ୪ ରାଶିର ବ୍ୟକ୍ତିଙ୍କୁ ଧନୀ କରିବ ଶୁକ୍ର; ମିଥୁନ-କନ୍ୟାଙ୍କ ପାଇଁ କଷ୍ଟକର…

ଜନ୍ମକୁଣ୍ଡଳୀରେ ଶୁକ୍ରଙ୍କ ସ୍ଥିତି ମଜଭୂତ ଥିଲେ ଯେକେହି ଜୀବନ ସୁଖସ୍ବାଚ୍ଛନ୍ଦ୍ୟରେ ଅତିବାହିତ କରେ। ବୃଷ ଏବଂ ତୁଳା ରାଶିର ସ୍ବାମୀ ଶୁକ୍ର ଭୌତିକ ସୁଖର କାରକ। ତେବେ…

୩୦୦କୋଟି ବିନିଯୋଗ କରିବ ବଜାଜ ଅଟୋ

ମୁମ୍ବାଇ,୩୦।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ବଜାଜ ଅଟୋ ଲିମିଟେଡ୍‌ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି ଯେ କମ୍ପାନୀ ପୁଣେର ଆର୍କୁଡିଠାରେ ୩୦୦ କୋଟି ଟଙ୍କା ବିନିଯୋଗରେ ଏକ…