ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ପହିଲାରୁ ମହଙ୍ଗା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ତେବେ ସିଲିଣ୍ଡର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର…

ରୁଷିଆ ଟ୍ୟାଙ୍କ୍‌କୁ ଚୋରେଇ ନେଲା ୟୁକ୍ରେନ ଟ୍ରାକ୍ଟର

କ୍ୱିଭ୍‌,୧।୩: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଙ୍ଗଳବାର ୬ ଦିନରେ ପହଞ୍ଚିଛି। ଇତିମଧ୍ୟରେ କିଛି ମଜାଳିଆ ଭିଡିଓ ସୋସିଆଲ ମଡ଼ିଆରେ ଘୁରି ବୁଲୁଛି। ସ୍ଥାନୀୟ କୃଷକ ଏକ ଟ୍ରାକ୍ଟରରେ ରୁଷିଆର…

୨୧ ଦିନର ଛୁଟି ସାରି ଜେଲକୁ ଫେରିଲେ ରାମରହିମ

ଗୁରୁଗ୍ରାମ,୧।୩: ଡେରା ସଚା ସୌଦା ମୁଖ୍ୟ ରାମ ରହିମ ୨୧ ଦିନର ଛୁଟି ସାରି ସୋମବାର ଜେଲ୍‌କୁ ଫେରିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ରାମ ରହିମଙ୍କୁ ଗୁରୁଗ୍ରାମରୁ…

ଶ୍ରୀସାନ୍ତ ଗୁରୁତର ଆହତ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ,୧।୩: ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳୀ ଏସ୍‌.ଶ୍ରୀସାନ୍ତ ନିକଟରେ କ୍ରିକେଟ ମଇଦାନକୁ ଓହ୍ଲାଇଛନ୍ତି। ରଣଜୀ ଟ୍ରଫିରେ ଖେଳିଥିବା ଶ୍ରୀସାନ୍ତଙ୍କ ପାଇଁ ଏହି ପ୍ରତ୍ୟାବର୍ତ୍ତନ ଭଲ ବୋଲି ପ୍ରମାଣିତ…

ଘରୋଇ ହସ୍ପିଟାଲରେ ରୁଷିଆର ଏୟାର ଷ୍ଟାଇକ୍‌

କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧର ୬ଷ୍ଠ ଦିନ। ୟୁକ୍ରେନ ଉପରେ ରୁଷିଆ ସୈନ୍ୟମାନେ ଲଗାତର ଭାବେ ଆକ୍ରମଣ ଜାରି ରଖିବା ସହ ବଡ଼ ବଡ଼…

ଫିଫା ୨୦୨୨ ବିଶ୍ୱକପରୁ ରୁଷିଆ ବାସନ୍ଦ

ମସ୍କୋ,୧।୩: ୟୁକ୍ରେନ ଉପରେ ଆକ୍ରମଣ ପାଇଁ ରୁଷିଆକୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି। ଏବେ ରୁଷିଆକୁ ଆଉ ଏକ ଝଟ୍‌କା ଲାଗିଛି। ରୁଷିଆ ବିରୋଧରେ ଅନ୍ତର୍ଜାତୀୟ…

ବିଜୟଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ରଶ୍ମିକା

ମୁମ୍ବାଇ: ସାଉଥ୍‌ ଅଭିନେତା ବିଜୟ ଦେବରକୋଣ୍ଡା ତାଙ୍କ ଲୁକ୍‌ ଅଭିନୟ ପାଇଁ ଚର୍ଚ୍ଚାରେ ରୁହନ୍ତି। ସେହିପରି ରଶ୍ମିକା ମନ୍ଦାନା ମଧ୍ୟ କୌଣସି କମ୍‌ ନୁହନ୍ତି। ଫିଲ୍ମ ‘ପୁଷ୍ପା’ରେ…

ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ: ଲମ୍ବା ଧାଡ଼ିରେ ଭକ୍ତ

ଆରଡ଼ି,୧।୩,(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ମହାଶିବରାତ୍ରି ଅବସରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ଆଦି ୪ ପଞ୍ଚାୟତର ଅଧିବାସୀ…

ମାତ୍ର ୨୬ ବର୍ଷରେ ଆଖିବୁଜିଲେ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ପୁଅ

ନ୍ୟୁୟର୍କ,୧।୩:ବିଶ୍ୱର ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲାଙ୍କ ୨୬ ବର୍ଷର ପୁଅ ଜେନ ନାଡେଲାଙ୍କର ମୃତ୍ୟୁ ହୋଇଛି। ଜନ୍ମରୁ ଜେନଙ୍କର ସେରେବ୍ରାଲ୍‌ ପାଲସି ଥିଲା।…

୫୭ କୋଟି ଟଙ୍କାର ୟଟ୍‌ ବୁଡାଇବାକୁ ଉଦ୍ୟମ କଲେ ୟୁକ୍ରେନ ନାବିକ

କ୍ୱିଭ,୧।୩: ରୁଷିଆନ ମାଲିକଙ୍କ ବିଳାସପୂର୍ଣ୍ଣ ୟଟ୍‌ (ଜାହାଜ)କୁ ବୁଡାଇ ଦେବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି ଜଣେ ୟୁକ୍ରେନ ନାବିକ। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ବିରୋଧ…