‘ଦ କଶ୍ମୀର ଫାଇଲ୍ସ’କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ, ଏବେ ଏହି ରାଜ୍ୟରେ ଟ୍ୟାକ୍ସ ଫ୍ରି କଲେ ସରକାର

ମୁମ୍ବାଇ,୧୬।୩: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ଫିଲ୍ମ ରିଲିଜ ହେବା…

ଆଜିଠୁ ୧୨ରୁ ୧୪ବର୍ଷର ପିଲାଙ୍କୁ ଟିକା

ଭୁବନେଶ୍ୱର,୧୬।୩(ବ୍ୟୁରୋ): ସାରା ଦେଶରେ ବୁଧବାରଠାରୁ ୧୨ରୁ ୧୪ବର୍ଷ ବୟସର ପିଲାଙ୍କ କୋଭିଡ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ପରାମର୍ଶରେ ଓଡ଼ିଶାରେ ମଧ୍ୟ ଏହି ଟିକାକରଣ…

୨ ବର୍ଷ ହେଲା ବନ୍ଦ ପାସେଞ୍ଜର ଟ୍ରେନ୍‌

ଯାଜପୁର ଅଫିସ,୧୬।୩: ରାଜ୍ୟରେ ପାସେଞ୍ଜର ଟ୍ରେନ ଚଳାଚଳ ଗତ ୨ ବର୍ଷ ପରେ ବି ସ୍ବାଭାବିକ ହୋଇପାରିନାହିଁ। ଫଳରେ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହି…

ଧରିତ୍ରୀ କାର୍ଟୁନ୍‍ – Dharitri Cartoon

ଧରିତ୍ରୀ କାର୍ଟୁନ୍‍

ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ପ୍ରତି ସମର୍ଥନ ବଢୁଛି

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ନିର୍ବାଚନରେ ବିଜେଡି ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ୩୫ ନମ୍ବର ଓ୍ବାର୍ଡରୁ ବିଜେଡି ଟିକେଟରୁ ବଞ୍ଚତ୍ତ ହୋଇ ସ୍ବାଧୀନ…

ନେତାଙ୍କୁ ଦେଖିବାକୁ ମିଳୁନି

ଭୁବନେଶ୍ୱର, ୧୬।୩(ବ୍ୟୁରୋ): କଂଗ୍ରେସ ପରି ଭାଜପାର କେନ୍ଦ୍ରୀୟ ନେତାମାନେ ଏବେ ଓଡ଼ିଶା ଆସିବା ବନ୍ଦ କରିଦେଲେଣି। ଯିଏ ବି ଆସୁଛନ୍ତି କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ…

ବିନା ଷ୍ଟାର୍‌ କ୍ୟାମ୍ପେନରରେ ପ୍ରଚାର

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ରାଜ୍ୟରେ ପୌର ଭୋଟ୍‌ ଆସନ୍ତା ୨୪ ତାରିଖରେ ଅନୁଷ୍ଠିତ ହେବ। ୧୪ ତାରିଖରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇସାରିଛି। ପ୍ରଚାର ପାଇଁ ହାତରେ…

ରୁଷିଆ କବ୍‌ଜାରେ ଖେର୍‌ସନ୍‌

କ୍ୱିଭ୍‌, ୧୬।୩: ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣକୁ ମଙ୍ଗଳବାର ୨୦ ଦିନ ପୂରିଥିବାବେଳେ ଏହି ପୂର୍ବ ୟୁରୋପୀୟ ଦେଶର ବିଭିନ୍ନ ସହରରେ ମସ୍କୋ ପକ୍ଷରୁ ତୁହାକୁ ତୁହା…

ରାମ୍‌କୋ ସିମେଣ୍ଟ ପାଇଁ ନିୟମ ଭିନ୍ନ

ଯାଜପୁର ଅଫିସ,୧୬।୩: ପ୍ରଭାବିତ ଓ କ୍ଷତିଗ୍ରସ୍ତ ଲୋକଙ୍କ ସହିତ ଜନଶୁଣାଣି ନ କରି ସିମେଣ୍ଟ ପ୍ରସ୍ତୁତକାରୀ କମ୍ପାନୀ ରାମ୍‌କୋକୁ ରାଜ୍ୟ ସରକାର ସମସ୍ତ ପ୍ରକାର ଅନୁମତି ପ୍ରଦାନ…

ଓଏଫ୍‌ଏସ୍‌, ଓଏଏସ୍‌ ଦମ୍ପତିଙ୍କ ୩.୯୪ କୋଟି ସମ୍ପତ୍ତି ଜବତ କଲା ଇଡି

ଭୁବନେଶ୍ୱର,୧୬।୩(ବ୍ୟୁରୋ)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଏବଂ ମନି ଲଣ୍ଡରିଂ ମାମଲାରେ ଓଡ଼ିଶା ଅର୍ଥନୈତିକ ସେବା (ଓଏଫ୍‌ଏସ୍‌) ଅଧିକାରୀ ନଳିନୀ ପୃଷ୍ଟି ଓ ତାଙ୍କ ସ୍ବାମୀ ଓଡ଼ିଶା ପ୍ରଶାସନିକ…