ଗୋଟିଏ ପଦବୀ ଗୋଟିଏ ପେନସନ୍‌ ନୀତିକୁ ସମର୍ଥନ କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧୬।୩ : ଅବସରପ୍ରାପ୍ତ ସାମରିକ କର୍ମଚାରୀଙ୍କ କ୍ଷେତ୍ରରେ ବର୍ତ୍ତମାନ ପ୍ରଚଳିତ ଗୋଟିଏ ପଦବୀ ଗୋଟିଏ ପେନସନ୍‌ (ୱାନ ର଼୍ୟାଙ୍କ ୱାନ ପେନସନ୍‌) ନୀତିକୁ ସୁପ୍ରିମକୋର୍ଟ ସମର୍ଥନ…

ଫିଲ୍ମକୁ ଦେଖିବା ପାଇଁ ଆସାମରେ ସରକାରୀ କର୍ମଚାରୀ ନେଇପାରିବେ ଅଧା ଦିନ ଛୁଟି

ଦିସପୁର,୧୬।୩: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ଫିଲ୍ମ ରିଲିଜ ହେବା…

କଲରାପତରିଆ ବାଘ ଆକ୍ରମଣରେ ଦିଅର ଭାଉଜ ଗୁରୁତର

ବାରିପଦା ଅଫିସ,୧୬।୩: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳରେ କଲରାପତରିଆ ବାଘ ଆକ୍ରମଣରେ ଦିଅର ଭାଉଜ ଗୁରୁତର ହୋଇଛନ୍ତି । ସେମାନେ ହେଲେ ଖଡମବେଡ଼ା ପଞ୍ଚାୟତ ତାରଣା…

ସୌଦି ଆରବ ସ୍କୁଲ ପିଲା ଶିଖିବେ ଯୋଗ…

ରିଆଦ୍‌, ୧୬।୩ : ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଯୋଗକୁ ସମଗ୍ର ବିଶ୍ୱରେ ବହୁତ ପସନ୍ଦ କରାଯାଇଥାଏ। ବର୍ତ୍ତମାନ ସୌଦି ଆରବ ମଧ୍ୟ ନିଜ ବିଦ୍ୟାଳୟରେ ଯୋଗକୁ ଏକ କ୍ରୀଡ଼ା…

‘ଶକ୍ତିର ସୃଷ୍ଟି ନାହିଁ କି ବିନାଶ ନାହିଁ’

ଢେଙ୍କାନାଳ ଅଫିସ,୧୬।୩ - ଢେଙ୍କାନାଳ ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀଗୃହରେ ମଙ୍ଗଳବାର ନୂତନ ଇଣ୍ଟରାକ୍ଟିଭ୍‌ ପ୍ୟାନେଲ ସାହାଯ୍ୟରେ ନବଗଠିତ ଶକ୍ତି କ୍ଲବ ପକ୍ଷରୁ…

ନାବାଳିକା ଛାତ୍ରୀଙ୍କୁ ଧରି ଫେରାର ହୋଇଥିଲେ ଟିଉସନ ସାର: ବାନ୍ଧିଲା ପୋଲିସ

ରାଉରକେଲା ଅଫିସ,୧୬।୩: ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର ହୋଇଥିବା ଟିଉସନ ସାର ଧରାପଡ଼ିଛନ୍ତି। ଟିଉସନ ସାର୍‌ ଯୋଗେଶ ଶର୍ମୀଙ୍କୁ ସୁନ୍ଦରଗଡ଼ କୁତ୍ରା ଥାନା ପୋଲିସ ଗିରଫ କରିଛି…

କମରେଇ ଜଙ୍ଗଲ ଜଳୁଛି

ବଇଣ୍ଡା,୧୬।୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜ ଅଧୀନରେ ଥିବା କମରେଇ ଜଙ୍ଗଲ ୨ ଦିନ ହେବ ଜଳୁଛି। ବନ ବିଭାଗ ପକ୍ଷରୁ ନିଆଁ ଲିଭାଯାଉ…

ନେତାଙ୍କ ସହ ଘର ଘର ବୁଲୁଛନ୍ତି ପ୍ରାର୍ଥୀ

ଢେଙ୍କାନାଳ ଅଫିସ,୧୬।୩ - ଆସନ୍ତା ୨୪ ତାରିଖରେ ହେବ ଭୋଟଗ୍ରହଣ। ତେଣୁ ହାତରେ ଆଉ ଅଧିକ ଦିନ ନ ଥିବାରୁ ଢେଙ୍କାନାଳ ପୌରାଞ୍ଚଳରେ ନିର୍ବାଚନ ପ୍ରଚାର କାର୍ଯ୍ୟ…

ଶୃଙ୍ଖଳିତ ନିର୍ବାଚନ ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ,୧୬।୩ - ଢେଙ୍କାନାଳ ଜିଲା କାର୍ଯ୍ୟାଳୟଠାରେ ମଙ୍ଗଳବାର ଜିଲାପାଳ ସରୋଜ କୁମାର ସେଠୀ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି। ଚଳିତ ପୌର…

ଜେଲେନସ୍କି ଏକୁଟିଆ ନୁହନ୍ତି, ଆମେ ସାଙ୍ଗରେ ଅଛୁ, କହିଲେ ୩ ଦେଶର ପ୍ରଧାନମନ୍ତ୍ରୀ…

କ୍ୱିଭ୍‌, ୧୬।୩ : ଚେକ ରିପବ୍ଲିକ, ପୋଲାଣ୍ଡ ଏବଂ ସ୍ଲୋଭେନିଆର ପ୍ରଧାନମନ୍ତ୍ରୀଙ୍କ ସହ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସାକ୍ଷାତ ସମାପ୍ତ ହୋଇଛି। ସମସ୍ତ ଦେଶ ଜେଲେନସ୍କିଙ୍କୁ…