ଜୋମାଟୋର ଘୋଷଣା: ୧୦ ମିନିଟ୍‌ରେ ପହଞ୍ଚିବ ଖାଦ୍ୟ

ନୂଆଦିଲ୍ଲୀ,୨୨।୩: ଅନଲାଇନ୍‌ ଖାଦ୍ୟ ବିତରଣ କମ୍ପାନୀ ‘ଜୋମାଟୋ’ ଗ୍ରାହକଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ବର୍ତ୍ତମାନ ଏହା ମାତ୍ର ୧୦ ମିନିଟରେ ଲୋକଙ୍କୁ ଖାଦ୍ୟ ଯୋଗାଇବ…

୪ ସପ୍ତାହ ଭିତରେ ଶର୍ମିଷ୍ଠାଙ୍କୁ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

କଟକ ଅଫିସ, ୨୨।୩: ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କୁ ୪ ସପ୍ତାହ ଭିତରେ କୋର୍ଟରେ ହାଜର…

ବିଜେଡିର ୨ ପୂର୍ବତନ କାଉନସିଲର ନିଲମ୍ବିତ

ଫୁଲବାଣୀ ଅଫିସ,୨୨।୩: କନ୍ଧମାଳ ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣ ମଙ୍ଗଳବାର ଫୁଲବାଣୀ ସହରର ୩ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ତଥା ବିଜେଡି ନେତା ଭାଗବତ…

ଅସୁସ୍ଥ ଲାଲୁ: ଦିଲ୍ଲୀ ଏମ୍ସକୁ କରାଯିବ ସ୍ଥାନାନ୍ତର

ପାଟନା,୨୨।୩: ଚାରା ଦୁର୍ନୀତି ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥାରେ ପୁଣି ଅବନ୍ନତି ଘଟିଛି। ମଙ୍ଗଳବାର ହଠାତ୍‌ ଲାଲୁଙ୍କ…

ଡିଭାଇଡର୍‌ରେ ପିଟି ହୋଇ ଓଲଟିଲା କାର୍‌,ଅଭିନେତ୍ରୀଙ୍କ ମୃତ୍ୟୁ

ଚେନ୍ନାଇ: ସଡ଼କ ଦୁର୍ଘଟଣାରେ ଚାଲିଗଲା ତେଲୁଗୁ ଅଭିନେତ୍ରୀ ଗାୟତ୍ରୀଙ୍କ ଜୀବନ। ଓ୍ବେବ୍‌ ସିରିଜ୍‌ ‘ମ୍ୟାଡମ୍‌ ସାର୍‌ ମ୍ୟାଡ୍‌ମ୍‌ ଆନ୍ତେ’ ଜରିଆରେ ବେଶ୍‌ ଲୋକପ୍ରିୟ ହୋଇଥିଲେ ଏହି ଅଭିନେତ୍ରୀ।…

ୟୁକ୍ରେନ ଶରଣାର୍ଥୀଙ୍କ ପାଇଁ ମେଡାଲ ବିକ୍ରି କରିବେ ରୁଷିଆ ନୋବେଲ ଶାନ୍ତି ପୁରଷ୍କାର ବିଜେତା

ମସ୍କୋ,୨୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ୨୭ଦିନ ହେଲାଣି ଯୁଦ୍ଧ ଜାରି ରହିଛି। ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଏହି ପଦକ୍ଷେପକୁ ନେଇ ଅନେକ ପାଶ୍ଚାତ୍ୟ ଦେଶ…

ପିଲାଦିନୁ ଗାୟିକା ହେବାକୁ ଚାହୁଁଥିଲେ ଧ୍ୱନି ଭାନୁଶାଳି

ମୁମ୍ବାଇ: ଖୁବ୍ କମ୍ ବୟସରେ ବଲିଉଡ ଦୁନିଆରେ ନିଜର ସୁମଧୁର ସ୍ୱରକୁ ନେଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଧ୍ୱନି ଭାନୁଶାଳି(Dhvani Bhanushali) । ୨୨…

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ଉପରେ ଜରିମାନା ଲଗାଇଲେ ନିର୍ବାଚନ ଆୟୋଗ

ଇସ୍‌ଲାମାବାଦ,୨୨।୩: ପାକିସ୍ତାନରେ ଇମ୍ରାନ ଖାନ ସରକାରଙ୍କ ସମସ୍ୟା ଥମିବାର ନାଁ ନେଉନି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ନିର୍ବାଚନ ଆୟୋଗ ଜରିମାନା ଲଗାଇଛନ୍ତି। ସ୍ବାତର ଦର୍ଗାଇରେ…

ପୋଲିସ କବଜାରେ ଶର୍ମିଷ୍ଠାଙ୍କ ଭାଇ

ଚାନ୍ଦବାଲି,୨୨।୩(ଡି.ଏନ୍‌.ଏ.): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ କୁହାଯାଉଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର ଗିରଫ ହୋଇଛନ୍ତି। ଚାନ୍ଦବାଲି ପୋଲିସ ପରମେଶ୍ବରଙ୍କୁ ଗିରଫ କରିଛି ।…

ଅନ୍‌ସୋଲ୍ଡ ସତ୍ତ୍ୱେ ଫେରିଲେ ‘ମିଷ୍ଟର ଆଇପିଏଲ୍‌’

ନୂଆଦିଲ୍ଲୀ,୨୨।୩: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଷ୍ଟାର ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ତଥା ‘ମିଷ୍ଟର ଆଇପିଏଲ୍‌’ ଭାବେ ଜଣାଶୁଣା ସୁରେଶ ରାଇନାଙ୍କୁ ୨୦୨୨ ସିଜନ୍‌ ଲାଗି କେହି କିଣି…