୪.୪୨ କୋଟି ଟଙ୍କାର ନୂଆ ବସ୍‌ଷ୍ଟାଣ୍ଡ ଅଲୋଡ଼ା

ନୟାଗଡ଼ ଅଫିସ,୭।୪: ପୁଣି ଅଲୋଡ଼ା ହୋଇଛି ନୂଆ ବସ୍‌ଷ୍ଟାଣ୍ଡ। ନୟାଗଡ଼ ନୂଆ ବସ୍‌ଷ୍ଟାଣ୍ଡକୁ ବସ୍‌ ଯିବା ବନ୍ଦ ହେବା ପରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।…

ମାନସିକ ଯନ୍ତ୍ରଣା ଦେଉଛି ବିଦ୍ୟୁତ୍‌ ବିଲ୍‌

ପିପିଲି,୭।୪(ସ୍ବ.ପ୍ର.): ବିଦ୍ୟୁତ୍‌ ବିଲ୍‌କୁ ନେଇ ମାନସିକ ଯନ୍ତ୍ରଣା ଭୋଗୁଛନ୍ତି ପରିବାର। ୫ଟି ଏଲଡି ବଲବ୍‌, ୨ଟି ଫ୍ୟାନ ଏବଂ ୧ଟି ଫ୍ରିଜ ପାଇଁ ମାସକୁ ୫ହଜାରରୁ ୧୦ହଜାର…

ଆଣବିକ ଯୁଦ୍ଧ ଆଶଙ୍କା, ଲୋକଙ୍କୁ ଆୟୋଡ଼ିନ ବଟିକା ବାଣ୍ଟିବ ରୋମାନିଆ…

ବୁଖାରେଷ୍ଟ, ୭।୪ : ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଜାରି ରଖିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ଆକ୍ରମଣର ଧମକ ଦେଇଛନ୍ତି। ପୁଟିନଙ୍କ ଧମକ ପରେ…

ମରାଠି ଭାଷାରେ ଲେଖାଯିବ ଦୋକାନର ସାଇନ ବୋର୍ଡ!

ମୁମ୍ବାଇ,୭ ।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମଏନଏସ)ର ମସଜିଦରୁ ଲାଉଡ ସ୍ପିକର ହଟାଇବା ଖଟଣା ମଧ୍ୟରେ ବୃହନମୁମ୍ବାଇ ନଗରପାଳିକା(ବିଏମସି) ଆଉ ଏକ ନିଷ୍ପତ୍ତି ନେଇଛି, ଯାହା ରାଜନୈତିକ ଝଡ…

ଆମେରିକା-ବ୍ରିଟେନ-ଅଷ୍ଟ୍ରେଲିଆ ନିର୍ମାଣ କରିବେ ହାଇପରସୋନିକ କ୍ଷେପଣାସ୍ତ୍ର, ଚାଇନାକୁ ମିଳିବ କଡ଼ା ଜବାବ…

ଓ୍ବାଶିଂଟନ, ୭।୪ : ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ କହିଛନ୍ତି ଯେ ନିକଟରେ ଗଠିତ ସୁରକ୍ଷା ସହଯୋଗୀ ’ଓକସ’ ଅଧୀନରେ ଏକ ହାଇପରସୋନିକ କ୍ଷେପଣାସ୍ତ୍ର ନିର୍ମାଣ ପାଇଁ…

ଜେଲେନସ୍କିଙ୍କ ଅଭିଯୋଗ, ହଜାର ହଜାର ଲୋକଙ୍କ ହତ୍ୟା ତଥ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଛି ରୁଷିଆ

କ୍ୱିଭ୍‌,୭ ।୪: ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ରୁଷିଆ ଉପରେ ପୁଣି ଏକ ଗମ୍ଭିର ଅଭିଯୋଗ ଆଣିଛନ୍ତି । ଜେଲେନସ୍କି କହିଛନ୍ତି ରୁଷିଆ ନିଜ କବଜାରେ ରଖିଥିବା…

ଶିକ୍ଷକଙ୍କୁ ମାଡ ମାରିବା ଅଭିଯୋଗରେ ୨ ଛାତ୍ରୀଙ୍କ ନାଁରେ ମାମଲା ରୁଜୁ

ଜମ୍ମୁ,୭ ।୪: ଜମ୍ମୁ-କଶ୍ମୀର ଖଦୁରିୟାନ ପଞ୍ଚାୟତ ଦ୍ରାମନ ମିଡିଲ ସ୍କୁଲରେ ଶିକ୍ଷକଙ୍କୁ ପିଟିବଳର ଅଭିଯୋଗରେ ୨ ଛାତ୍ରୀଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଶିକ୍ଷକ ଜଣକ…

ପ୍ରଶାସନ ଭାଙ୍ଗୁଛି, ଚାଷୀ ଘେରିବନ୍ଧ ବାନ୍ଧୁଛନ୍ତି

କେନ୍ଦ୍ରାପଡା ଅଫିସ, ୭ା୪: ବେଆଇନ ଭାବେ ଗଢି ଉଠିଥିବା ଚିଙ୍ଗୁଡି ଘେରି ପ୍ରତି ହାଇକୋର୍ଟ କଠୋର ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ସାଟେଲାଇଟ୍‌ ଚିତ୍ର ଆସନ୍ତା…

ପ୍ରକଳ୍ପ ଥାଇ ବି ପାଣି ପାଇଁ ହାହାକାର

ଯାଜପୁର ଅଫିସ,୭।୪: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଆଗକୁ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା…

ଚିପ୍‌ ଫେରାଇବାକୁ ୧୦ ହଜାର ମାଗିଥିଲେ ମାନସ, କରିଥିଲେ ବ୍ଲାକ୍‌ମେଲ

ଭୁବନେଶ୍ୱର,(ବ୍ୟୁରୋ)/କଟକ ଅଫିସ, ୭ା୪: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ତଥା ସମ୍ପୂର୍ଣ୍ଣ ନ୍ୟୁଜ୍‌ ଓ୍ବେବ୍‌ ପୋର୍ଟାଲର…