ଓ୍ବାର୍ଣ୍ଣରଙ୍କୁ ଛାଡୁନି ‘ପୁଷ୍ପା’ ଫିଭର୍‌

ମୁମ୍ବାଇ,୨୧।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ବଡ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ଡେଭିଡ ୱାର୍ଣ୍ଣର ଅର୍ଦ୍ଧଶତକୀୟ ଇନିଂସ ଖେଳି ଦିଲ୍ଲୀ କ୍ୟାପିଟାଲ୍ସକୁ ୯…

ନିର୍ଦ୍ୱନ୍ଦ୍ୱରେ ଜିତିଲେ ଓସିମ ଏଜଦାନୀ କାଦ୍ରୀ

ଧାମନଗର, ୨୧।୪(ସ୍ବ.ପ୍ର./ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ଏନ୍‌ଏସି (ବିଜ୍ଞାପିତ ଅଞ୍ଚଳ ପରିଷଦ)ର ଉପାଧ୍ୟକ୍ଷ ନିର୍ବାଚନ ବୁଧବାର ଅନୁଷ୍ଠିତ ହୋଇଯାଇଛି। ୬ନଂ. ୱାର୍ଡର କାଉନ୍‌ସିଲର ଓସିମ ଏଜଦାନୀ କାଦ୍ରୀ(ନୁରାନି)…

ଡିପିଆର୍‌ ଅନୁମୋଦନ ବିନା ଚାଲିଛି କାମ

ପୁରୀ ଅଫିସ,୨୧।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ହୋଇଥିବାବେଳେ ମେଘନାଦ ପାଚେରିଠାରୁ ୫୫ ମିଟର ଦୂରରେ ଏକ ପ୍ରାଚୀର ନିର୍ମାଣ କରାଯିବ।…

ଖୋର୍ଦ୍ଧାରେ ଚାଲିଛି ଶତାଧିକ ବେଆଇନ ଖଣି, କ୍ରଶର

ଖୋର୍ଦ୍ଧା ଅଫିସ,୨୧ା୪: ଖୋର୍ଦ୍ଧା ଜିଲାରେ ବେଆଇନ ଭାବେ ପଥର ଖନନ ଓ ମାଙ୍କଡ଼ା ପଥର ଚୋରା ଚାଲାଣ ବଢିବାରେ ଲାଗିଛି। ଏନ୍‌ଜିଟି ଛାଟ ପରେ ଜିଲା ପ୍ରଶାସନ…

ସିଏମ୍‌ ରିଲିଫ୍‌ ପାଣ୍ଠିକୁ ଦାନ କଲେ ଚା’ ଦୋକାନୀ

ଭୁବନେଶ୍ୱର,୨୧ା୪(ବ୍ୟୁରୋ): ଭୁବନେଶ୍ୱର ଆର୍‌ଟିଓ ଅଫିସ ନିକଟ ଏକ ଓମ୍‌ଫେଡ୍‌ ବୁଥ୍‌ରେ ଚା’ ବିକ୍ରି କରୁଥିବା ଦୋକାନୀ ଶିବଶଙ୍କର ଜେନା ନିଜ ରୋଜଗାରରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୧୮,୩୫୦…

ଚିଟଫଣ୍ଡ୍‌ ଅଭିଯୁକ୍ତଙ୍କ ସୂଚନା ଦେଲେ ମିଳିବ ପୁରସ୍କାର

ଭୁବନେଶ୍ୱର,୨୧।୪(ବ୍ୟୁରୋ): ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଫେରାର ଥିବା ଏମ୍‌/ଏସ୍‌ ୱାୟାର୍ଡ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ ଓ ଏମ୍‌/ଏସ୍‌ ଓ୍ବାୟାର୍ଡ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍ସ କର୍ପୋରେଶନ ଲିମିଟେଡ୍‌ର ୩ଜଣ ନିର୍ଦ୍ଦେଶକଙ୍କୁ ଓ୍ବାଣ୍ଟେଡ୍‌ ଘୋଷଣା…

ଅଣାୟତ୍ତ ମୁହାଁ ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨୧।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ…

ବିଶ୍ୱ ଐତିହ୍ୟସ୍ଥଳ ପାଲଟିବ ଧବଳେଶ୍ୱର ପୀଠ

ଖୁଣ୍ଟୁଣୀ,୨୧ା୪(ଡି.ଏନ୍‌.ଏ.): ଏକାଦଶ ଶତାବ୍ଦୀରେ ନିର୍ମିତ କଟକ ଜିଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ଶୈବପୀଠ ବିଶ୍ୱ ଐତିହ୍ୟ ମାନଚିତ୍ରରେ ସ୍ଥାନ ପାଇବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଏଥିପାଇଁ…

ଖନନବେଳେ ମାଟି ତଳୁ ମିଳିଲା ମୂର୍ତ୍ତି

ଭୁବନେଶ୍ୱର,୨୧।୪(ବ୍ୟୁରୋ): ପୁରୁଣା ଭୁବନେଶ୍ୱର ଅଞ୍ଚଳର ସୁକସାରି ମନ୍ଦିର ପାର୍ଶ୍ୱରେ ବୁଧବାର ସକାଳେ ଖନନ କାର୍ଯ୍ୟ ଚାଲିଥିବାବେଳେ ମାଟିତଳୁ ଏକ ପ୍ରାଚୀନ ଦେବୀଙ୍କ ମୂର୍ତ୍ତି ମିଳିଛି। ଭୁବନେଶ୍ୱରକୁ ସୌନ୍ଦର୍ଯ୍ୟକରଣ…

ପ୍ରାରମ୍ଭିକ ଅବସ୍ଥାରେ କଲୋନ କ୍ୟାନ୍ସର ଚିହ୍ନଟ କଲେ ଡା. ଆଶୁତୋଷ

ଭୁବନେଶ୍ୱର,୨୧।୪ (ବ୍ୟୁରୋ): ଶହୀଦନଗରସ୍ଥିତ ସାଇ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ଓ ଲିଭର୍‌ ସାଇନ୍ସର ପ୍ରତିଷ୍ଠାତା ଡା. ଆଶୁତୋଷ ମହାପାତ୍ରଙ୍କ ପ୍ରଚେଷ୍ଟା ଦ୍ୱାରା କଲୋନ କ୍ୟାନ୍ସର ବା ବଦନ୍ତ…