ଝିଅକୁ ବାହାରକୁ ଛାଡ଼ିବା ପାଇଁ ଡରୁଛନ୍ତି ପୁଟିନ୍‌

କ୍ୱିଭ୍‌,୨୨ା୪: ରୁଷିଆ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ଦୁଇ ମାସ ଧରି ଚାଲିଛି। ଇତିମଧ୍ୟରେ ୟୁକ୍ରେନ ଧ୍ୱଂସାଭିମୁଖୀ। ରୁଷିଆ ଆକ୍ରମଣ କରି ମଧ୍ୟ ଏହାର ଫଳ ଭୋଗୁଛି।…

ଚାର୍ଜ ବେଳେ ଇଲେକ୍ଟ୍ରିକ୍‌ ସ୍କୁଟର ବ୍ୟାଟେରି ବିସ୍ଫୋରଣ, ଚାଲିଗଲା ବୃଦ୍ଧଙ୍କ ଜୀବନ

ହାଇଦ୍ରାବାଦ,୨୨।୪: ତେଲଙ୍ଗାନା ନିଜାମାବାଦ ଜିଲାରେ ଏକ ଅଘଟଣ ଘଟିଛି। ଚାର୍ଜରେ ବସିଥିବା ଏକ ଇଲେକ୍ଟ୍ରିକ ସ୍କୁଟର ବ୍ୟାଟେରି ବିସ୍ଫୋରଣ ହେବାରୁ ଜଣେ ୮୦ ବର୍ଷ ବୟସ୍କ ବୃଦ୍ଧଙ୍କ…

ମାନସ ସ୍ବାଇଁ ହତ୍ୟା ମାମଲା: ଚାନ୍ଦବାଲି କୋର୍ଟରେ ହାଜର ହେଲେ ୮ ଅଭିଯୁକ୍ତ

ଭଦ୍ରକ ଅଫିସ,୨୨।୪: ମାନସ ସ୍ବାଇଁ ହତ୍ୟା ମାମଲାରେ ଶୁକ୍ରବାର ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ନିରଞ୍ଜନ ସେଠୀଙ୍କ ସମେତ ୮ଜଣଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରାଯାଇଛି। ଭଦ୍ରକ ଉପକାରାଗାରରୁ…

‘ମୋତେ ଲୋକେ କହୁଛନ୍ତି ବୁଢ଼ୀ’

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଲୋକେ ମଲାଇକାଙ୍କୁ ନେଇ ନାନା କଥା କହୁଛନ୍ତି। ଅଭିନେତ୍ରୀ କହିଛନ୍ତି,…

କେନ୍ଦୁଝର ଗସ୍ତରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ

ବଡ଼ବିଲ,୨୪।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଗସ୍ତରେ ଶୁକ୍ରବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭି.କେ. ପାଣ୍ଡିଆନ ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ପ୍ରମୁଖ…

୩୦୦ ବର୍ଷ ପୁରୁଣା ମନ୍ଦିର ଉପରେ ଚଢିଲା ବୁଲ୍‌ଡୋଜର

ଜୟପୁର,୨୨।୪: ରାଜସ୍ଥାନର ଅଲୱାରରେ ୩୦୦ ବର୍ଷ ପୁରୁଣା ଶିବ ମନ୍ଦିର ବୁଲ୍‌ଡୋଜର ଦ୍ୱାରା ଭାଙ୍ଗି ଦିଆଯାଇଛି। ଶିବ ମନ୍ଦିରରେ ଜୋତା ପିନ୍ଧିବା ଏବଂ ମୂର୍ତ୍ତିଗୁଡ଼ିକ ଉପରେ କଟର…

ଗାଇଡଲାଇନ୍‌ ଆସିବା ପରେ ଶିଶୁଙ୍କ ଟିକାକରଣ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଶିଶୁଙ୍କ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ଶୁକ୍ରବାର ନିଜ ପ୍ରତିକ୍ରିୟା ରଖିଛନ୍ତି । ୫ରୁ ୧୨ ବର୍ଷ ଶିଶୁଙ୍କ ଟିକାକରଣ ଲାଗି ଡିସିଜିଏଲ୍‌ର ସୁପାରିସ…

ଛାତରୁ ଡେଇଁ ଧରାପଡ଼ିଲେ ନାବାଳକ

ସମ୍ବଲପୁର,୨୨ା୪(ବ୍ୟୁରୋ): ସମ୍ବଲପୁର ଜିଲା ଜୁଜୁମୁରା ଥାନା ପୋଲିସ ପୂର୍ବରୁ ଅନେକ ବିବାଦରେ ରହିଆସିଛି। ଗୁରୁବାର ପୁଣି ଏକ ବିବାଦୀୟ ଘଟଣା ଘଟିଛି। ଯୁଯୁମୁରା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ…

ସବ୍‌ଜେଲ୍‌ ପରିଦର୍ଶନ କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୨ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଜେଲକୁ ଶୁକ୍ରବାର ଅଚାନକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନ କରିଛନ୍ତି। ସେଠାରେ ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟର ଅନୁଧ୍ୟାନ କରିଥିଲେ।

ଟ୍ରେନ୍‌ ଯୋଗେ ଚାଲାଣ ହେଉଛି କାଠ

କେସିଙ୍ଗା,୨୨ା୪(ଡି.ଏନ୍‌.ଏ.): ସମ୍ବଲପୁର ରେଳ ଡିଭିଜନ ଅନ୍ତର୍ଗତ ଲାଞ୍ଜିଗଡ଼ ରେଳ ଷ୍ଟେଶନରୁ ଦୈନନ୍ଦିନ ଜାଳେଣି କାଠ ବିଭିନ୍ନ ଟ୍ରେନ୍‌ ଯୋଗେ ଶୁକ୍ରବାର ଚାଲାଣ ହେଉଥିବା ଦେଖିବାକୁ ମିଳିଛି। ପ୍ରବଳ…