୧୦ ସନ୍ଧ୍ୟାରୁ ଏସବୁ ଜିଲାରେ ପ୍ରବଳ ବର୍ଷିବ!

ଭୁବନେଶ୍ୱର,୮।୫(ବ୍ୟୁରୋ): ଗଭୀର ଅବପାତ ପରେ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ସୃଷ୍ଟି ହୋଇଛି। ଏ ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର…

ୟୁକ୍ରେନ୍‌ ଯୁଦ୍ଧକୁ ବିବାଦ ଭାବେ ଉଲ୍ଲେଖ କଲା ଜାତିସଂଘ ସୁରକ୍ଷା ପରିଷଦ…

ନ୍ୟୁୟର୍କ, ୮।୫ : ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସ୍‌ସି) ପ୍ରଥମ ଥର ପାଇଁଦ୍‌ ସର୍ବସମ୍ମତି କ୍ରମେ ଏହାର ବିବୃତ୍ତି ଜାରି କରିଛି। ୧୦…

ପୁଣି ଡରାଇଲା କରୋନା : ଆଜି ୭୧ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୫(ବ୍ୟୁରୋ): ରାଜ୍ୟରେ ରବିବାର ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୬ ଜଣ ପିଲା ଅଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ କ୍ୱାରାଣ୍ଟାଇନ୍‌ରୁ…

ତାଇଓ୍ବାନ ଆକାଶ ମାର୍ଗରେ ଅନୁପ୍ରବେଶ କଲେ ୧୮ ଚାଇନା ବିମାନ…

ତାଇପେଇ ସିଟି, ୮।୫ : ତାଇୱାନର ଆକାଶ ମାର୍ଗରେ ଚାଇନାର ୧୮ଟି ସାମରିକ ବିମାନ ଅନୁପ୍ରବେଶ କରିଛି। ଏନେଇ ତାଇଓ୍ବାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସାମରିକ…

କାର୍ଟୁନ୍‌ ପ୍ରିଣ୍ଟ ଫ୍ୟାଶନ

ଯୁବପିଢ଼ି ସବୁବେଳେ କ୍ଲାସି ଲୁକ୍‌ ପାଇଁ ନୂଆ ନୂଆ ଭେରାଇଟିର ଡ୍ରେସ୍‌, ଶୁଜ୍‌, ଶାଢ଼ି ଇତ୍ୟାଦି ଟ୍ରାଏ କରିଥାଆନ୍ତି। ତେବେ ମାର୍କେଟ୍‌ରେ ଏବେ କାର୍ଟୁନ୍‌ ପ୍ରିଣ୍ଟ ଆଉଟ୍‌ଫିଟ୍‌…

ମଦର୍ସ ଡେ’

ଆଜି ମଦର୍ସ ଡେ’। ମା’ଙ୍କ ପ୍ରତି ଥିବା ଗଭୀର ସ୍ନେହ ଶ୍ରଦ୍ଧା ଦର୍ଶାଇବା ପାଇଁ ଏହି ଦିବସଟିର ପରିକଳ୍ପନା। ହେଲେ ଆପଣ ଜାଣନ୍ତି, ପୃଥିବୀର ସମସ୍ତ ଦେଶରେ…

ଭୁବନେଶ୍ୱରରେ ଲାଗିବ ଆଉ ୧ହଜାର ଲାଇଟ୍‌

ଭୁବନେଶ୍ୱର,୮।୫(ବ୍ୟୁରୋ): ଭୁବନେଶ୍ୱରରେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାକୁ ବିଏମ୍‌ସି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରୁଛି। ସହରକୁ ଆଲୋକୀକରଣ କରିବା ପାଇଁ ମୋଟ ୭୬ହଜାର ୨୬୭ଟି ଷ୍ଟ୍ରିଟ୍‌ଲାଇଟ୍‌…

ୱାର୍ଲଡ ସ୍କିଲ୍‌ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଓଡ଼ିଆ ଛାତ୍ର

କଟକ ଅଫିସ,୭ା୫: ଚାଇନାର ସାଙ୍ଘାଇରେ ହେବାକୁ ଥିବା ୱାଲର୍‌ଡ ସ୍କିଲ୍‌-୨୦୨୨ ପ୍ରତିଯୋଗିତାରେ ଭାରତ ପକ୍ଷରୁ ଓଡ଼ିଆ ଯୁବକ ସନ୍ତୋଷ ଓଝା ପ୍ରତିନିଧିତ୍ୱ କରିବେ। ସେ କଟକ ଖପୁରିଆସ୍ଥିତ…

ସକ୍ରିୟ ମାମଲା ୨୦ ହଜାର ଟପିଲା…

ନୂଆଦିଲ୍ଲୀ, ୮।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ…

ପୁଣି ୫ ଦିନିଆ ରିମାଣ୍ଡରେ ପାୟଲ, ବିକାଶ

ଭୁବନେଶ୍ୱର,୮।୫(ବ୍ୟୁରୋ): ସିଭି ରମଣ ବିଶ୍ୱବିଦ୍ୟାଳୟର ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଗିରଫ ହୋଇଥିବା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଓ ପ୍ରେମିକ ବିକାଶ କୁମାରଙ୍କ ପ୍ରଥମ ପର୍ଯ୍ୟାୟର…