ହଠାତ୍‌ ଟ୍ରମ୍ପ୍‌ଙ୍କୁ ଫୋନ୍‌ କଲେ ମୋଦି: ଆଉ କହିଦେଲେ ମନର କଥା…

ନୂଆଦିଲ୍ଲୀ,୧୦ା୧୦(ପି.ଟି.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫୋନ୍‌ କରି କଥା ହୋଇଛନ୍ତି। ଗାଜା ଶାନ୍ତି ଯୋଜନାର ସଫଳତାକୁ ନେଇ ମୋଦି ଟ୍ରମ୍ପ୍‌ଙ୍କୁ ଅଭିନନ୍ଦନ…

ଭାରତଠାରୁ ମ୍ୟାଚ୍‌ ଛଡ଼ାଇ ନେଲା ଦକ୍ଷିଣ ଆଫ୍ରିକା

ବିଶାଖାପାଟଣା,୯।୧୦- ଆଇସିସି ମହିଳା ବିଶ୍ୱକପ୍‌ରେ ଗୁରୁବାର ଖେଳାଯାଇଥିବା ରୋମାଞ୍ଚକ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୩ ଉଇକେଟରେ ଭାରତକୁ ପରାସ୍ତ କରିଛି। ରିଚା ଘୋଷଙ୍କ ବିସ୍ଫୋରକ ୯୪ ରନର…

Video: ଗାଡି ଆଗରେ ଚାଲିଗଲେ ଯମ, ଅଳ୍ପକେ ବର୍ତ୍ତିଗଲା ଜୀବନ

ନୂଆଦିଲ୍ଲୀ,୯ା୧୦: ହିମାଚଳ ପ୍ରଦେଶର କିନ୍ନୌର ଜିଲାର ନାଥପା ପଏଣ୍ଟରେ ଗତ ସପ୍ତାହରେ ଏକ ଚଳନ୍ତା କାର ଉପରେ ବିଶାଳ ପଥର ଖସି ପଡ଼ିଥିଲା, ଯାହାର ଭୟଙ୍କର ଦୃଶ୍ୟ…

ଟ୍ରମ୍ପ ଜିତିଲେ ନୋବେଲ ଶାନ୍ତି ପୁରସ୍କାର, ନେତାନ୍ୟାହୁ AI-ଜେନେରେଟେଡ୍ ଫଟୋ ପୋଷ୍ଟ କରି କରି ଉତ୍ସବ ମନାଇଲେ

ନୂଆଦିଲ୍ଲୀ,୯ା୧୦: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ ଗୁରୁବାର ନୋବେଲ ଶାନ୍ତି ପୁରସ୍କାର ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପଙ୍କୁ ପ୍ରଚଣ୍ଡ ସମର୍ଥନ ଦେଇଛନ୍ତି। ଏହା ଇସ୍ରାଏଲ-ହମାସ ଶାନ୍ତି…

ଭୁବନେଶ୍ୱରରେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍, ରେକର୍ଡ ୩୭ ଦିନରେ ଶୁଣାଣି ଶେଷ

ଭୁବନେଶ୍ୱର,୯ା୧୦: ରାଜଧାନୀ ଭୁବନେଶ୍ୱରରେ ଏକ ପୋକ୍ସୋ ଅଦାଲତ ଗୁରୁବାର ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ମୁନା ବେହେରାଙ୍କୁ ୨୦ ବର୍ଷ କାରାଦଣ୍ଡ ଏବଂ ୫୦,୦୦୦ ଟଙ୍କା ଜରିମାନା…

“ଗତିଶୀଳ” ଭାରତ-ବ୍ରିଟେନ ବନ୍ଧୁତା, ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋଟିଏ କାରରେ ଯାତ୍ରା କଲେ କେୟାର ଷ୍ଟାର୍ମର

ମୁମ୍ବାଇ,୯ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ବ୍ରିଟେନ ମଧ୍ୟରେ ସମ୍ପର୍କକୁ "ଗତିଶୀଳ ଓ ଉତ୍ସାହପୂର୍ଣ୍ଣ" ବୋଲି ବର୍ଣ୍ଣନା କରିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କେୟାର ଷ୍ଟାର୍ମରଙ୍କ ଦୁଇ…

ବଜ୍ରପାତ ନେଲା ଜୀବନ

ଲାଞ୍ଜିଗଡ଼,୯।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ଅଧୀନ ପଦ୍ମଥୋପା ଗାଁରେ ଗୁରୁବାର ବଜ୍ରପାତ ଘଟି ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ…

ଓଡ଼ିଶା: ଆଜିର ଫଟୋ ( ୯ ଅକ୍ଟୋବର , ୨୦୨୫ )

ବିଜେପିର ଭୋଟ ଚୋରି ଓ ଚାକିରି ବିକ୍ରି ବିରୋଧରେ ଯୁବ କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଓ, ପୋଲିସଙ୍କ ଦ୍ୱାରା ଗିରଫ Odisha’s No.1 Odia Daily

ମହିଳା ବିଶ୍ୱକପରେ ରିଚା ଘୋଷଙ୍କ ଐତିହାସିକ ରେକର୍ଡ, ୮ ନମ୍ବରରେ ବ୍ୟାଟିଂ କରି…

ବିଶାଖାପାଟଣା,୯ା୧୦: ମହିଳା ବିଶ୍ୱକପ ୨୦୨୫ରେ ଗୁରୁବାର ବିଶାଖାପାଟଣାରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୧୦୨/୬ରୁ ୪୯.୫ ଓଭରରେ ୨୫୧ ରନ୍ କରିଥିଲା, ଯାହାର ମୁଖ୍ୟ କାରଣ…

ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି ମେଲୋନି, ନ ମାନିଲେ ଲାଗିପାରେ ୩ ଲକ୍ଷର ଜରିମାନା

ରୋମ,୯।୧୦: ଇଟାଲୀ ସରକାର ସାରା ଦେଶରେ ବୁର୍ଖା ଏବଂ ନିକାବ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି। ପ୍ରଧାନମନ୍ତ୍ରୀ ଜିଓର୍ଜିଓ ମେଲୋନିଙ୍କ ନେତୃତ୍ୱରେ ଇଟାଲୀର ଶାସକ ଦଳ…