ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ…

ଶ୍ରୀନଗର,୧୧।୭ : ଜମ୍ମୁ-କଶ୍ମୀରର ଅଓ୍ବନ୍ତିପୋରାରେ ମିଳିତ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ୨ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଚାଲିଛି। ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀ ଦୁଇ ଆତଙ୍କବାଦୀଙ୍କୁ ହତ୍ୟା କରିବାରେ…

‘ଚିହ୍ନଟ ହେଉଥିବା ଆକ୍ରାନ୍ତ ପୂର୍ବପରି ଗୁରୁତର ହେଉ ନାହାନ୍ତି’

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି, ଦେଶରେ ଏବେ ସଂକ୍ରମଣ ବଢ଼ିଥିବା ବେଳେ ଆମ ରାଜ୍ୟରେ…

ଗୁଜରାଟରେ ପ୍ରବଳ ବର୍ଷା, ବନ୍ୟାଜଳରେ ବୁଡ଼ିଲା କାର୍‌, ସୋସିଆଲ ମିଡ଼ିଆରେ ଭାଇରାଲ…

ଅହମଦାବାଦ,୧୧।୭ : ମୋସୁମୀ ପ୍ରବାହ ଯୋଗୁ ଗୂଜରାଟରେ ପ୍ରବଳ ବର୍ଷା ହୋଇଛି। ଅବିଶ୍ରାନ୍ତ ବର୍ଷା ଯୋଗୁ ଗୁଜରାଟର ବହୁ ଅଞ୍ଚଳରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଗୁଜରାଟରେ…

ପୁରୀରୁ ଆସୁଥିବା ବସ୍‌ ଓଲଟିଲା

ପୁରୀ ଅଫିସ,୧୧ା୭: ପୁରୀରୁ ଭୁବନେଶ୍ୱର ଆସୁଥିବା ‘ଶାରଳା’ ନାମକ ଏକ ବସ୍‌ ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରସାମ୍ୟ ହରାଇ ବସ୍‌ଟି ସାତଶଙ୍ଖ ନିକଟ ଡିଭାଇଡରରେ ପିଟି ହୋଇ…

ମଣିଷଠୁ ବି ଚତୁର ଛେଳି, ଭିଡିଓ ଦେଖିଲେ ହିଁ ବିଶ୍ୱାସ କରିବେ

ଅନେକ ଲୋକ ଭାବନ୍ତି ଯେ, କେବଳ ମଣିଷ ହେଉଛି ଦୁନିଆର ସବୁଠାରୁ ବୁଦ୍ଧିମାନ ବ୍ୟକ୍ତି। ପଶୁମାନଙ୍କର କୌଣସି କଥାରେ ଭାବନା ନାହିଁ। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ…

ପାହାଡର ପଥର କୁଡିଆରେ ୩୦ ବର୍ଷ

ଭବାନୀପାଟଣା,୧୧।୭(ସ୍ବ.ପ୍ର.): ସମାଜରେ ଆଜି ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଭରି ରହିଛି। ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ସଚେତନତା ଆଗରେ ଭାରିପଡୁଛି ଅନ୍ଧବିଶ୍ୱାସ। ମଣିଷ ସମାଜରେ…

ନୂଆ ସଂସଦ ଭବନ ଉପରେ ୬.୫ ମିଟର ଉଚ୍ଚତାର ଅଶୋକ ସ୍ତମ୍ଭ, ଉଦ୍‌ଘାଟନ କଲେ ମୋଦି

ନୂଆଦିଲ୍ଲୀ,୧୧।୭: ସଂସଦ ଗୃହର ନୂତନ କୋଠାର ଛାତ ଉପରେ ୬.୫ ମିଟର ଉଚ୍ଚର ଅଶୋକ ସ୍ତମ୍ଭ ନିର୍ମାଣ କରାଯାଇଛି। ଏହାକୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ…

ଚାରି ଦିନିଆ ଟ୍ରାନଜିଟ୍ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶ୍ନୋଇ

ଚଣ୍ଡିଗଡ଼,୧୧ ।୭: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାର ଅଭିଯୁକ୍ତ ଲରେନ୍ସ ବିଶ୍ନୋଇଙ୍କୁ ସୋମବାର ଅମୃତସର କୋର୍ଟରେ ହାଜର କରାଯାଇଥିଲା । ସେଠାରେ କୋର୍ଟ ତାଙ୍କୁ…

ଗୋଟିଏ ଓଭରରେ ୩୪ ରନ୍‌, ଖାଲି ଚୌକା-ଛକା ବର୍ଷା: ଦେଖନ୍ତୁ ଭିଡିଓ

ଲଣ୍ଡନ,୧୦।୭: ଇଂଲଣ୍ଡରେ ଏବେ ଟି-୨୦ ବ୍ଲାଷ୍ଟ ଖେଳାଯାଉଛି। ସମରସେଟ ଏବଂ ଡର୍ବିସାୟାର ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚରେ ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି…

ମହାରାଷ୍ଟ୍ର ପରେ ଏବେ ଝାଡ଼ଖଣ୍ଡ ପାଳି, ଜେଏମ୍‌ଏମ୍‌-କଂଗ୍ରେସ ମଧ୍ୟରେ ବଢୁଛି ଫାଟ !…

ରାଞ୍ଚି,୧୧।୭ : ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଏବଂ ଏନସିପି ମିଳିତ ସରକାର ପତନ ପରେ ବର୍ତ୍ତମାନ ଝାଡଖଣ୍ଡରେ ସଙ୍କଟ ଦେଖାଦେଇଛି। ଗୋଟିଏ ପଟେ ଅନୁସନ୍ଧାନକାରୀ ସଂସ୍ଥା ଝାଡଖଣ୍ଡର…