ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୭, ୨୦୨୨)

ମହାନଦୀ ରେ ପ୍ରବାହିତ ବନ୍ୟା ଜଳ କଟକ ତୁଳସୀପୁର ଟିଭିଲେନ ରୁ ଦେଉଳ ସାହି ଯିବା ମୁଖ୍ୟରାସ୍ତା ଭୁଶୁଡି ପଡି ଗଭୀର ଗର୍ତ୍ତ ସୃଷ୍ଟି ହୋଇଛି ରାଜଧାନୀରେ…

ଆଇସିଏସ୍‌ଇ ଦଶମ ରେଜଲ୍ଟ ପ୍ରକାଶିତ: ଫଳାଫଳ ଜାଣିବା ପାଇଁ ଆପଣାନ୍ତୁ ଏହି ଉପାୟ

ନୂଆଦିଲ୍ଲୀ,୧୭।୭: କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଆଇସିଏସ୍‌ଇ ଦଶମ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଏଥର ପାସ ହାର…

ବୋଲ୍ଡନେସ୍‌ରେ ଉର୍ଫିଙ୍କୁ ପଛରେ ପକାଇଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ରେ ଉର୍ଫି ଜାଭେଦ ତାଙ୍କର ବୋଲ୍ଡନେସ୍‌ ପାଇଁ ବେଶ୍‌ ଜଣାଶୁଣା। କିନ୍ତୁ ଏବେ ଉର୍ଫିଙ୍କୁ ପଛରେ ପକାଇଛନ୍ତି ଅଭିନେତ୍ରୀ ସୋଫିଆ ଅନସାରୀ। ସୋସିଆଲ ମିଡିଆରେ ସୋଫିଆ…

ବିରୋଧୀ ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଲେ ମାର୍ଗାରେଟ୍‌ ଆଲ୍‌ଭା

ନୂଆଦିଲ୍ଲୀ,୧୭।୭: ଅଗଷ୍ଟ ୬ରେ ହେବାକୁ ଥିବା ଦେଶର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିପକ୍ଷ ଦଳ ପକ୍ଷରୁ ରବିବାର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବରିଷ୍ଠ କଂଗ୍ରେସ ନେତ୍ରୀ…

‘ଧର୍ମ ଚାଇନା ସମାଜ ପରି ହେବା ଉଚିତ୍‌’

ବେଜିଂ,୧୭ା୭: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ୍‌ ଅଧିକାରୀମାନଙ୍କୁ ଏକ ଆହ୍ବାନ ଦେଇଛନ୍ତି। ସେ କହିଛନ୍ତି, ଚାଇନାରେ ଇସଲାମ ଚାଇନା ସମାଜ ସହ ଅନୁରୂପ ହେବା ଉଚିତ। ଚାଇନାର…

ରାଶିଫଳ: ସୋମବାର, ଜୁଲାଇ ୧୮ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମ ଯଥା ସମୟରେ ସମ୍ପନ୍ନ ହେବାରେ କୌଣସି ଅସୁବିଧା ରହିବନାହିଁ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ ଓ କାମ ହାସଲ…

ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କଲେ ତେଜସ୍ବୀ

ପାଟନା,୧୭।୭: ରାଷ୍ଟ୍ରପତି ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ବିହାର ବିଧାନସଭାର ବିରୋଧୀ ଦଳର ନେତା ତେଜସ୍ବୀ ଯାଦବ ଏନ୍‌ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଟାର୍ଗେଟ କରିଛନ୍ତି। ରାଷ୍ଟ୍ରପତି…

ଜୋମାଟୋ-ସ୍ବିଗୀ ଡେଲିଭରୀ ବୟଙ୍କ ବନ୍ଧୁତା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୧୭।୭ : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜୋମାଟୋ-ସ୍ବିଗୀ ଡେଲିଭରୀ ବୟଙ୍କ ବନ୍ଧୁତା ଦେଖିବାକୁ ମିଳୁଛି। ୮ ସେକେଣ୍ଡର ଏହି…

ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ପୁଲୱାମା,୧୭।୭: ଦକ୍ଷିଣ କଶ୍ମୀରର ପୁଲୱାମାରେ ସୁରକ୍ଷାବାହିନୀର ଏକ ଟିମ୍‌ ଉପରେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ କରାଯାଇଛି। ଏହି ଆକ୍ରମଣରେ ଜଣେ ସିଆରପିଏଫ୍‌ ଯବାନ ଶହୀଦ ହୋଇଛନ୍ତି। ସ୍ଥାନୀୟ…

‘ଭୋଟ୍‌ ଦେବା ବେଳେ ଇମ୍ରାନଙ୍କ ଦୁର୍ନୀତି, ଆର୍ଥିକ ବିପର୍ଯ୍ୟୟ କଥା ମନେ ପକାଇବ’

ଇସଲାମାବାଦ,୧୭ା୭:  ପାକିସ୍ତାନର ପଞ୍ଜାବରେ ଉପ-ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ପଞ୍ଜାବର ୨୦ଟି ନିର୍ବାଚନମଣ୍ଡଳୀରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ରବିବାର ଜନସାଧାରଣଙ୍କୁ…