କୋଣାର୍କ-ଭୁବନେଶ୍ୱର,କାକଟପୁରକୁ ବସ୍‌ ସେବା ବନ୍ଦ

ପୁରୀ ଅଫିସ,୨୨।୭: କୋଣାର୍କ-ଭୁବନେଶ୍ୱର ଓ କାକଟପୁର-ଭୁବନେଶ୍ୱରକୁ ମୋ ବସ୍‌ ସେବା ସହ ସମସ୍ତ ଯାତ୍ରୀବାହୀ ବସ୍‌ ସେବା ବନ୍ଦ ରହିଛି। କୋଣାର୍କ ଓ ନିମାପଡା ଘରୋଇ ବସ୍‌…

ମୁଖ୍ୟମନ୍ତ୍ରୀ ଦୌଡ଼ରେ ହମ୍‌ଜା ଶେହବାଜ, ପରଭେଜ ଇଲାହୀ

ଇସଲାମାବାଦ,୨୨ା୭: ନିକଟରେ ପଞ୍ଜାବ ବାଇପୋଲରେ ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ତେହେରିକ୍‌-ଇ-ଇନ୍‌ସାଫ (ପିଟିଆଇ)ର ବିଜୟ ପରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଅଧିବେଶନ ଅନୁଷ୍ଠିତ…

୧୧.୩୦ ଯାଏ ଗୃହ ମୁଲତବୀ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର,୨୨।୭(ବ୍ୟୁରୋ): ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଫଳରେ ଗୃହକୁ ଦିନ ୧୧.୩୦ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି। ସାମ୍ବାଦିକଙ୍କୁ ପ୍ରେସ ଗ୍ୟାଲେରୀରେ ଛାଡିବାକୁ…

ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର

ସୁନ୍ଦରଗଡ଼/କୁତ୍ରା,୨୨ା୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଅନ୍ତର୍ଗତ ଗଏରବହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ୪ ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ…

ପୂର୍ବତନ ସ୍ବାମୀଙ୍କ ପ୍ରତି ରହିଛି ଏଭଳି ଫିଲିଙ୍ଗସ୍‌, ଖୁଲାସା କଲେ ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବ୍ୟକ୍ତଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁନ୍ତି। ନିକଟରେ ଅଭିନେତା ନାଗା ଚୈତନ୍ୟଙ୍କଠାରୁ ଅଲଗା ହେବ…

ଦିନେଶ ଗୁଣବର୍ଦ୍ଧେନା ହେଲେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ,୨୨।୭: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପରିସ୍ଥିତି ଧୀରେ ଧୀରେ ସୁଧୁରିବାକୁ ଯାଉଛି। ରାଷ୍ଟ୍ରପତିଙ୍କ ପରେ ଏବେ ଦେଶର ନୂତନ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତ କରାଯାଇଛି।…

ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ପ୍ରସଙ୍ଗ: ଜିଲାପାଳଙ୍କୁ ଡିଟେଲ୍ଡ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ

ଖୋର୍ଦ୍ଧା ଅଫିସ,୨୨ା୭: ଭୁବନେଶ୍ୱର-ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥର ଗଡ଼ଖୋର୍ଦ୍ଧାସ୍ଥିତ ପଞ୍ଚ ପାଇକଙ୍କ ପ୍ରତିମୂର୍ତ୍ତି ସ୍ଥାନାନ୍ତର ହେବ। ପାଇକ ବିଦ୍ରୋହର ସ୍ମୃତିଚିହ୍ନସ୍ବରୂପ ଗଡ଼ଖୋର୍ଦ୍ଧା ଛକରେ ରହିଛି ଜୟୀ…

ୟୁଟ୍ୟୁବ ଚ୍ୟାନେଲ୍‌ରେ ସବ୍‌ସ୍କ୍ରାଇବର୍‌ ନ ବଢିବାରୁ ତୃତୀୟ ମହଲାରୁ ଡେଇଁଲେ ଛାତ୍ର

ହାଇଦ୍ରାବାଦ୍‌,୨୨,୭: ହାଇଦ୍ରାବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ୟୁଟ୍ୟୁବ ଚ୍ୟାନେଲ୍‌ରେ ସବ୍‌ସ୍କ୍ରାଇବର୍‌୍‌ ନ ବଢିବାରୁ ଏଠାରେ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ଜଣଙ୍କ ଆଇଆଇଟି ଗ୍ବାଲିୟରର…

ବିପଦସଙ୍କୁଳ କେନ୍ଦ୍ରରେ ଅଙ୍ଗନୱାଡି ଶିଶୁ

ନୟାଗଡ଼ ଅଫିସ,୨୨।୭: ବିପଦସଙ୍କୁଳ ଅଙ୍ଗନଓ୍ବାଡି କେନ୍ଦ୍ରରେ ପାଠ ପଢ଼ୁଛନ୍ତି କୁନି କୁନି ପିଲା। ହେଲେ ଏଥିପ୍ରତି ପ୍ରଶାସନର ନଜର ନାହିଁ ।ଏଭଳି ଅଭିଯୋଗ ନୟାଗଡ଼ ଜିଲାରେ ଗତ…

ଜିନ୍‌ପିଙ୍ଗଙ୍କ ବିରୋଧରେ ମଧ୍ୟବିତ୍ତଙ୍କ ବିଦ୍ରୋହ, ୨୪ ପ୍ରଦେଶରେ ଗୃହଋଣ ପୈଠ କରୁ ନାହାନ୍ତି ୧.୩ କୋଟି ଲୋକ…

ବେଜିଂ,୨୨।୭ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ପ୍ରଥମ ଥର ପାଇଁ ମଧ୍ୟବିତ୍ତ ଲୋକଙ୍କ ବିଦ୍ରୋହର ସମ୍ମୁଖୀନ ହୋଇଛନ୍ତି। ଚାଇନାର ୩୧ଟି ପ୍ରଦେଶ ମଧ୍ୟରୁ ୨୪ ଟିରେ,…