ଚର୍ଚ୍ଚାରେ ମସ୍କ-ନିକୋଲଙ୍କ ସମ୍ପର୍କ

ଓ୍ବାଶିଂଟନ୍‌, ୨୬।୭: ଆଉ ଏକ ବିବାଦରେ ଯୋଡ଼ି ହୋଇଯାଇଛି ବିଶ୍ୱର ସବୁଠାରୁ ଧନୀ ଏଲନ ମସ୍କ। ଗୁଗଲ କମ୍ପାନୀ ସହ-ପ୍ରତିଷ୍ଠାତା ସେରଗେ ବ୍ରିନ୍‌ ଓ ମସ୍କଙ୍କ ବନ୍ଧୁତାରେ…

ଚାପରେ ଜିଲା ପ୍ରଶାସନ ଚେପା

କେନ୍ଦ୍ରାପଡ଼ା ଅଫିସ, ୨୬ା୭:୨୦୧୪ ଅକ୍ଟୋବର ୨୧ରେ ଭାରତ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡ଼ା ଜିଲାର ୧୪୭ ଗ୍ରାମକୁ ପରିବେଶ ସମ୍ବେଦନଶୀଳ ଗ୍ରାମ ଭାବେ ବିଜ୍ଞପ୍ତି (ନଂ.୨୧୮୦ଜେ) ପ୍ରକାଶ କରାଯାଇଛି।…

ଆଜି ପୁଣି ଇଡିରେ ହାଜର ହେବେ ସୋନିଆ

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଦ୍ୱିତୀୟଥର ପଚରାଉଚରା କରାଯିବ। ଏହା ବିରୋଧରେ କଂଗ୍ରେସ ପୁଣି ଥରେ ରାଜରାସ୍ତାକୁ ଓହ୍ଲାଇବ। ଦିଲ୍ଲୀରେ…

ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୬ା୭: ଆଧାର ସହ ଭୋଟର ପରିଚୟପତ୍ରର ସଂଯୋଗ ପାଇଁ ଉଦ୍ଦିଷ୍ଟ ଆଇନକୁ ଚ୍ୟାଲେଞ୍ଜ କରି କଂଗ୍ରେସ ପକ୍ଷରୁ ହୋଇଥିବା ଆବଦେନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର…

ଜାଲିଆନାୱାଲାବାଗ: ଐତିହାସିକ ଶହୀଦ କୂଅରେ ଆଉ ପର୍ଯ୍ୟଟକ ପକାଇ ପାରିବେ ନାହିଁ ମୁଦ୍ରା

ଅମୃତସର,୨୬ ।୭: ପଞ୍ଜାବର ଅମୃତସରରେ ଥିବା ଐତିହାସିକ ଜାଲିଆନାୱାଲାବାଗକୁ ଦେଖିବାକୁ ସାରା ବିଶ୍ୱରୁ ପର୍ଯ୍ୟଟକ ଆସିଥାଆନ୍ତି । ଏଠାରେ ଥିବା କୂଅରେ ପର୍ଯ୍ୟଟକମାନେ କଏନ ପକାଇ ଥାଆନ୍ତି…

ବଢୁଛି ସାର କଳାବଜାର,ଚିନ୍ତାରେ ଚାଷୀ

ଯାଜପୁର ରୋଡ,୨୬ା୭(ଡି.ଏନ.ଏ.):ବିଳମ୍ବିତ ମୌସୁମୀ ପ୍ରବାହ ଯୋଗୁ ଚଳିତ ଖରିଫ ଚାଷକୁ ପ୍ରଭାବିତ କରିଥିଲେ ମଧ୍ୟ ଯାଜପୁର ଜିଲାର ଚାଷୀ ଧାନ ଚାଷରୁ ଆଶା ହରାଇ ନାହାନ୍ତି ।…

ଠିଆ ହୋଇପାରୁନି କୋରେଇ ଭବନ

ଯାଜପୁର ଅଫିସ,୨୬ା୭:ରାଜନୈତିକ ଓ ପ୍ରଶାସନିକ ଉଦାସୀନତାର ଅନ୍ୟ ଏକ ଉଦାହରଣ ଯାଜପୁର ଜିଲା କୋରେଇ ବ୍ଲକରେ ଦେଖିବାକୁ ମିଳିଛି। ଜିଲାର ଅନ୍ୟ ନିର୍ବାଚନ ମଣ୍ଡଳୀ ନାମରେ ଭବନମାନ…

ରାଜ୍ୟରେ କୋଭିଡ୍‌ ଯୋଗୁ ୯୧୨୮ ମୃତ୍ୟୁ

ଭୁବନେଶ୍ୱର,୨୬/୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ଯୋଗୁ ୯୧୨୮ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଖୋର୍ଦ୍ଧାରେ ସର୍ବାଧିକ ୧୭୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଟକ ୯୦୭,…

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରଣ ହୋଇଛି ପାଞ୍ଚ ମାସ , ୟୁକ୍ରେନ ଆକ୍ରମଣରେ ନଷ୍ଟ ହୋଇଛି ରୁଷିଆର ୫୦ ଗୋଳା ବାରୁଦ ଡିପୋ

କ୍ୱିଭ/ମସ୍କୋ,୨୬ ।୭: ଆଜି ପର୍ଯ୍ୟନ୍ତ ଥମିନି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସୋମବାର ଏହି ଯୁଦ୍ଧକୁ ୫ ମାସ ପୂରଣ ହୋଇଥିବା ବେଳେ ଏବେ ଏହା ୬ ମାସରେ…

ଦୁର୍ନୀତି ମାମଲାରେ ଭାଜପା ବିଧାୟକ ଦୋଷୀ ସାବ୍ୟସ୍ତ: ବର୍ଷେ ଜେଲ୍‌

ଅଜଓ୍ବଲ,୨୬।୭: ମିଜୋରାମରେ ଭାଜପା ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। ରାଜ୍ୟର ଏକମାତ୍ର ଭାଜପା ବିଧାୟକ ବୁଦ୍ଧ ଧନ ଚକମାଙ୍କୁ ଏକ ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ଅଦାଲତ…