ମୁସେୱାଲାଙ୍କ ହତ୍ୟା ପାଇଁ ଏଏପି ସରକାର ଦାୟୀ: ଭାଜପା

ଅମୃତସର,୨୯।୫: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ରବିବାର ହତ୍ୟା କରାଯାଇଛି। ମାନସାଗ୍ରାମରେ କେତେକ ଅଜଣା ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ମାଡ କରି ତାଙ୍କୁ ହତ୍ୟା କରିଛନ୍ତି।…

ରାଜ୍ୟ ସଭା ନିର୍ବାଚନ ପାଇଁ ୧୬ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ଭାଜପା

ନୂଆଦିଲ୍ଲୀ,୨୯।୫: ଜୁନ୍‌ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ରବିବାର ୧୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କେନ୍ଦ୍ର…

‘ପଞ୍ଜାବରେ କେହି ସୁରକ୍ଷିତ ନୁହନ୍ତି’

ଚଣ୍ଡିଗଡ଼,୨୯।୫:ପଞ୍ଜାବରେ ଆଇନ ଶୃଙ୍ଖଳା ଭୁଶୁଡ଼ି ପଡିଛି। ଅପରାଧୀମାନେ ଆଇନକୁ ଖାତିର କରୁନାହାନ୍ତି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କହିଛନ୍ତି। ଏପରି କି ପଞ୍ଜାବୀ ଗାୟକ…

ଆଇପିଏଲ୍‌ ସମାପନ ସମାରୋହ: ଜଲଓ୍ବା ଦେଖାଇଲେ ରଣବୀର

ଅହମ୍ମଦାବାଦ୍‌,୨୯।୫: ଆଇପିଏଲ ୧୫ର ଫାଇନାଲ ଆଜି ରାଜସ୍ଥାନ ରୟାଲ୍ସ (ଆରଆର) ଏବଂ ଗୁଜରାଟ ଟାଇଟାନ୍ସ (ଜିଟି) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚ ପୂର୍ବରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି…

ପଞ୍ଜାବୀ ଗାୟକଙ୍କୁ ଗୁଳି ମାରି ହତ୍ୟା

ଚଣ୍ଡିଗଡ,୨୯।୬: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ରବିବାର ଗୁଳି କରି ହତ୍ୟା କରାଯାଇଛି। ମାନସାର ଜବାହରପୁର ଗାଁରେ ତାଙ୍କୁ ଗୁଳି କରାଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ…

ଟାଇଟଲ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ରାଜସ୍ଥାନ

ଅହମ୍ମଦାବାଦ୍‌,୨୯।୫: ଆଇପିଏଲ୍‌ର ୨୦୨୨ର ଯାତ୍ରା ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସର ଫାଇନାଲ୍‌ରେ ମୁହାଁମୁହିଁ ହୋଇଛନ୍ତି।…

ବିଧବାଙ୍କୁ ପ୍ରେମ ପ୍ରତାରଣା

ବ୍ରହ୍ମପୁର ଅଫିସ,୨୯।୫: ଜନୈକା ବିଧବା ମହିଳାଙ୍କୁ ପ୍ରେମ ପ୍ରତାରଣା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହିଞ୍ଜିଳିକାଟୁ ଥାନା ଅଧୀନ…

ନେପାଳ ବିମାନ ଦୁର୍ଘଟଣା: ନିଖୋଜ ୨୨ ଯାତ୍ରୀଙ୍କ ମଧ୍ୟରୁ ୪ ଓଡ଼ିଶାର

ଭୁବନେଶ୍ୱର,୨୯।୫(ବ୍ୟୁରୋ): ନେପାଳରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବିମାନରେ ୨୨ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାର ୪ ଜଣ ଥିବା ଜଣାପଡିଛି।…

ମିଳିଲା ନିଖୋଜ ବିମାନର ଧ୍ୱଂସାବଶେଷ

କାଠମାଣ୍ଡୁ,୨୯।୫: ନେପାଳରେ ନିଖୋଜ ବିମାନର ସନ୍ଧାନ ମିଳିଛି। ମୁସ୍ତାଙ୍ଗର କୋୱାଙ୍ଗ ଗ୍ରାମରୁ ବିମାନର ଧ୍ୱଂସାବଶେଷ ମିଳିଛି। ଖରାପ ପାଗ ଯୋଗୁ ବିମାନଟି କ୍ରାସ୍‌ ହୋଇଯାଇଥିବା ନେପାଳ ବିମାନବନ୍ଦର…

ବ୍ୟାକଫୁଟକୁ ଆସିଲେ ସରକାର, ଫେରାଇ ନେଲେ ଆଧାରକାର୍ଡକୁ ନେଇ ଜାରି କରାଯାଇଥିବା ନୂଆ ଆଡଭାଇଜରୀ

ନୂଆଦିଲ୍ଲୀ,୨୯ ।୫ : ଚାରିପଟରୁ ଘେରିବା ପରେ ସରକାର ଆଧାର କାର୍ଡକୁ ନେଇ ଜାରି କରିଥିବା ନୂଆ ଆଡଭାଇଜରୀକୁ ଫେରାଇ ନେଇଛନ୍ତି । ଏହାସହ ଏହାକୁ ଏକ…