ତାଜମହଲ ନାମ ପରିବର୍ତ୍ତନ ପାଇଁ ଆଗତ ହେବ ପ୍ରସ୍ତାବ…

ଆଗ୍ରା, ୩୧।୮ : ତାଜମହଲର ନାମ ତେଜୋ ମହଲକୁ ପରିବର୍ତ୍ତନ ପାଇଁ ଏକ ପ୍ରସ୍ତାବ ଆଗ୍ରା ମ୍ୟୁନିସିପାଲ କର୍ପୋରେଶନରେ ବୁଧବାର ଅଣାଯିବ। ଗତ ସାଢ଼େ ଚାରି ବର୍ଷ…

ହୁବଲି ଇଦଗାହ ପଡ଼ିଆରେ ଗଣେଶ ଉତ୍ସବ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି…

ବେଙ୍ଗାଲୁରୁ, ୩୧।୮ : କର୍ନାଟକ ହାଇକୋର୍ଟ ହୁବଲି-ଧାରୱାଡର ଇଦଗାହ ପଡ଼ିଆରେ ଗଣେଶ ଉତ୍ସବକୁ ଅନୁମତି ଦେବା ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଧାର୍ମିକ କାର୍ଯ୍ୟକୁ ଅନୁମତି ନଦେବାକୁ ହୋଇଥିବା…

ସ୍ବଦେଶୀ ଖେଳ ଯୋଡ଼ିଲା ନୂଆ ଅଧ୍ୟାୟ

ପୁଣେ, ୩୧ା୮: ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋ ଲିଗ୍‌ ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି। ରଙ୍ଗ…

ଆଇନ ମନ୍ତ୍ରୀଙ୍କଠାରୁ ଦାୟିତ୍ୱ ଛଡ଼ାଇ ନେଲେ ନୀତୀଶ…

ପାଟନା,୩୧।୮ : ବିହାରରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅପହରଣ ଅଭିଯୋଗରେ ଘେରି ରହିଥିବା କାର୍ତ୍ତିକେୟ ସିଂଙ୍କ ଠାରୁ ଆଇନ ମନ୍ତ୍ରଣାଳୟର ଦାୟିତ୍ୱ…

ଦୋଳିରେ ଜୀବନର ମଜା

ଥିରୁଭାନନ୍ତପୁରମ୍‌: ପରିଣତ ବୟସରେ ଅଧିକାଂଶ ଲୋକ ବାହାରେ ବୁଲାବୁଲି କରିବା ଅପେକ୍ଷା ଘରେ ରହି ବିଶ୍ରାମ କରିବା ଉଚିତ୍‌ ବୋଲି ମନେ କରନ୍ତି। କିନ୍ତୁ କେରଳରୁ ଏମିତି…

୨୧ ବର୍ଷରୁ କମ୍‌ ବୟସ୍କଙ୍କୁ ହ୍ବିିପ୍ଡ କ୍ରିମ୍‌ ଡବା ବିକ୍ରି ମନା

ଲଣ୍ଡନ: ବ୍ରିଟେନ୍‌ ଓ ଆମେରିକାରେ ହ୍ବିପ୍ଡ କ୍ରିମ୍‌ (ମିଠା ଜାତୀୟ ଖାଦ୍ୟ, ଯାହାକୁ ବିଶେଷ ଭାବେ କେକ୍‌ ଖାଇବା ସମୟରେ ବ୍ୟବହାର କରାଯାଏ) ଡବା ବିକ୍ରି ନେଇ…

ରାସ୍ତାରେ ବାଇକ୍‌ ଦେଖି ଏମିତି କଲା ହାତୀ, ଭିଡିଓ ଦେଖିଲେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ…

ଅମିଷାଙ୍କୁ ଆଶ୍ୱସ୍ତି

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଅମିଶା ପଟେଲଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି। ନାୟିକାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବା ଉପରେ ସୁପ୍ରିମ କୋର୍ଟ ରୋକ…

ତରଳୁଛି ବରଫ: ବିପର୍ଯ୍ୟୟ ଆଶଙ୍କା

ନୁକ୍‌: ଜଳବାୟୁ ପରିବର୍ତ୍ତନ କାରଣରୁ ସମଗ୍ର ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଗ୍ରୀନ୍‌ଲାଣ୍ଡ ଉପରେ ମଧ୍ୟ ପଡ଼ିଛି। ଏଠାରେ ବରଫ ଚାଦର…

ଓସିଆର୍‌ ଜରିଆରେ ସ୍ପଟ୍‌ ବିଲିଂ ବିକଳ୍ପ ଚୟନ

ଭୁବନେଶ୍ୱର,୩୧ା୮: ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରମୁଖ ଘରୋଇ ସଂସ୍ଥା ଏନିଲାଇନ୍‌ ସହ ଟିପି ସେଣ୍ଟ୍ରାଲ୍‌ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ସହଯୋଗିତା ସ୍ଥାପନ ସମ୍ପର୍କରେ…