ବିମାନରେ କାଚ ଭାଙ୍ଗିଲେ, ତଳେ ଗଡ଼ିଲେ

ଇସ୍‌ଲାମାବାଦ୍‌,୨୦ା୯:ପାକିସ୍ତାନରୁ ଦୁବାଇ ଯାଉଥିବା ବିମାନରେ ଜଣେ ଯାତ୍ରୀ ବାଚଳାମି କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ମଝି ଆକାଶରେ ବିମାନରୁ ଓହ୍ଲାଇବା ପାଇଁ ଜିଦ୍‌…

କ୍ଲାସ୍‌ ସରିବା ପରେ କଲେଜରେ ରହିପାରିବେନି ପିଲା

ଭୁବନେଶ୍ୱର, ୨୦।୯(ବ୍ୟୁରୋ):କଲେଜ କ୍ୟାମ୍ପସରେ ଶୈକ୍ଷିକ ବାତାବରଣ ସୃଷ୍ଟି ଲାଗି କେତେକ ନୂଆ ପଦକ୍ଷେପ ନେଇଛି ଗଣଶିକ୍ଷା ବିଭାଗ। କ୍ଲାସ ସରିବା ପରେ ଆଉ କ୍ୟାମ୍ପସରେ ରହିପାରିବେନି ଛାତ୍ରୀଛାତ୍ର।…

ପୁଣି ନକଲି ଔଷଧ ଠାବ

କଟକ ଅଫିସ, ୨୦ା୯:ନକଲି ମେଡିସିନ୍‌କୁ ନେଇ କଟକରେ ପୁଣି ତନାଘନା ଜୋରଦାର ହୋଇଛି। ସୋମବାର ପୁରୀଘାଟ ଥାନା ପୋଲିସ ଏକ ଟ୍ରାନ୍ସପୋର୍ଟ ଏଜେନ୍ସିରୁ ୧୩୫୦ ଷ୍ଟ୍ରିପ୍‌ ନକଲି…

ସେପ୍ଟେମ୍ବର ପରେ ମାଗଣା ରାଶନ ଯୋଗାଣକୁ ନେଇ ଶୀଘ୍ର ନିଆଯିବ ନିଷ୍ପତ୍ତି, ୮୦ କୋଟି ଗରିବ ପାଉଛନ୍ତି ଲାଭ

ନୂଆଦିଲ୍ଲୀ,୨୦ ।୯: ଗରିବଙ୍କୁ ମାଗଣା ରାଶନ ଯୋଗାଇବା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା(ପିଏମଜିକେଏୱାଇ)କୁ ୩୦ ସେପ୍ଟେମ୍ବରରୁ ବଢାଇବା ପାଇଁ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି ।…

ଥରିଲା ମେକ୍ସିକୋ

ୱାଶିଂଟନ,୨୦।୯: ଆମେରିକାର ମେକ୍ସିକୋରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୬ ବୋଲି ଜଣାପଡିଛି। ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ସ୍ଥାନୀୟ ସମୟ…

କଶ୍ମୀରରେ ଇମ୍ରାନ ହାସମିଙ୍କ ଉପରେ ପଥର ମାଡ, ଅଭିଯୁକ୍ତ ଗିରଫ

ଶ୍ରୀନଗର,୨୦ ।୯: ବଲିଉଡ ଅଭିନେତା ଇମ୍ରାନ ହାସମି ଏବେ ଜମ୍ମୁ-କଶ୍ମୀରର ପହଲଗାମରେ ତାଙ୍କ ଅପକମିଂ ଫିଲ୍ମର ଶୁଟିଂ କରୁଛନ୍ତି । ନିକଟରେ ମିଳିଥିବା ସୂଚନା ଅନୁଯାୟୀ, ଅଭିନେତା…

ମହାରାଷ୍ଟ୍ରରେ ରାହୁଲଙ୍କୁ ଅଧ୍ୟକ୍ଷ ପ୍ରସ୍ତାବକୁ ସମର୍ଥନ

ନୂଆଦିଲ୍ଲୀ,୧୯।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ତାରିଖ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ ଦଳର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ବୋଲି ପ୍ରଶ୍ନ ଉଠୁଛି। ସେପଟେ କଂଗ୍ରେସର…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୯, ୨୦୨୨)

ଖଣ୍ଡଗିରି ଥାନା ସ୍ଥିତ ଶ୍ୟାମପୁରରେ ବେଆଇନି ଘରକୁ ବିଡିଏ ଉଛେଦ କରୁଛି ବିଜେପି ନେତା ତଥା ଧାମନଗର ଏମଏଲଏ ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ପରେ ସୋମବାର…

ବ୍ରିଟେନ୍‌ରେ ହିନ୍ଦୁ ବିରୋଧୀ ହିଂସା ନିନ୍ଦା କଲା ଭାରତ

ଲଣ୍ଡନ,୧୯।୯: ବ୍ରିଟେନର ଲିସେଷ୍ଟରରେ ହିନ୍ଦୁଙ୍କ ପ୍ରତି ହିଂସାତ୍ମକ ଅପରାଧ ଘଟଣାକୁ ଲଣ୍ଡନ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ସୋମବାର ଦୃଢ଼ ନିନ୍ଦା କରିଛି। ହିନ୍ଦୁ ଧର୍ମସ୍ଥଳୀରେ ହିଂସା ଓ…

କୋଭିଡ୍‌ ମହାମାରୀ ଶେଷ ହୋଇଛି

ଓ୍ବାଶିଂଟନ,୧୯।୯: ଆମେରିକାରେ କୋଭିଡ୍‌ ମହାମାରୀ ଶେଷ ହୋଇଥିବା ରାଷ୍ଟ୍ରପତି ଜୋ ବାଇଡେନ୍‌ ଘୋଷଣା କରିଛନ୍ତି। ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣକୁ ଆସିଛି। ଆଗାମୀ ଦିନରେ ଆମେରିକା ଅର୍ଥନୀତିରେ ଉନ୍ନତି…