‘ମୋ ଜମି, ମୋ ମନ୍ଦିର, ପୋଲିସକୁ କାହିଁକି ଜଣାଇବି? ଆନ୍ଧ୍ରପ୍ରଦେଶରେ ମନ୍ଦିର ମାଲିକଙ୍କ ଅଜବ ଯୁକ୍ତି

ଆନ୍ଧ୍ରପ୍ରଦେଶ,୨।୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର କାସିବୁଗାଠାରେ ଥିବା ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର (ମିନି ତିରୁପତି)ରେ ଗତକାଲି ଏକାଦଶୀ ଅବସରରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଘଟି…

ଆମେ ଫ୍ଲୋରରେ ଶୋଉଥିଲୁ: ସଂଘର୍ଷ କଥା ମନେ ପକାଇଲେ ପ୍ରଥମ ଭାରତୀୟ ମହିଳା କ୍ରିକେଟ ଅଧିନାୟକ

ମୁମ୍ବାଇ,୨।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଫାଇନାଲ୍ ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରଥମ ଅଧିନାୟକ ଶାନ୍ତା ରଙ୍ଗାସ୍ୱାମୀ ଅତୀତର ସଂଘର୍ଷମୟ…

ଜଳେଶ୍ୱରରୁ ଚୋରି ଟ୍ରକ୍‌ ରାସଗୋବିନ୍ଦପୁରରେ ଠାବ, ୩ ଗିରଫ

ମୋରଡ଼ା,୨।୧୧(ସ୍ମାରକ ମାଜୀ): ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଞ୍ଚଳରୁ ଶନିବାର ଚୋରି ହୋଇଥିବା ଏକ ଟ୍ରକ୍‌କୁ ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ପୋଲିସ ଠାବ କରିବା ସହ ୩ଜଣଙ୍କୁ…

Alert: ବନ୍ଦ ହୋଇଯିବ ଉଜ୍ଜ୍ୱଳା ସିଲିଣ୍ଡରରେ ମିଳୁଥିବା ସବ୍‌ସିଡି! ଯଦି କରିବେ ନାହିଁ ଏହି କାମ…

ନୂଆଦିଲ୍ଲୀ,୨।୧୧: LPG ସିଲିଣ୍ଡର ଗ୍ରାହକଙ୍କ ପାଇଁ ଆଧାର ପ୍ରମାଣୀକରଣ ପ୍ରକ୍ରିୟାକୁ ଏବେ ବହୁତ ସରଳ କରାଯାଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏକ ନୂତନ ସୁବିଧା…

ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ ଫାଇନାଲ୍: ପ୍ରଥମେ ବ୍ୟାଟିଂ କରିବ ଭାରତ

ମୁମ୍ବାଇ,୨।୧୧: ଆଇସିସି ମହିଳା ଦିନିକିଆ ବିଶ୍ୱକପ୍ ୨୦୨୫ ର ଐତିହାସିକ ଫାଇନାଲ୍ ମ୍ୟାଚ୍ ନଭି ମୁମ୍ବାଇରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ଏହି ଗୁରୁତ୍ୱପୂର୍ଣ୍ଣ…

ଅପରେଶନ ସିନ୍ଦୂର ସମୟରେ ପାକିସ୍ତାନରେ ହେଲା ବିସ୍ଫୋରଣ, ଶୋଇପାରିଲେନି କଂଗ୍ରେସ ପରିବାର

ନୂଆଦିଲ୍ଲୀ,୨ା୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଆରାରେ ଏକ ନିର୍ବାଚନୀ ରାଲିରେ କଂଗ୍ରେସ ଏବଂ ଆରଜେଡି ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଅପରେଶନ ସିନ୍ଦୂରର ସଫଳତା ଦେଶର…

ଆନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ କେନ୍ ୱିଲିୟମସନ୍

ନୂଆଦିଲ୍ଲୀ,୨।୧୧: ନ୍ୟୁଜିଲ୍ୟାଣ୍ଡର ବରିଷ୍ଠ କ୍ରିକେଟର ତଥା ଦୀର୍ଘ ଦିନର ଅଧିନାୟକ କେନ୍ ୱିଲିୟମସନ୍ ଟି-୨୦ ଆନ୍ତର୍ଜାତୀୟ (T20I) କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୨୦୨୬ ଟି-୨୦ ବିଶ୍ୱକପ୍‌କୁ…

ନିର୍ବାଚନ ପ୍ରଚାର ସମୟରେ ମାଛ ଧରିବାକୁ ପୋଖରୀକୁ ଡେଇଁପଡିଲେ ରାହୁଲ ଗାନ୍ଧୀ, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୨।୧୧: ବିହାର ବିଧାନସଭା ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜନୈତିକ ନେତାମାନେ ଜନସାଧାରଣଙ୍କୁ ପ୍ରଭାବିତ କରିବା ପାଇଁ ସମସ୍ତ ପ୍ରକାରର ଉପାୟ ଅବଲମ୍ବନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ,…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ବିଶ୍ୱକପ ଫାଇନାଲ ମ୍ୟାଚ ନ ହେଲେ କାହାକୁ ଘୋଷଣା କରାଯିବ ବିଜେତା, ଜାଣନ୍ତୁ ICC ନିୟମ

ନୂଆଦିଲ୍ଲୀ,୨।୧୧: ଆଜି ଅପରାହ୍ନ ୩ଟାରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ମହିଳା ଦିନିକିଆ ବିଶ୍ୱକପ ଫାଇନାଲ ଆରମ୍ଭ ହେବାର ଥିଲା, କିନ୍ତୁ ନଭି ମୁମ୍ବାଇରେ ପ୍ରବଳ…

Gen Z’ ଅବତାରରେ ଶାହରୁଖ ଖାନ

ମୁମ୍ବାଇ: ବଲିଉଡ୍ ବାଦଶାହା ଶାହାରୁଖ ଖାନ୍ ଙ୍କ ୬୦ ତମ ଜନ୍ମଦିନ ଅବସରରେ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'କିଙ୍ଗ୍' ର ଟାଇଟଲ୍ ଉନ୍ମୋଚନ ଭିଡିଓ ଜାରି…