ଚମ୍ପୁଆ ରେଞ୍ଜରେ ୭୨ ଟିକିଆ ହାତୀପଲ

ଚମ୍ପୁଆ,୨୭।୯(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଞ୍ଚଳରେ ୭୨ ଟିକିଆ ହାତୀପଲ ବୁଲୁଛନ୍ତି। ହାତୀପଲ ଦିନବେଳା ଘଞ୍ଚ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ହେଲେ ଜଙ୍ଗଲ ନିକଟବର୍ତ୍ତୀ…

ଠାକୁରାଣୀଙ୍କ ଦାସୀ ନାଁରେ ଆକ୍ରମଣ, ୩ ଗୁରୁତର

ବାଲିଆପାଳ, ୨୭।୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ରାମନଗର ରସଲପୁର ଗ୍ରାମର ଶୀତଳା ଠାକୁରାଣୀ ମନ୍ଦିର ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ରକୁ ବିରୋଧ କରି ଗ୍ରାମରେ…

ତେଜିଲା ହିଜାବ ବିରୋଧୀ ହିଂସା: ସୁରକ୍ଷାବାହିନୀ ଗୁଳିରେ ଟଳିପଡିଲେ ଆଉ ଜଣେ ଯୁବତୀ

ତେହରାନ,୨୭। ୯: ଇରାନରେ ହିଜାବ ବିରୋଧରେ ହିଂସା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏସବୁ ମଧ୍ୟରେ ଇରାନର ସୁରକ୍ଷା ବାହିନୀ ଅତ୍ୟାଚାରର ଆଉ ଏକ ଉଦାହରଣ ସାମ୍ନାକୁ…

ଭୂସ୍ଖଳନରେ ଚାଲିଗଲା ୭ ଜୀବନ

ଶିମଲା,୨୭।୯: ପ୍ରବଳ ବର୍ଷା ଯୋଗୁ ହିମାଚଳପ୍ରଦେଶର ସିର୍ମାଉର ଜିଲାରେ ସୋମବାର ଭୂସ୍ଖଳନ ହୋଇଛି। ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଗତ ୩ରୁ ୪ ଦିନ ହେବ…

ଦେବୀପୀଠରେ ମା’ଙ୍କ ନବରାତ୍ର ପୂଜା

ଝାରସୁଗୁଡ଼ା ଅଫିସ,୨୭ା୯: ଜିଲାରେ ଥିବା ବିଭିନ୍ନ ଦେବୀ ପୀଠରେ ସୋମବାର ମା’ଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଛି। ରବିବାର ଅମାବାସ୍ୟା ତିଥିରେ ମା’ଙ୍କ ଧବଳମୁଖୀ ବେଶ ଅନୁଷ୍ଠିତ…

ତଦନ୍ତ ପାଇଁ ଏଡିଏମ୍‌ଙ୍କ ନିର୍ଦ୍ଦେଶ

ରାଉରକେଲା ଅଫିସ,୨୭ା୯: କରୋନା ମହାମାରୀ ସମୟରେ ରାଉରକେଲା ସେକ୍ଟର-୧୬ ସ୍ଥିତ ଇସ୍ପାତ ସ୍ବୟଂ ଶାସିତ ମହାବିଦ୍ୟାଳୟର ପ୍ରଶ୍ନପତ୍ର ବିଲ୍‌ ପ୍ରସ୍ତୁତି ଜାଲିଆତି ଘଟଣାକୁ ନେଇ ସହରରେ ଚର୍ଚ୍ଚା…

ସମ୍ବଲପୁର-ରୋଡ୍‌ ଷ୍ଟେଶନ ବନ୍ଦ ବିରୋଧ ତେଜିଲା

ସମ୍ବଲପୁର,୨୭ା୯(ବ୍ୟୁରୋ): ସମ୍ବଲପୁର-ରୋଡ୍‌ ଷ୍ଟେଶନ ବନ୍ଦ ବିରୋଧ ତେଜିଛି। ୧୩୨ ବର୍ଷର ପୁରାତନ ଏ୍ୟତିହାସିକ ଷ୍ଟେଶନକୁ ସୋମବାର ବଳପୂର୍ବକ ଭାଙ୍ଗି ଦିଆଯାଇଛି। ସ୍ଥାନୀୟ ଲୋକେ ବିରୋଧ କରିଥିଲେ ମଧ୍ୟ…

ନାରୀ ସୁରକ୍ଷା ପାଇଁ ଦୁର୍ଗା

ସୁନ୍ଦରଗଡ଼, ୨୭।୯ (ଡି.ଏନ୍‌.ଏ): ଶାରଦୀୟ ଦୁର୍ଗାପୂଜା ଓ ଅନ୍ତର୍ଜାତୀୟ କନ୍ୟା ଦିବସ ଅବସରରେ ସୁନ୍ଦରଗଡ ଜିଲା ପୋଲିସ ବିଭାଗ ପକ୍ଷରୁ ସଶକ୍ତ ସୁନ୍ଦରଗଡ, ସୁରକ୍ଷିତ ସୁନ୍ଦରଗଡ -ଦୁର୍ଗା…

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି

ଟୋକିଓ,୨୭।୯: ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଟୋକିଓରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କୁ ଭେଟିଛନ୍ତି। ଏହି ସମୟରେ ଭାରତ-ଜାପାନ ସମ୍ପର୍କକୁ ନେଇ ଦୁଇ ନେତାଙ୍କ…

ସ୍କୁଲ କାର୍ଯ୍ୟକ୍ଷମ ନହେଲେ ଅନଶନ

ବରଗଡ଼ ଅଫିସ୍‌,୨୭।୯: ବରଗଡ଼ ଜିଲା ଭେଡ଼େନ ବ୍ଳକ ଅନ୍ତର୍ଗତ ବସେଇକେଲା ପ୍ରାଥମିକ ସ୍କୁଲକୁ ସରକାରୀଭାବେ ବନ୍ଦ କରାଯାଇ ନିକଟସ୍ଥ ନନ୍ଦିନୀପୁର ପ୍ରାଥମିକ ସ୍କୁଲ ସହିତ ମିଶ୍ରଣ କରାଯାଇଛି।…