ମମତାଙ୍କୁ ଭେଟିଲେ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ

କୋଲକାତା,୨୫।୧୧: ପଶ୍ଚିମବଙ୍ଗର ବିରୋଧୀ ନେତା ଶୁଭେନ୍ଦୁ ଅଧିକାରୀ ଶୁକ୍ରବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଦୁହିଁ ନେତାଙ୍କ ମଧ୍ୟରେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା। ଏହି…

ପୁଟିନ ଅସୁସ୍ଥ!

ମସ୍କୋ,୨୫ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ମିଡିଆ ରିପୋର୍ଟରେ ପୁଣି ଏକ ଦାବି କରାଯାଇଛି । କୁହାଯାଇଛି କି ପୁଟିନ ଏବେ ଗୁରୁତର…

ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଡ୍ରାଇଭର

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ବହୁ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ଖୋଡତାଳ କରୁଛି। ତେବେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ଶୁକ୍ରବାର ଆଉ ଥରେ ଇଡିରେ ହାଜର ହୋଇଥିବା…

୫ ମିନିଟ୍‌ରେ ୩୫ ରୁବିକ୍‌ କ୍ୟୁବ୍‌ ସମାଧାନ କଲେ କୁନି ବାଳକ

ଶାସ୍ତ୍ରୀନଗର କଲୋନୀର ଜଣେ ୧୦ ବର୍ଷର ବାଳକ ଆଶ୍ଚର୍ଯ୍ୟଜନକ କାମ କରିଛନ୍ତି। ସେ ଖୁବ୍‌ କମ୍‌ ସମୟ ମଧ୍ୟରେ ରୁବିକ୍‌ କ୍ୟୁବ୍‌ ସମାଧାନ କରି ଇତିହାସ ସୃଷ୍ଟି…

ଐତିହାସିକ ବୀରମାନଙ୍କୁ ଗର୍ବର ସହିତ ମନେ ରଖିଛି ଦେଶ: ମୋଦି

ନୂଆଦିଲ୍ଲୀ,୨୫।୧୧: ଆଜାଦୀ କି ଅମୃତ ମହୋତ୍ସବ ଅଧୀନରେ ଲାଚିତ ବୋରଫୁକାନଙ୍କ ଜୟନ୍ତୀ ସମାରୋହ ଗତ ବର୍ଷେ ହେବ ପାଳନ କରାଯାଉଛି। ଶୁକ୍ରବାର ଏହାର ସମାପନ ଉତ୍ସବ ଦିଲ୍ଲୀର…

କଂଗ୍ରେସକୁ ଝଟକା, ଭାଜପାରେ ସାମିଲ ହେଲେ କମଲ ନାଥଙ୍କ ନିକଟତର ନେତା…

ନୂଆଦିଲ୍ଲୀ,୨୫।୧୧: କଂଗ୍ରେସକୁ ଆଉ ଏକ ବଡ ଝଟକା। ଏମ୍‌ପି ତଥା କଂଗ୍ରେସ ସଭାପତି କମଲ ନାଥଙ୍କ ଗଣମାଧ୍ୟମ ପ୍ରଭାରୀ ଏବଂ ଦଳର ପ୍ରବକ୍ତା ନରେନ୍ଦ୍ର ସାଲୁଜା ଶୁକ୍ରବାର…

ପରୀକ୍ଷା ଚାଲିଥିବା ସମୟରେ ଖସିଲା ଫ୍ୟାନ୍‌, ଛାତ୍ରୀ ଆହତ

ନିରାକାରପୁର,୨୫ା୧୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ହାଇସ୍କୁଲରେ ଫ୍ୟାନ୍‌ ଖସିପଡ଼ିବାରୁ ଜଣେ ଛାତ୍ରୀ ଆହତ ହୋଇଛନ୍ତି। କ୍ଷେତ୍ରବାସୀ ହାଇସ୍କୁଲର ଛାତ୍ରୀଛାତ୍ର ରାମେଶ୍ୱର ହାଇସ୍କୁଲରେ ଶୁକ୍ରବାର ଗଣିତ ସମ୍ମେଟିଭ୍‌ ପରୀକ୍ଷା…

ଗୋଟିଏ ଦିନ ପାଇଁ ସିବିଆଇ-ଇଡିକୁ ମୋତେ ଦିଅ, ଅଧା ଭାଜପା ନେତା ଜେଲ୍‌କୁ ଯିବେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨୫।୧୧: ଦିଲ୍ଲୀ ଏମସିଡି ନିର୍ବାଚନକୁ ନେଇ ଭାଜପା ଏବଂ ଆମ୍‌ ଆଦମୀ ମଧ୍ୟରେ ବାକ୍‌ଯୁଦ୍ଧ ଚାଲିଛି। ଏହି କ୍ରମରେ ଶୁକ୍ରବାର ଆମ ଆଦ୍‌ମୀ ପାର୍ଟି ସୁପ୍ରିମୋ ତଥା…

ଅଙ୍ଗନଓ୍ବାଡି କେନ୍ଦ୍ରରେ ଝୁଲୁଛି ତାଲା: ସିଡିପିଓଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ

ପାଟଣା,୨୫ା୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାରଠାରୁ ବ୍ଲକରେ କାର୍ଯ୍ୟରତ ଶତାଧିକ ଅଙ୍ଗନଓ୍ବାଡି କର୍ମୀ ଓ ପାଚିକା…

୨୯ରେ ହରିୟାଣା ଯିବେ ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟ ସର୍ବେକ୍ଷଣ ଯୋଜନାର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ,୨୫।୧୧: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୯ ତାରିଖରେ ହରିୟାଣା ଗସ୍ତରେ ଯିବେ। କୁରୁକ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ସର୍ବେକ୍ଷଣ ଯୋଜନାର ଶୁଭାରମ୍ଭ କରିବେ। ଯେଉଁଥିରେ ରାଜ୍ୟର ୧.୬୦କୋଟିରୁ ଅଧିକ…