ଖାର୍ଗେ କଂଗ୍ରେସରେ ପରିବର୍ତ୍ତନ ଆଣିପାରିବେ ନାହିଁ: ଥରୁର

ନାଗପୁର.୨।୧୦: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ମଲିକାର୍ଜୁନ ଖାର୍ଗେଙ୍କ ସହ ଶଶି ଥରୁର ନିର୍ବାଚନ ମଇଦାନରେ ଅଛନ୍ତି। ତିରୁଭାନନ୍ତପୁରମ ଏମ୍‌ପି ଥରରୁ ନିର୍ବାଚନରେ…

ପୂଜା ମଣ୍ଡପରେ ବିଜେ ହେଲେ ଦେବୀ

ହିଞ୍ଜିଳିକାଟୁ,୨ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ସମେତ ବ୍ଲକର ସମରଝୋଳ ପୂଜା ମଣ୍ଡପରେ ରବିବାରଠାରୁ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ବଜାର ବଣିକ ସଂଘ ପୂଜା…

ନୂଆମୋଡ଼ରେ ରୁଷିଆ-ୟୁକ୍ରେନ ଯୁଦ୍ଧ

ମସ୍କୋ,୨ା୧୦: ରୁଷିଆ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ଏକ ନୂଆ ମୋଡ଼ରେ ପହଞ୍ଚିଛି। ୟୁକ୍ରେନକୁ ନେଇ ରୁଷିଆ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ଆମେରିକାର ରାଷ୍ଟ୍ରପତି ଜୋ…

ମଦମୁକ୍ତ ପଞ୍ଚାୟତ ପାଇଁ ଅଣ୍ଟା ଭିଡ଼ିଲେ ମହିଳା

ଆନନ୍ଦପୁର,୨ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ବୁଢ଼ୀକୁଦ ପଞ୍ଚାୟତର ମହିଳାମାନେ ପଞ୍ଚାୟତକୁ ମଦମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। ପଞ୍ଚାୟତର ଟଭାକୁଦ, ବୁଢ଼ୀକୁଦ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ

ମୁମ୍ବାଇ,୨।୧୦: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ହତ୍ୟା ଧମକ ଦିଆଯାଇଛି। ଏହାପରେ ରାଜ୍ୟ ଗୋଇାନ୍ଦା ବିଭାଗ ତତ୍ପର ହୋଇପଡିଛି। ଗୋଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,…

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବାରାଣସୀ ଯାଇଥିବା ତୀର୍ଥଯାତ୍ରୀ ବସ୍‌ ଫେରିବା ବାଟରେ ଝାଡ଼ଖଣ୍ଡର ହଜାରିବାଗଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଉକ୍ତ ବସ୍‌ରେ ୫୫ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ…

ଶୁଆ ଖାଉଛି ଆଇସ୍‌କ୍ରିମ୍‌, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ସୋସିଆଲ ମିଡିଆରେ ପଶୁପକ୍ଷୀମଙ୍କର ଅଜବ ଭିଡିଓ ଭାଇରାଲ ହେବାର ଦେଖାଯାଏ। ନିକଟରେ ସେମିତି ଏକ ଭିଡିଓ ଭାଇରାଲ ହୋଇଛି। ଭାଇରାଲ ଭିଡିଓରେ ଜଣେ ମହିଳା ତାଙ୍କ ପୋଷା…

ତୀର୍ଥଯାତ୍ରୀ ବସ୍‌କୁ ଧକ୍କା ଦେଲା ଟ୍ରେଲର, ୪ ମୃତ, ୨୫ରୁ ଊର୍ଦ୍ଧ୍ୱ ଆହତ

କଣିହାଁ,୨ା୧୦(ଡି.ଏନ୍‌.ଏ.): ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରୁ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌କୁ ଟ୍ରେଲର ଧକ୍କା ଦେବାରୁ ୪ ଜଣଙ୍କ ଜୀବନ ଯାଇଥିବା ବେଳେ ୨୫ରୁ…

ଇଣ୍ଡିଆ ଲିଜେଣ୍ଡ୍ସ ପୁଣି ଚାମ୍ପିୟନ୍‌

ରାୟପୁର,୧ା୧୦: ରୋଡ ସେଫ୍ଟି ଓ୍ବାଲର୍‌ଡ ସିରିଜର ଚଳିତ ସଂସ୍କରଣକୁ ଜିତି ନେଇଛି ଇଣ୍ଡିଆ ଲିଜେଣ୍ଡ୍ସ। ନମନ ଓଝାଙ୍କ ଶତକ ବଳରେ ଇଣ୍ଡିଆ ଲିଜେଣ୍ଡ୍ସ ୬ ଉଇକେଟରେ ୧୯୫…

ଇମ୍ରାନଙ୍କ ଅଜବ ବିବୃତ୍ତି ନେଇ ଚର୍ଚ୍ଚା

ଇସଲାମାବାଦ,୨ା୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କର ଅଜବ ବିବୃତ୍ତି ପାଇଁ ସବୁଆଡ଼େ ଥଟ୍ଟାର ପାତ୍ର ହୋଇଛନ୍ତି। ସଦ୍ୟତମ ମାମଲାରେ ତାଙ୍କ ଏକ ଭିଡିଓ ଭାଇରାଲ…