ଆଜି ହେଉଛି ଏକ ଐତିହାସିକ ଦିନ: ମୋଦି

ନୂଆଦିଲ୍ଲୀ,୭।୧୧: ‘ବନ୍ଦେ ମାତରମ’ର ୧୫୦ ବର୍ଷ ପୂର୍ତ୍ତି ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିୟମରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ…

ଏସିଆ କପ ଟ୍ରଫି ବିବାଦ: ମୋହସିନ ନକଭିଙ୍କ ଦ୍ୱୈତ ଭୂମିକା ଉପରେ ବିସିସିଆଇର ଆପତ୍ତି, ମାମଲାକୁ ICC କୁ ନିଆଯିବ

ନୂଆଦିଲ୍ଲୀ,୭।୧୧: ଏସିଆ କପ ୨୦୨୫ ଶେଷ ହେବାର ପ୍ରାୟ ଛଅ ସପ୍ତାହ ବିତିଗଲାଣି, କିନ୍ତୁ ଭାରତୀୟ ଦଳ ଏପର୍ଯ୍ୟନ୍ତ ଟ୍ରଫି ପାଇନାହିଁ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ…

ମା’ ହେଲେ କାଟ୍ରିନା କୈଫ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ମୁମ୍ବାଇ: ଚାରି ବର୍ଷର ବିବାହ ପରେ ବଲିଉଡ ଅଭିନେତ୍ରୀ କାଟ୍ରିନା କୈଫ ଏବଂ ଭିକି କୌଶଲ ମା’ବାପା ହୋଇଛନ୍ତି। ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ…

ବିସିସିଆଇ, ଅଗରକରଙ୍କ ଉପରେ ବର୍ଷିଲେ ମହମ୍ମଦ ଶାମିଙ୍କ କୋଚ୍‌, କହୁ କହୁ କହିଦେଲେ…

ନୂଆଦିଲ୍ଲୀ, ୭।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ମହମ୍ମଦ ଶାମିଙ୍କୁ ଟିମ ଇଣ୍ଡିଆରୁ ବାଦ ଦିଆଯିବା ପ୍ରସଙ୍ଗ ଜୋର ଧରିଛି। ୨୦୨୫/୨୬ ରଣଜୀ ଟ୍ରଫିର…

ଛାଡ଼ଖାଇ ପାଇଁ ଆମିଷ ବଜାରରେ ପ୍ରବଳ ଭିଡ଼, ଦାମ୍‌ ରହିଛି…

ଗଞ୍ଜାମ,୭ା୧୧(ବିଦ୍ୟାଧର ସାହୁ): ସରିଲା ପବିତ୍ର କାର୍ତ୍ତିକ ମାସ। ଗତକାଲି ଗୁରୁବାର ଥିବାରୁ ଆଜି ଅର୍ଥାତ୍‌ ଶୁକ୍ରବାର ଛାଡ଼ଖାଇ ପାଳନ କରିଛନ୍ତି ଗଞ୍ଜାମ ସହରବାସୀ। ଏଥିପାଇଁ ସହର ଶେଷ…

ପାରଦ ତଳମୁହାଁ: ଦୁଇଦିନ ପରେ ବଢ଼ିବ ଶୀତ, ଥରିବ ଓଡ଼ିଶା

ଭୁବନେଶ୍ୱର, ୭ା୧୧ (ବନ୍ଦନା ସେଠୀ): ରାଜ୍ୟରେ ଧିରେ ଧିରେ ପାରଦ ତଳମୁହାଁ ହେଉଥିବାବେଳେ ଶୀତ ଅନୁଭୂତ ହେବାରେ ଲାଗିଛି। ଆଉ ୨ଦିନ ପରେ ଶୀତ ଆହୁରି ବଢିବ।…

ଡିଭାଇଡରରେ ପିଟିହେଲା ତୀର୍ଥଯାତ୍ରୀ ଗାଡ଼ି

ବଇଣ୍ଡା,୭ା୧୧(ପରୀକ୍ଷିତ ସାହୁ): କଟକ ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜ ପଥର ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଶୁକ୍ରବାର ଭୋର୍‌ ସମୟରେ ଏକ ତୀର୍ଥଯାତ୍ରୀ ଗାଡ଼ି ଡିଭାଇଡରରେ ପିଟି…

ଉଦାହରଣ ସୃଷ୍ଟି କଲେ ଜୁଆଙ୍ଗ ଆଦିବାସୀ, ପୁରୁଷଙ୍କ ତୁଳନାରେ ମହିଳା ଅଧିକ

ଭୁବନେଶ୍ୱର,୭ା୧୧: ଓଡ଼ିଶାର ସାମଗ୍ରିକ ଲିଙ୍ଗ ଅନୁପାତ ପୁରୁଷଙ୍କ ସପକ୍ଷରେ ଥିବାବେଳେ, କେନ୍ଦୁଝର ଜିଲାର ଜୁଆଙ୍ଗ୍ ଆଦିବାସୀ ସମ୍ପ୍ରଦାୟ ଏକ ଭିନ୍ନ ଚିତ୍ର ପ୍ରସ୍ତୁତ କରିଛି। ତଥ୍ୟ ଅନୁଯାୟୀ,…

୩ ବାର୍‌ହାଙ୍କ ମୃତଦେହ ଜବତ, ୧୧ ଶିକାରୀଙ୍କୁ ଗିରଫ କଲା ବନ ବିଭାଗ

ଦେବଗଡ଼,୭ା୧୧(ଶଶାଙ୍କ ଶେଖର ଝାଙ୍କର): ବନ ବିଭାଗ ପକ୍ଷରୁ ରାତ୍ର କାଳୀନ ପାଟ୍ରୋଲିଂ ଚାଲିଥିବାବେଳେ ଦେବଗଡ଼ ବନଖଣ୍ଡ ତଥା ଦେବଗଡ଼ ବନାଞ୍ଚଳ ଓ ଦେବଗଡ଼ ଫରେଷ୍ଟ ସେକ୍ସନ ଅନ୍ତର୍ଗତ…

ଦିଲ୍ଲୀ ବିମାନ ବନ୍ଦରରେ ବିମାନ ସେବା ବ୍ୟାହତ; ଏହି କାରଣରୁ ଅନେକ ଫ୍ଲାଇଟ୍ ବାତିଲ

ନୂଆଦିଲ୍ଲୀ,୭ା୧୧: ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର (IGIA) ର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ (ATC) ବ୍ୟବସ୍ଥାରେ ଏକ ବୈଷୟିକ ତ୍ରୁଟି ଯୋଗୁଁ ଶୁକ୍ରବାର ସକାଳେ ବିମାନ…