୧୨ କୋଟିର ଫ୍ଲାଟ୍‌ ଲାଗି ଏହି ଲୋକପ୍ରିୟ ଅଭିନେତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ପୁଅ

ବମ୍ବେ: ସମ୍ପତ୍ତି ପାଇଁ ଭଗାରୀ ସାଜିଲେ ପୁଅ। ପ୍ରଥମେ ବେସବଲ୍‌ରେ ଅଭିନେତ୍ରୀ ମା’ଙ୍କୁ ପିଟିପିଟି ହତ୍ୟା କଲେ। ପରେ ମୃତଦେହକୁ ନେଇ ଘରଠାରୁ ୯୦ କିମି ଦୂର…

ମହାରାଷ୍ଟ୍ର-କର୍ନାଟକ ସୀମା ବିବାଦରେ ଶାହାଙ୍କ ଏଣ୍ଟ୍ରି…

ନୂଆଦିଲ୍ଲୀ,୧୦।୧୨ : କନର୍ର୍ାଟକ ଏବଂ ମହାରାଷ୍ଟ୍ର ସୀମା ବିବାଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଏଣ୍ଟ୍ରି ହୋଇଛି। ବର୍ତ୍ତମାନ ସୀମା ବିବାଦର ସମାଧାନ ଆସନ୍ତା ସପ୍ତାହ ସୁଦ୍ଧା ମିଳିପାରିବାର…

ଦୀର୍ଘ ସମୟ ଯୁଦ୍ଧ ପାଇଁ ବାୟୁସେନା ପ୍ରସ୍ତୁତ…

ନୂଆଦିଲ୍ଲୀ,୧୦।୧୨ : ବାୟୁସେନା ମୁଖ୍ୟ ଭି.ଆର୍‌ ଚୌଧୁରୀ କହିଛନ୍ତି ଯେ ପୂର୍ବରୁ ଆମେ ନିଜକୁ ଅଳ୍ପ ଦିନିଆ ଏବଂ ଶୀଘ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ କରୁଥିଲୁ, କିନ୍ତୁ…

୧୪ରେ ଆର୍ଜେଣ୍ଟିନା-କ୍ରୋଏସିଆ ସେମିଫାଇନାଲ

ଦୋହା,୧୦।୧୨: ଚଳିତ ଫିଫା ବିଶ୍ୱକପର ସେମିଫାଇନାଲରେ କ୍ରୋଏସିଆକୁ ଭେଟିବ ଆର୍ଜେଣ୍ଟିନା। ଶୁକ୍ରବାର ଖେଳାଯାଇଥିବା ୨ଟିଯାକ କ୍ୱାର୍ଟର ଫାଇନାଲ ପେନାଲ୍ଟି ଶୁଟ୍‌ ଆଉଟରେ ମୀମାଂସା ହୋଇଥିଲା। ବ୍ରାଜିଲକୁ କ୍ରୋଏସିଆ…

ଛାଡପତ୍ର ପାଇଁ ସ୍ତ୍ରୀ-ସ୍ବାମୀ ଏକ ବର୍ଷ ଅଲଗା ରହିବା ଜରୁରୀ ନୁହେଁ: ହାଇକୋର୍ଟଙ୍କ ରାୟ…

ଥିରୁଭାନନ୍ତପୁରମ୍‌,୧୦।୧୨ : ଛାଡପତ୍ର ସମ୍ପର୍କରେ କେରଳ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। ଯଦି ପରସ୍ପର ସହମତି ଅନୁଯାୟୀ ଛାଡପତ୍ର ନିଆଯାଏ ତେବେ ସ୍ତ୍ରୀ-ସ୍ବାମୀ ଏକ ବର୍ଷ…

୪୧୦ ରନ୍‌ର ବିଶାଳ ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଚାଟୋଗ୍ରାମ୍‌,୧୦।୧୨: ବାଲାଂଦେଶ ବିପକ୍ଷ ତୃତୀୟ ଦିନିକିଆରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳିଛି। ଇଶାନ କିଶନ ଏବଂ ବିରାଟ କୋହଲିଙ୍କ ଦ୍ୱିଶତକୀୟ ଭାଗିଦାରୀ ଯୋଗୁ ଦଳ…

ଶିଖ୍‌ ମହିଳାଙ୍କୁ ହତ୍ୟା ଘଟଣାରେ ଗିରଫ ହେଲେ ସ୍ବାମୀ

ଟରେଣ୍ଟୋ,୧୦ା୧୨: କାନାଡାର ସରେ ପ୍ରାନ୍ତରେ ନିଜ ଘରେ ୪୦ ବର୍ଷୀୟା ଶିଖ୍‌ ମହିଳାଙ୍କୁ ହତ୍ୟା କରାଯାଇଥିଲା। ତେବେ ଏହି ମାମଲାରେ ସ୍ବାମୀଙ୍କୁ ଗିରଫ କରାଯାଇଥିବା କାନାଡା ପୋଲିସ…

ରାଶିଫଳ: ରବିବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି ରାହୁ ପ୍ରଭାବରୁ ସମସ୍ୟା ବିଜଡ଼ିତ ମନ ହେତୁ ଟେନ୍‌ସନ ପିଛା ଛାଡ଼ିବ ନାହିଁ। ଟଙ୍କା ପଇସାକୁ କେନ୍ଦ୍ର କରି କିମ୍ବା ପର କଥା ଶୁଣି…

୩ ବର୍ଷ ପରେ ଦିନିକିଆରେ ଶତକ ମାରିଲେ କୋହଲି

ଚାଟୋଗ୍ରାମ୍‌,୧୦।୧୨: ଟିମ୍‌ ଇଣ୍ଡିଆର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଶନିବାର ବାଲାଂଦେଶ ବିପକ୍ଷରେ ଖେଳାଯାଉଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଶତକ ମାରି ବଡ ଉପଲବ୍ଧି ହାସଲ…

ପାର୍ଲାମେଣ୍ଟରେ ସମଲିଙ୍ଗୀ ବିବାହ ବିଲ୍‌କୁ ମଞ୍ଜୁରୀ

ଓ୍ବାଶିଂଟନ,୧୦।୧୨: ଆମେରିକାରେ ସମଲିଙ୍ଗୀ ବିବାହକୁ ସୁରକ୍ଷା ଦେବା ଲାଗି ଅଣାଯାଇଥିବା ବିଲ୍‌କୁ ପାର୍ଲାମେଣ୍ଟ ମଞ୍ଜୁରୀ ପ୍ରଦାନ କରିଛି। ସମଲିଙ୍ଗୀ ବିବାହକୁ ଦେଶବ୍ୟାପୀ ସ୍ବୀକୃତି ଦେବା ନେଇ ଆନ୍ଦୋଳନ…