‘ଯେତେବେଳେ ମୋର ମୃତ୍ୟୁ ହେବ ମୋ କବର ଉପରେ କେହି କୋରାନ ପାଠ କରିବେ ନାହିଁ’, ଇରାନ ଯୁବକଙ୍କ ଶେଷ ଇଚ୍ଛା

ତେହେରାନ,୧୬ ।୧୨: ଇସଲାମ ଧର୍ମର ରିତି ଅନୁଯାୟୀ, ଯଦି କାହାର ମୃତ୍ୟୁ ହୁଏ ତେବେ ତାଙ୍କର କବର ନିକଟରେ ଶେଷଥର ଲାଗି ନମାଜ ପାଠ କରାଯାଏ ।…

ଲକର ଚାବି ନ ଦେବାରୁ ସୁନା ଦୋକାନୀଙ୍କୁ ଆକ୍ରମଣ

ଆସିକା, ୧୬ା୧୨ (ଡି.ଏନ.ଏ): ଆସିକା ଏନ୍‌ଏସି ଅର୍ନ୍ତଗତ ବଜାରସାହିରେ ଥିବା ମହାଲକ୍ଷ୍ମୀ ଜୁଏଲର୍ସର ମାଲିକ ପ୍ରଭାକର ପାତ୍ର ଓ ତାଙ୍କ ଝିଅଙ୍କୁ ଗୁରୁବାର ରାତି ପ୍ରାୟ ୮ଟା…

୧୪ ମାସ ପରେ ଧରାପଡ଼ିଲେ ମୁଖ୍ୟ ଅଭିଯୁକ୍ତ

ଅନୁଗୋଳ ଅଫିସ,୧୬ା୧୨: ଅନୁଗୋଳ ସଦର ଥାନା ଡେରଜାଙ୍ଗ ପ୍ରୋଜେକ୍ଟଠାରେ ୨୦୨୧ ସେପ୍ଟେମ୍ବରରେ ଡକାୟତ ଜଗନ ସେନାପତିଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା। ଏହି ଘଟଣାର ୧୪ ମାସ…

ଆମ୍ବୁଲାନ୍ସ ସେବା ନ ପାଇ ରୋଗୀ ହନ୍ତସନ୍ତ

ପୁରୁଷୋତ୍ତମପୁର,୧୬ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ୧୧ ମାସ ହେଲା ଆମ୍ବୁଲାନ୍ସ ନ ଥିବା ଯୋଗୁଁ ରୋଗୀମାନେ ହନ୍ତସନ୍ତ ହୋଇ ଅଯଥା ଖର୍ଚ୍ଚାନ୍ତ…

ଗଞ୍ଜାମରେ ଆଜିଠୁ ଧାନକିଣା

ଛତ୍ରପୁର,୧୬।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଖରିଫ ଧାନ ସଂଗ୍ରହ ଶୁକ୍ରବାରଠାରୁ ଆରମ୍ଭ ହେବ। ପ୍ରଥମ ପର୍ଯ୍ୟାୟରେ ଜିଲାକୁ ୩୬ ଲକ୍ଷ ୭୪ ହଜାର ୩୮ କୁଇଣ୍ଟାଲ ଧାନ ତଥା…

କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ପୂରଣ ହେଲା ୧୦୦ ଦିନ, ଜୟପୁରରେ ପ୍ରେସ କନଫରେନ୍ସ କରିବେ ରାହୁଲ

ନୂଆଦିଲ୍ଲୀ,୧୬ ।୧୨: କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ୧୬ ଡିସେମ୍ବର ଅର୍ଥାତ୍ ଶୁକ୍ରବାର ୧୦୦ ଦିନ ପୂରଣ ହୋଇଛି । ଏହାରି ଭିତରେ ରାହୁଲ ଗାନ୍ଧୀ ୨୮୦୦…

ଅନ୍‌ଲାଇନ ସାମଗ୍ରୀ ଆତ୍ମସାତ୍‌ କରି ବନ୍ଧାହେଲେ ଡେଲିଭରି ବୟ

ଆଳି,୧୬ା୧୨ (ଡି.ଏନ.ଏ.): ଅନ୍‌ଲାଇନରେ ସାମଗ୍ରୀ ମଗାଇ ତାହାକୁ ଆତ୍ମସାତ କରିବା ଘଟଣାରେ ଆଳି ଥାନା ପୋଲିସ ଜଣେ ଡେଲିଭରି ବୟକୁ ଗିରଫ କରିିଛି। ପୋଲିସ ସୂଚନା ମୁତାବକ,…

ଚପି ଗଲା ଆରଡିସିସ୍ତରୀୟ ତଦନ୍ତ

ଯାଜପୁର ରୋଡ,୧୬ା୧୨(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ସହରବାସୀଙ୍କ ଘର ପାଇଁ ଜମିର ଆବଶ୍ୟକତା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ସହର…

ଗୋଲାଘରେ ଏବେ ବି ହେଉଛି ଶସ୍ୟ ସଂରକ୍ଷଣ

କେନ୍ଦ୍ରାପଡ଼ା ଅଫିସ,୧୬ା୧୨: ଓଳିଆ, ଘୁମ, ଖଣି, ଅମାର ଆଦି ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ସମ୍ପ୍ରତି ସ୍ବାଭବିକ ଜୀବନଯାତ୍ରାରୁ ଉଭେଇ ଗଲାଣି। ତେବେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ…

ମାଲେସିୟାରେ ଭୂସ୍ଖଳନ: ୨ ମୃତ ୫୦ରୁ ଅଧିକ ଫସି ରହିଥିବା ଆଶଙ୍କା

କୁଆଲାଲମପୁର,୧୬ ।୧୨: ମାଲେସିୟାରେ ଶୁକ୍ରବାର ସକାଳେ ଭୂସ୍ଖଳନ ହୋଇଥିବା ଖବର ମିଳିଛି । ଭୂସ୍ଖଳନ ଯୋଗୁ ୫୦ରୁ ଅଧିକ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି ।…