‘ସିଜିଂ ଦି ଅପର୍ଚୁନିଟି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, ୧୭।୧୨(କ୍ରୀଡ଼ା ପ୍ରତିନିଧି): ଓଡ଼ିଶାରେ ଦ୍ୱିତୀୟ ଥର ପାଇଁ ହେବାକୁ ଯାଉଛି ହକି ବିଶ୍ୱକପ୍‌। ଏହି ମେଗା ପ୍ରତିଯୋଗିତା କ୍ରମେ ପାଖେଇ ଆସୁଥିବାରୁ ହକି ସମ୍ପର୍କିତ ବିଭିନ୍ନ…

ମରକ୍କୋ-କ୍ରୋଏସିଆ ପ୍ଲେ-ଅଫ୍‌ ଆଜି

ଦୋହା, ୧୭।୧୨: ଚଳିତ ଫିଫା ବିଶ୍ୱକପ୍‌ର ତୃତୀୟ ସ୍ଥାନ ପାଇଁ ପ୍ଲେ-ଅଫ୍‌ ମ୍ୟାଚ ଶନିବାର ସ୍ଥାନୀୟ ଖଲିଫା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରାଜିତ ଦୁଇ ସେମିଫାଇନାଲିଷ୍ଟ…

ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଲା ‘ଅବତାର ଦ ଓ୍ବେ ଅଫ୍‌ ଓ୍ବାଟର’: ପ୍ରଥମ ଦିନରେ ଆୟ କଲା ଏତିକି କୋଟି

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଅବତାର ଦ ଓ୍ବେ ଅଫ୍‌ ଓ୍ବାଟର’ ଶୁକ୍ରବାର ରିଲିଜ୍‌ ହୋଇଛି। ଏହି ଫିଲ୍ମକୁ ଦେଖିବାକୁ ଦର୍ଶକ ଗତ ୧୩ ବର୍ଷ ଅପେକ୍ଷା କରିଥିଲେ।…

ହକି ବିଶ୍ୱକପକୁ ନେଇ ଆରମ୍ଭ ହେଲା କ୍ରୀଡ଼ା ପ୍ରତିଯୋଗିତା: ଭାଗ ନେଲେ ୪୮୦ରୁ ଅଧିକ ଛାତ୍ରୀଛାତ୍ର

ସୁନ୍ଦରଗଡ଼,୧୬।୧୨(ଡି.ଏନ୍‌.ଏ.): ହକି ବିଶ୍ୱକପକୁ ସ୍ମରଣୀୟ ଏବଂ ଅଧିକ ଆକର୍ଷଣୀୟ କରିବା ପାଇଁ ସୁନ୍ଦରଗଡ଼ ଜିଲାରେ ଆରମ୍ଭ ହୋଇଛି ବିଭିନ୍ନ କାର୍ଯ୍ୟକ୍ରମ। ବିଶେଷ କରି ଯୁବପିଢିଙ୍କ ମଧ୍ୟରେ ଉତ୍ସାହ…

ଜଗନ୍ନାଥ ଦର୍ଶନ ସାରି ରାତିରେ ଫେରିଥିଲେ: ସକାଳୁ ମିଳିଲା ମୃତଦେହ

ପୁରୁଷୋତ୍ତମପୁର,୧୭।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର ଉପକଣ୍ଠରେ ଥିବା କାଳୀମନ୍ଦିର ଛକ ପୋଖରୀରେ ବୁଡି ଜଣେ ଯୁବକଙ୍କ ଶନିବାର ମୃତ୍ୟୁ ଘଟିଛି। ସେ ହେଲେ ଆସିକା ନୂଆଁଗାର…

ଆଜି ପୂର୍ବାଞ୍ଚଳ ଜୋନାଲ ପରିଷଦ ବୈଠକ: ଅଧ୍ୟକ୍ଷତା କରିବେ ଶାହା

କୋଲକାତା,୧୭।୧୨: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଶନିବାର ପୂର୍ବାଞ୍ଚଳ ଜୋନାଲ ପରିଷଦରେ ଆସୁଥିବା ପଶ୍ଚିମବଙ୍ଗ, ବିହାର,ଝାଡଖଣ୍ଡ, ଓଡିଶା ଏବଂ ସିକିମ ମୁଖ୍ୟମନ୍ତ୍ରୀଙ୍କ ଏକ ବୈଠକ କରିବେ। ବୈଠକଟି…

‘ ଯୋଗ୍ୟ ଛାତ୍ରୀଛାତ୍ରଙ୍କୁ ମେରିଟ୍‌ ସ୍କଲାରଶିପ’

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଆର୍‌ଭି ବିଶ୍ୱବିଦ୍ୟାଳୟ ପକ୍ଷରୁ ୨୦୨୩-୨୪ ଶିକ୍ଷାବର୍ଷର ନାମଲେଖା ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବିଶ୍ୱବିଦ୍ୟାଳୟର ୬ଟି ପ୍ରମୁଖ ସ୍କୁଲର ସମସ୍ତ…

‘ଉତ୍ତର ଭାରତରେ ଟିକେଏମ୍‌ର ପ୍ରଥମ ଆଞ୍ଚଳିକ ଷ୍ଟକ୍‌ୟାର୍ଡ’

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ‘ଟୟୋଟା କିର୍ଲୋସ୍କର ମୋଟର’(ଟିକେଏମ୍‌)ର ଆଉ ଏକ ଷ୍ଟକ୍‌ୟାର୍ଡ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି ଉତ୍ତର ଭାରତରେ ଟିକେଏମ୍‌ର ପ୍ରଥମ ଆଞ୍ଚଳିକ…

ଆଇଫୋନ୍‌ରେ ଜିଓ ୫ଜିର ସେବା

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ଟେଲିକମ୍‌ କମ୍ପାନୀ ରିଲାଏନ୍ସ ଜିଓ ଆଇଫୋନ୍‌ ୧୨ ଓ ପରବର୍ତ୍ତୀ ଆଇଫୋନ୍‌ ମଡେଲଗୁଡ଼ିକ ପାଇଁ ଆଇଫୋନ ମଡେଲରେ ଜିଓ ୫ଜି ସେବାର ଶୁଭାରମ୍ଭ…

ରୁଙ୍ଗ୍‌ଟା ମାଇନ୍ସର ଓୟାର ରଡ୍‌ ମିଲ୍‌ କାର୍ଯ୍ୟକ୍ଷମ

ନୂଆଦିଲ୍ଲୀ,୧୭।୧୨: ଦେଶର ପ୍ରମୁଖ ମାଇନିଂ କମ୍ପାନୀ ‘ରୁଙ୍ଗ୍‌ଟା ମାଇନ୍ସ ଲିମିଟେଡ୍‌’ ପକ୍ଷରୁ ନିକଟରେ ଏକ ବଡ଼ ଘୋଷଣା କରାଯାଇଛି। ଏପରିକି କମ୍ପାନୀର ଝାଡ଼ଖଣ୍ଡସ୍ଥିତ ଚାଲିୟାମା ଷ୍ଟିଲ୍‌ ପ୍ଲାଣ୍ଟରେ…