କିଷାନ ଦିବସ: କୃଷକଙ୍କ ବିକାଶରେ ଦେଶର ଉନ୍ନତି

କୃଷକ ହେଉଛନ୍ତି ଦେଶର ଆର୍ଥିକ ମେରୁଦଣ୍ଡ। କୃଷକଙ୍କ ବିକାଶରେ ଦେଶର ବିକାଶ ସମ୍ଭବ ହୋଇ ପାରିଥାଏ। ଏନେଇ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ଡିସେମ୍ବର ୨୩ରେ ଭାରତ…

ଅବାଧରେ ଚାଲିଛି ବାଘ ଶିକାର

ନୟାଗଡ଼ ଅଫିସ,୨୩।୧୨: ନୟାଗଡ଼ ଜିଲାରେ ରହିଥିବା ଖୋର୍ଦ୍ଧା ବନଖଣ୍ଡର ରଣପୁର ରେଞ୍ଜ ଓ ନୟାଗଡ଼ ବନଖଣ୍ଡର ଜଙ୍ଗଲରେ ଜାତୀୟ ପ୍ରାଣୀ ବାଘ ବିପଦରେ ରହିଛି ବୋଲି ଅଭିଯୋଗ…

ଦେଶର ୪୯୫ଟି ଜିଲାରେ କରୋନା ସଂକ୍ରମଣ ଶୂନ

ନୂଆଦିଲ୍ଲୀ,୨୩।୧୨: ଚାଇନାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଭାରତ ସମେତ ସମଗ୍ର ବିଶ୍ୱ ଏନେଇ ଆଗୁଆ ସତର୍କତା ଅବଲମ୍ବନ କରୁଛନ୍ତି। ତେବେ ଭାରତ ପାଇଁ ପରିସ୍ଥିତି…

ପରଲୋକରେ ଭେଟେରାନ ଅଭିନେତା ସତ୍ୟନାରାୟଣ

ମୁମ୍ବାଇ: ଭେଟେରାନ ତେଲୁଗୁ ଅଭିନେତା କାଇକାଲା ସତ୍ୟନାରାୟଣଙ୍କର ପରଲୋକ ଘଟିଛି। ହାଇଦ୍ରାବାଦସ୍ଥିତ ତାଙ୍କ ବାସଭବନରେ ୮୭ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦଶନ୍ଧି…

ପରିତ୍ୟକ୍ତ ପୋଖରୀ ସାଜିଛି ମଶାଙ୍କ ଅନ୍ତୁଡ଼ିଶାଳ

ଖଣ୍ଡପଡ଼ା,୨୩ା୧୨(ସ୍ବ.ପ୍ର.): ରାଜରାଜୁଡା ଅମଳରୁ କୁମ୍ଭାରପଡ଼ା ଗ୍ରାମରେ ଥିବା ଜଗନ୍ନାଥ ପୋଖରୀଟି ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁଷ୍କରିଣୀଟି ମଶା, ମାଛି, ଡାଉଁଶଙ୍କ ଅନ୍ତୁଡ଼ିଶାଳ ପାଲଟିଛି। ମଶାବଂଶ ବୃଦ୍ଧି…

ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ମନସୁଖ ମାଣ୍ଡଭିଆ

ନୂଆଦିଲ୍ଲୀ,୨୩।୧୨: ଚିନ୍ତା ବଢାଇଲାଣି କରୋନାର ନୂଆ ଭାରିଆଣ୍ଟ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଶୁକ୍ରବାର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ…

ଗାଡ଼ି ଚୋରି କରି ବନ୍ଧାହେଲେ ଯୁବକ

ପାଟଣା,୨୩ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ଏକ ବାଇକ୍‌, ସ୍କୁଟି ଓ ମୋବାଇଲ ଚୋରି ଅଭିଯୋଗରେ ପଲାଣଘାଟି ଗ୍ରାମର ସୁଶାନ୍ତ ଲୋହାର(୨୨)ଙ୍କୁ ଗିରଫ କରିଛି। ଅଭିଯୋଗ…

ବିମାନବନ୍ଦର ଉଡାଇ ଦେବାକୁ ଧମକ ଦେଇଥିବା ଛାତ୍ର ଗିରଫ

ବେଙ୍ଗାଲୁରୁ,୨୩।୧୨: ବେଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ (ବିଏଲ) ପୋଲିସର ମିଳିତ ଟିମ କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର ବିସ୍ଫୋରଣ କରିବାକୁ ଟୁଇଟ୍‌ ଯୋଗେ ଧମକ ଦେଇଥିବା ୨୦ ବର୍ଷ…

ମର୍ମନ୍ତୁଦ ଦୁର୍ଘଟଣା: ୪ ମୃତ

ଜୟପୁର,୨୩।୧୨: ରାଜସ୍ଥାନର ଅଜମେରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏକ କାର୍‌ ଟ୍ରେଲର୍‌ ଉପରେ ଚଢିଯିବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଗୁରୁବାର ସନ୍ଧ୍ୟାରେ…

ପଲ୍ଲିଶ୍ରୀ ମେଳା ପାଇଁ ୨୫୦ ଷ୍ଟଲ

ଗୋପାଳପୁର,୨୩ା୧୨(ଡି.ଏନ୍‌.ଏ):ଗୋପାଳପୁର ବେଳାଭୂମି ମହୋତ୍ସବ ଆସନ୍ତା ଶନିବାରଠାରୁ ଆରମ୍ଭ ହେବ। ୫ ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବର ମଞ୍ଚ ଗଞ୍ଜାମ ଜିଲା ସମେତ ଜାତୀୟ ଓ…