ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ: ଚାଳକ ମୃତ

ବାଲିଗୁଡ଼ା,୧୦।୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବ୍ଲକ ବାରଖମା ଫାଣ୍ଡି ଅଞ୍ଚଳରେ ଭାରସାମ୍ୟ ହରାଇ ଗଛରେ ବାଇକ୍‌ ପିଟିହେବାରୁ ଘଟଣାସ୍ଥଳରେ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ନୂଆପଡ଼ା ଉପନିର୍ବାଚନ: ଆସନ୍ତାକାଲି ନିର୍ଦ୍ଧାରଣ ହେବ ୧୪ ପ୍ରାର୍ଥୀଙ୍କ ଭାଗ୍ୟ

ନୂଆପଡ଼ା,୧୦।୧୧: ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆସନ୍ତାକାଲି ନଭେମ୍ବର ୧୧ (ମଙ୍ଗଳବାର) ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ସମସ୍ତ…

ନିଲାମ ପୂର୍ବରୁ ଏହି ୫ ଖେଳାଳିଙ୍କୁ ରିଲିଜ୍‌ କରିବ KKR! କୋଟି କୋଟି ଟଙ୍କା ଦେଇ କିଣିଥିବା ଏହି…

ନୂଆଦିଲ୍ଲୀ,୧୦।୧୧: IPL ୨୦୨୬ ନିଲାମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ, ବିଶେଷକରି କୋଲକାତା ନାଇଟ ରାଇଡର୍ସ ପାଇଁ। ଗତ ସିଜିନରେ, KKR ଅଧିନାୟକତ୍ୱକୁ ନେଇ ବହୁତ ବିତର୍କ ହୋଇଥିଲା,…

ପୋଷାକକୁ ନେଇ ଟ୍ରୋଲ୍ ହେବା ପରେ ମୁହଁ ଖୋଲିଲେ ଅମୃତା ଫଡନଭିସ୍

ମୁମ୍ବାଇ,୧୦।୧୧: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍‌ଙ୍କ ପତ୍ନୀ, ବ୍ୟାଙ୍କର ଓ ସମାଜସେବୀ ଅମୃତା ଫଡନଭିସ୍ ଗଣେଶ ଚତୁର୍ଥୀ ଶେଷ ହେବା ପରେ ଜୁହୁ ବିଚ୍ ସଫେଇ କାର୍ଯ୍ୟକ୍ରମରେ…

ସାମ୍ନାକୁ ଆସିଲା IPL ୨୦୨୬ ନିଲାମ ତାରିଖ, ଭେନ୍ୟୁ: କେବେ, କେଉଁଠି ହେବ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୧: ଆଇପିଏଲ ୨୦୨୬ ମିନି ନିଲାମ ଆବୁଧାବିରେ ହୋଇପାରେ। ରିପୋର୍ଟ ହୋଇଥିଲା ଯେ ବିସିସିଆଇ ଡିସେମ୍ବର ୧୫-୧୬ ରେ ନିଲାମ କରିପାରେ। ଏକ ରିପୋର୍ଟ ପ୍ରକାଶ ପାଇଛି…

ECIଙ୍କ ଦୃଷ୍ଟି ଆକର୍ଷଣ କଲେ ନବୀନ: ଆଣିଲେ ବଡ଼ ଅଭିଯୋଗ

ଭୁବନେଶ୍ୱର,୧୦।୧୧: ନୂଆପଡ଼ା ଉପନିର୍ବାଚନରେ ଆଚରଣବିଧି ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ECIଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୪୮ ଘଣ୍ଟାର ନୀରବତା ଅବଧିକୁ…

ଅନିଶ୍ଚିତ ମଧ୍ୟରେ ମହମ୍ମଦ ଶାମି ଭବିଷ୍ୟତ! ଏହି ସିରିଜରେ ଖେଳିବାକୁ କରିଥିଲେ ମନା

ମୁମ୍ବାଇ,୧୦।୧୧: ଭାରତର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ ଭବିଷ୍ୟତକୁ ନେଇ ବିବାଦ ଓ ଅନିଶ୍ଚିତତା ଦେଖାଦେଇଛି। ଜାତୀୟ ଚୟନକର୍ତ୍ତାଙ୍କ ସହ ଯୋଗାଯୋଗ ନେଇ…

ବିଗିଡିଲା ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରକୁ କରାଗଲା ସ୍ଥାନାନ୍ତର

ମୁମ୍ବାଇ,୧୦।୧୧: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ସ୍ବାସ୍ଥ୍ୟ ଖରାପ ଅଛି। ତାଙ୍କୁ ଗତ ସପ୍ତାହରେ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ଗତ କିଛି ଦିନ…

IPL ଖେଳାଳିଙ୍କୁ ହତ୍ୟା ଧମକ: ଫୋନ କରି ବ୍ଲାକମେଲ କଲେ ଯୁବତୀ, ଘଟଣା ସମ୍ପର୍କରେ ଜାଣିଲେ…

ନୂଆଦିଲ୍ଲୀ, ୧୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା କ୍ରିକେଟର ବିପରାଜ ନିଗମଙ୍କୁ ହତ୍ୟା ଧମକ ମିଳିଛି। ତାଙ୍କୁ ଏକ ଅଜଣା ଅନ୍ତର୍ଜାତୀୟ ନମ୍ବରରୁ…

ଓଡ଼ିଶାରେ ଖେଳିବ ଶୀତଲହରୀ: ୬ ଜିଲାକୁ ଆଇଏମଡିର ୱାର୍ଣ୍ଣିଂ

ଭୁବନେଶ୍ୱର,୧୦।୧୧: ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ଖୋର୍ଦ୍ଧା, କଟକ, ଅନୁଗୁଳ, ଝାରସୁଗୁଡ଼ା, କନ୍ଧମାଳ, ଏବଂ ସୁନ୍ଦରଗଡ଼ ସମେତ ଅନେକ ଜିଲା ପାଇଁ ଶୀତଲହରୀ ସତର୍କତା ଜାରି…