ବୁଲ୍‌ଡୋଜରରେ ସୁପ୍ରିମକୋର୍ଟ ବ୍ରେକ୍‌

ନୂଆଦିଲ୍ଲୀ,୬ା୧: ଉତ୍ତରାଖଣ୍ଡର ନୈନିତାଲ ଜିଲା ହଲ୍‌ଦ୍ୱାନି ରେଳ ଷ୍ଟେଶନ ସଂଲଗ୍ନ ୨୯ ଏକର ଜାଗାକୁ ରେଲଓ୍ବେ ନିଜର ବୋଲି ଦାବି କରୁଛି। ସେଠାରେ ବସବାସ କରୁଥିବା ଲୋକଙ୍କୁ…

ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୬ା୧: ବହୁ କୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇ ମାମଲାର ତଦନ୍ତରେ ଅହେତୁକ ବିଳମ୍ବ ହେଉଥିବାରୁ ଜମାକାରୀ ନିଜ ଅର୍ଥ ଫେରସ୍ତ ପାଉନାହାନ୍ତି। ଜମାକାରୀମାନେ ୧୦-୧୫ ବର୍ଷ ପର୍ଯ୍ୟନ୍ତ…

ୟୁକ୍ରେନକୁ ୨.୮୫ ଅରବ ଡଲାରର ନୂଆ ସେନା ସହାୟତା ଯୋଗାଇଦେବ ଆମେରିକା

ୱାଶିଂଟନ,୬ ।୧: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଦୁଇ ଦିନ ଯୁଦ୍ଧ ବିରତି ଘୋଷଣା ପରେ ଆମେରିକା ଏକ ବଡ ଘୋଷଣା କରିଛି । ଆମେରିକା ଯୁଦ୍ଧଗ୍ରସ୍ତ ୟୁପ୍ରେନକୁ ପାଖାପାଖି…

ପର୍ଯ୍ୟଟକଙ୍କ କାର ଡୋର୍‌କୁ ମୁହଁରେ ଖୋଲିଦେଲା ସିଂହ, ଆଉ ତା’ ପରେ…

ସିଂହ ପରି ଭୟାନକ ପ୍ରାଣୀ ଟିଭିରେ ହେଉ କି ପ୍ରାଣୀ ଉଦ୍ୟାନର ବନ୍ଦ ଗୁମ୍ଫାରେ ହେଉ, ଯେଉଁଠି ବି ଦେଖିଲେ ମଣିଷ ସମାନ ପ୍ରକାରର ଭୟ ଅନୁଭବ…

କାମ ଦେଲାନି ସୂର୍ଯ୍ୟକୁମାର, ଅକ୍ଷରଙ୍କ ଧୂଆଁଧାର ବ୍ୟାଟିଂ

ପୁଣେ,୫ା୧: ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଗୁରୁବାର ଭାରତ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚରେ ଶ୍ରୀଲଙ୍କା ୧୬ ରନ୍‌ରେ ବିଜୟ ହୋଇଛି। ଟସ୍‌ ହାରି…

ପୋଲିସ ଅଧିକାରୀଙ୍କୁ ମାଡ଼ମାରି ଟ୍ରାକ୍ଟର ଚଢାଇ ଦେବାକୁ ଉଦ୍ୟମ

ରାଞ୍ଚି,୫।୧: ଝାଡ଼ଖଣ୍ଡର ହଜାରିବାଗ୍‌ ଜିଲା ଅଧୀନ ବରକାର ନଦୀରୁ ବେଆଇନ ବାଲି ଉତ୍ତୋଳନକୁ ରୋକିବା ଲାଗି ଯାଇଥିବା କେତେଜଣ ପୋଲିସ ଅଫିସରଙ୍କୁ ବାଲି ମାଫିଆ ଆକ୍ରମଣ କରିବା…

୩୬ଘଣ୍ଟା ପାଇଁ ଯୁଦ୍ଧ ବିରତି ଘୋଷଣା କଲେ ପୁଟିନ୍‌

ମସ୍କୋ,୫।୧: ରୁଷିଆ ଓ ୟୁକ୍ରେନ୍‌ ଭିତରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ମସ୍କୋ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। ପୁଟିନ୍‌ ୟୁକ୍ରେନ୍‌…

ମେଗା ଲିଫ୍ଟ କେନାଲ ଡିଏମ୍‌ ୧୧ରୁ ଜଳସେଚନ ଦାବି

କୋକସରା,୫।୧(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ମୁଖିଗୁଡ଼ା ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ଗତବର୍ଷଠାରୁ ଜୟପାଟଣା, କୋକସରା ଓ ଧର୍ମଗଡ଼ ବ୍ଲକ ଅଞ୍ଚଳର ଜମିକୁ ଜଳସେଚନ ଆରମ୍ଭ ହୋଇଥିବା ବେଳେ…

ଫିଲ୍ମ ‘ପଠାନ୍‌’କୁ ନେଇ ପୁଣି ତେଜିଲା ବିବାଦ: ‘ବେସରମ୍‌ ରଙ୍ଗ’ ଗୀତକୁ ହଟାଇବାକୁ ଦାବି

ଅହମ୍ମଦାବାଦ୍‌ ୫।୧: ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ଅଭିନୀତ ‘ପଠାନ୍‌’କୁ ନେଇ ପୁଣିଥରେ ବିଭିନ୍ନ ସଙ୍ଗଠନ ବିରୋଧ କରିବା ଆରମ୍ଭ କରିଛନ୍ତି। ଫିଲ୍ମରୁ ବିବାଦୀୟ ଗୀତ ‘ବେସରମ୍‌…

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୫, ୨୦୨୩ )

ଆନ୍ତ ବିଶ୍ୱବିଦ୍ୟାଳୟ ମହିଳା ହକି ଚାମ୍ପିଅନସିପ୍: ଉତ୍କଳ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ କ୍ରୀଡ଼ା କମ୍ପ୍ଲେକ୍ସରେ ଫକିର ମୋହନ ବିଶ୍ୱବିଦ୍ୟାଳୟ ବନାମ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମ୍ୟାଚ୍ ଖେଳା ଯାଇଛି…