ଓଡ଼ିଶାରେ ଲାଗିବ ଆଉ ୨ ଡପଲର ରାଡାର

ନୂଆଦିଲ୍ଲୀ,୧୭ା୧: ଜଳବାୟୁ ପର୍ଯ୍ୟବେକ୍ଷଣ ସାମର୍ଥ୍ୟ ବଢ଼ାଇବା ଲାଗି ଓଡ଼ିଶାରେ ଖୁବ୍‌ଶୀଘ୍ର ଆଉ ୨ଟି ଡପଲର ରାଡାର ସ୍ଥାପନ କରାଯିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କହିଛି।…

ଟଙ୍କା ଫେରସ୍ତ ପାଇଁ ପ୍ରସ୍ତାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭ା୧: ଓଡ଼ିଶାରେ ଚିଟ୍‌ଫଣ୍ଡ କମ୍ପାନୀଗୁଡ଼ିକ ଜମାକାରୀଙ୍କଠାରୁ ବହୁ କୋଟି ଟଙ୍କା ଠକି ନେଇଛନ୍ତି। ଠକାମିର ଶିକାର ଜମାକାରୀ କିପରି ସେମାନଙ୍କ ଟଙ୍କା ଫେରିପାଇବେ ସେଥିପାଇଁ ସୁପ୍ରିମକୋର୍ଟ ସୋମବାର…

ସାବତ ପୁଅକୁ ମାରି ମହିଳାଙ୍କ ଆତ୍ମହତ୍ୟା

କଟକ ଅଫିସ,୧୭ା୧:ପାରିବାରିକ କଳହକୁ କେନ୍ଦ୍ର କରି ୨ ବର୍ଷର ଶିଶୁପୁତ୍ରକୁ ସାବତ ମା’ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା…

କୋର୍ଟରେ ବରିଷ୍ଠ ଓକିଲଙ୍କୁ ହତ୍ୟା

ପେଶାଓ୍ବର, ୧୭।୧: ପାକିସ୍ତାନର ବରିଷ୍ଠ ଓକିଲ ଅବଦ୍ଦୁଲ ଲତିଫ ଆଫ୍ରିଦିଙ୍କୁ ସୋମବାର ପେଶାଓ୍ବର ବାର୍‌ ରୁମ୍‌ରେ ଗୁଳି କରି ହତ୍ୟା କରାଯାଇଛି। ଅବଦ୍ଦୁଲ ବାର୍‌ ରୁମ୍‌ରେ ବସିଥିବାବେଳେ…

ଭାରତରେ ବଢୁଛି ଆର୍ଥିକ ଅସମାନତା

ଡାଭୋସ୍‌,୧୭ା୧: ଭାରତୀୟ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ଦିଗରେ ଅଗ୍ରସର ହେଉଛି ବୋଲି କେନ୍ଦ୍ର ସରକାର ଦାବି କରୁଥିବାବେଳେ ଦେଶରେ ଆର୍ଥିକ ଅସମାନତା ଅତ୍ୟଧିକ ବୃଦ୍ଧି ପାଇଛି। ଗତ…

୮୪୯ ବିଲ୍ଡିଂରେ ଫାଟ, ୧୬୫ ବିପଦ ଜୋନ୍‌ରେ

ଜୋଷୀମଠ, ୧୭।୧: ଉତ୍ତରାଖଣ୍ଡ ଚମୋଲି ଜିଲାର ଜୋଷୀମଠ ସହର ଦିନକୁ ଦିନ ଦବିବାରେ ଲାଗିଛି। ସହରର ୮୪୯ ବିଲ୍ଡିଂରେ ଫାଟ ଦେଖାଯାଇଥିବାବେଳେ ୧୬୫ଟି ବିଲ୍ଡିଂ ବିପଦସଙ୍କୁଳ ଜୋନ୍‌ରେ…

କୋଭିଡ୍‌ ଟିକାରେ ପାର୍ଶ୍ୱପ୍ରତିକ୍ରିୟା

ମୁମ୍ବାଇ,୧୭ା୧ (ଆଇଏଏନ୍‌ଏସ୍‌):ପ୍ରାୟ ୩ବର୍ଷ ହେଲା କୋଭିଡ୍‌ ମହାମାରୀ କଲବଲ କରିଚାଲିଛି। ବିଶ୍ୱରେ ଏବେ ବି କେଉଁଠି ନା କେଉଁଠି ଆତଙ୍କର ପରିବେଶ ରହିଛି। ଏହି ମାରାତ୍ମକ ଭୂତାଣୁ…

ନ୍ୟାୟପାଳିକା ଅକ୍ତିଆର ଲାଗି ଉଦ୍ୟମ: କଂଗ୍ରେସ

ନୂଆଦିଲ୍ଲୀ,୧୭।୧: କେନ୍ଦ୍ର ସରକାର ନ୍ୟାୟପାଳିକାକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବା ଲାଗି ଚାହୁଁଛନ୍ତି। ସେଥିପାଇଁ ଯୋଜନାବଦ୍ଧ ଢଙ୍ଗରେ ବିବାଦ ସୃଷ୍ଟି କରାଯାଉଛି ବୋଲି ସୋମବାର କଂଗ୍ରେସ ଅଭିଯୋଗ କରିଛି।…

ମମତା ବାନାର୍ଜୀଙ୍କ ପ୍ରଧାନମନ୍ତ୍ରୀ ହେବାର ସାମର୍ଥ୍ୟ ରହିଛି: ଅମର୍ତ୍ତ୍ୟ ସେନଙ୍କ ମନ୍ତବ୍ୟ ଉପରେ ଜବାବ ରଖିଲେ ଦିଦି

କୋଲକତା,୧୭।୧: ନିକଟରେ ନୋବେଲ ପୁରସ୍କାର ବିଜେତା ଅମର୍ତ୍ତ୍ୟ ସେନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବାର ସାମର୍ଥ୍ୟ ରହିଛି ବୋଲି କହିଛନ୍ତି। ମମତା…

ବ୍ରିଟିଶ ସଂସଦରେ ନିୟୋଜିତ ପୋଲିସକର୍ମୀ ମାନିଲେ ନିଜର ଭୁଲ, ୨୦ ବର୍ଷରେ ୧୨ ମହିଳାଙ୍କସହ ୮୦ ଥର କରିଛନ୍ତି ବଳାତ୍କାର

ଲଣ୍ଡନ,୧୭ ।୧: ପୋଲିସକର୍ମୀ ଡେଭିଡ କୌରିକ ସୋମବାର କହିଛନ୍ତି କି ସେ ତାଙ୍କ ସେବାକାଳ ମଧ୍ୟରେ ୨୦ ବର୍ଷ ଭିତରେ ୧୨ ଜଣ ମହିଳାଙ୍କ ସହ ପ୍ରାୟ…