ବାୟୁସେନା ସୁଖୋଇ ୩୦-ମିରାଜ ୨୦୦୦ ବିମାନ ଦୁର୍ଘଟଣା, ଜଣେ ପାଇଲଟ ଶହୀଦ…

ଭୋପାଳ,୨୮।୧ : ମଧ୍ୟପ୍ରଦେଶର ମୋରେନାଠାରେ ଏକ ଭୟଙ୍କର ଦୁର୍ଘଟଣାରେ ଦୁଇଟି ବାୟୁସେନା ଯୁଦ୍ଧ ବିମାନ ସୁଖୋଇ ୩୦ ଏବଂ ମିରାଜ ୨୦୦୦ ଦୁର୍ଘଟଣାଗ୍ରସ୍ତ ହୋଇଛି। ଉଭୟ ବିମାନ…

ଭାରତ-ଚାଇନା ଆମେରିକା ୟୁରୋପୀୟ ଦେଶଠାରୁ ଆଗୁଆ: ରୁଷିଆ…

ମସ୍କୋ/ନୂଆଦିଲ୍ଲୀ,୨୮।୧ : ରୁଷିଆ ପୁଣିଥରେ ଭାରତ ଏବଂ ଚାଇନାକୁ ପ୍ରଶଂସା କରିଛି। ଏହାକୁ ନେଇ ଆମେରିକା ଏବଂ ୟୁରୋପୀୟ ଦେଶଗୁଡିକର ଚିନ୍ତା ବଢ଼ିବାରେ ଲାଗିଛି। ରୁଷିଆର ବୈଦେଶିକ…

ଝିଅର ଝଲକ ଦେଖାଇଲେ ବିପାଶା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ବିପାଶା ବସୁ ଓ ଅଭିନେତା କରଣ ସିଂ ଗ୍ରୋଭର ଏକ କ୍ୟୁଟ କନ୍ୟା ସନ୍ତାନର ମମି-ପାପା ହୋଇ ସାରିଛନ୍ତି । ସମୟ ସମୟରେ…

ଆର୍ଥିକ ସଙ୍କଟ ମଧ୍ୟରେ ପାକିସ୍ତାନ ଅର୍ଥମନ୍ତ୍ରୀଙ୍କ ବଡ ବୟାନ

ଇସଲାମାବାଦ,୨୮ ।୧: ପାକିସ୍ତାନ ଏବେ କାଙ୍ଗାଳ ହୋଇଯାଇଥିଲେ ବି ଏବେ ପର୍ଯ୍ୟନ୍ତ ତା’ର ମନ୍ତ୍ରୀଙ୍କର ବୟାନ ବାଜି ବନ୍ଦ ହେଉନାହିଁ । ନିକଟରେ ମିଳିଥିବା ସୂଚନା ଅନୁଯାୟୀ,…

ଅଟୋ ଓଲଟି ଜଣେ ମୃତ, ଦୁଇ ଗୁରୁତର

ରାୟଗଡ଼ା,୨୮।୧(ସ୍ବ.ପ୍ର.): ରାୟଗଡ଼ା ଜିଲା କୁମ୍ଭିକୋଟା ଫାଣ୍ଡି ଅନ୍ତର୍ଗତ ତଳସାଙ୍କେଶ ଗାଁ ନିକଟରେ ଏକ ଯାତ୍ରୀବାହୀ ଅଟୋ ଓଲଟି ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହ ଆଉ ଦୁଇ…

୨୧୯ କୋଟି ଆୟ କଲା ‘ପଠାନ’

ନୂଆଦିଲ୍ଲୀ: ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ ଏବଂ ଦୀପିକା ପାଦୁକୋନ୍‌ ଅଭିନୀତ ଚଳଚ୍ଚିତ୍ର ‘ପଠାନ’ ଗ୍ଲୋବାଲ ବକ୍ସ ଅଫିସ୍‌ରେ ରେକର୍ଡ ସୃଷ୍ଟି କରିଛି। ଦୁଇ ଦିନରେ ଏହାର ଆୟ…

ଜୀବନ ବଦଳାଇ ଦେଲା କୁକୁର, ପାଲଟିଲେ କୋଟିପତି

ଲୋକମାନେ ବିଭିନ୍ନ ପ୍ରକାରର କାମ କରି ଟଙ୍କା ରୋଜଗାର କରନ୍ତି। ତଥାପି କିଛି ଲୋକଙ୍କ କାର୍ଯ୍ୟ ଏପରି ହୋଇଥାଏ ଯାହା ଶୁଣି ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଏମିତି…

ଧ୍ୱଂସର ନିକଟତର ହେଉଛି ପୃଥିବୀ: ଡୁମ୍ସଡେ କ୍ଲକ୍‌ରେ କମିଲା ୧୦ ସେକେଣ୍ଡ

ନ୍ୟୁୟର୍କ: ଡୁମ୍‌ସଡେ କ୍ଲକ୍‌ ବିଷୟରେ ବୈଜ୍ଞାନିକମାନେ ଏକ ବଡ଼ ଘୋଷଣା କରିଛନ୍ତି। ସମଗ୍ର ବିଶ୍ୱରେ ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶୀର୍ଷ ଆଣବିକ ବୈଜ୍ଞାନିକମାନେ ତିନି ବର୍ଷ…

ଭାରତ ଆମର ସଂସ୍କୃତି-ସମ୍ଭାବନାର ଅଭିବ୍ୟକ୍ତି: ପ୍ରଧାନମନ୍ତ୍ରୀ…

ଜୟପୁର,୨୮।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜସ୍ଥାନର ଭିଲୱାରାସ୍ଥିତ ମାଲସେରୀ ଡୁଙ୍ଗରି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ପ୍ରଧାନମନ୍ତ୍ରୀ ଭଗବାନ ଦେବନାରାୟଣଙ୍କର ୧୧୧୧ ତମ ଜନ୍ମ ବାର୍ଷିକୀ ଅବସରରେ…

୧୯ ବର୍ଷରୁ କମ୍‌ ମହିଳା ଟି୨୦ ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ

ପୋଶ୍ଚେଫଷ୍ଟ୍ରୁମ୍‌ (ଦକ୍ଷିଣ ଆଫ୍ରିକା), ୨୮।୧(ପି.ଟି.): ଓପନର ଶ୍ୱେତା ଶେରାଓ୍ବତଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପାର୍ଶଭି ଚୋପ୍ରାଙ୍କ ୩ ଉଇକେଟ ସଫଳତାକୁ ପାଥେୟ କରି ଭାରତ ୮ ଉଇକେଟରେ…