ବାରଣ ସତ୍ତ୍ୱେ ଟିସ୍‌ ଛାତ୍ରୀଛାତ୍ର ଦେଖିଲେ ବିବିସି ଡକୁମେଣ୍ଟାରି

ମୁମ୍ବାଇ: ୨୯।୧: ବ୍ରିଟିଶ୍‌ ବ୍ରଡ୍‌କାଷ୍ଟିଂ କର୍ପୋରେଶନ୍‌ (ବିବିସି) ପକ୍ଷରୁ ପ୍ରସ୍ତୁତ ଡକ୍ୟୁମେଣ୍ଟାରିକୁ ନେଇ ବିବାଦ ଥମିବାର ନାଁ ନେଉନାହିଁ। ୨୦୦୨ ଗୁଜରାଟ ଦଙ୍ଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଇଣ୍ଟରଭ୍ୟୁ ନେବାବେଳେ ଏଚ୍‌ଆର୍‌ଙ୍କ ଚାକିରି ଚାଲିଗଲା

ଓ୍ବାଶିଂଟନ୍‌,୨୯।୧: ବିଭିନ୍ନ ଆଇଟି କମ୍ପାନୀ ଏବେ କର୍ମଚାରୀମାନଙ୍କୁ ଛଟେଇ କରିବାରେ ଲାଗିଛନ୍ତି। ତେବେ ଏହି ସୂଚୀରୁ ଗୁଗଲ୍‌ ବାଦ୍‌ ପଡ଼ିନାହିଁ । କମ୍ପାନୀରୁ ଗୁଗଲ୍‌ ପାଖାପାଖି ୧୨,୦୦୦…

କୁକୁରକୁ ମାରିବା ନେଇ ୨ ଯୁବକଙ୍କ ନାଁରେ ମାମଲା

ଉଡୁପି, ୨୯ା୧: କୁକୁରକୁ ନିର୍ମମ ଭାବେ ହତ୍ୟା କରିବା ନେଇ ଶନିବାର କର୍ନାଟକ ଉଡୁପି ପୋଲିସ ଦୁଇ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିଛି। ବଣ୍ଟାକାଲସ୍ଥିତ ଶ୍ରୀ…

ହକି ବିଶ୍ୱକପ୍‌: ଆଜି ଟାଇଟଲ ଟକ୍କର

ଭୁବନେଶ୍ୱର, ୨୯ା୧: ଚଳିତ ହକି ବିଶ୍ୱକପ୍‌ର ମେଗା ଫାଇନାଲ ରବିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ପରସ୍ପରର ସମ୍ମୁଖୀନ ହେବେ ୟୁରୋପର ଦୁଇ ପାଓ୍ବାର ହାଉସ ଜର୍ମାନୀ…

ଇରାନର ଇସଫାହାନ ସହରରେ ଡ୍ରୋନ୍ ଆକ୍ରମଣ, ଟାର୍ଗେଟରେ ମିଲିଟ୍ରି ସାଇଟ

ତେହେରାନ,୨୯ ।୧: ଇରାନର ସେଣ୍ଟ୍ରାଲ ସହର ଇସଫାହାନରେ ଡ୍ରୋନ୍ ଆକ୍ରମଣ କରାଯାଇଛି । ଏହି ସମୟରେ ଏକ ସାମରିକ କାରଖାନାରେ ଖୁବ ଜୋରରେ ଶବ୍ଦ ଶୁଣାଯାଇଥିଲା ।…

ମାଆଙ୍କ ପରଲୋକ ପରେ ଭାଙ୍ଗିପଡିଛନ୍ତି ରାକ୍ଷି

ମୁମ୍ବାଇ: ‘ବିଗ ବସ’ ଫେମ ଅଭିନେତ୍ରୀ ରାକ୍ଷି ସାୱନ୍ତଙ୍କ ମାଆ ଜୟାଙ୍କର ଶନିବାର ରାତିରେ ପରଲୋକ ହୋଇଛି । ବ୍ରେନ ଟ୍ୟୁମରେ ପୀଡ଼ିତ ଥିବା ଜୟାଙ୍କର ଦୀର୍ଘଦିନ…

ଟଣକାସାହି ସଂରକ୍ଷିତ ଜଙ୍ଗଲରେ ନିଆଁ

ଉଦଳା,୨୯।୧ (ଡି.ଏନ.ଏ): ଶୀତ ନ ସରୁଣୁ ବିଭିନ୍ନ ଜଙ୍ଗଲରେ ଏବେ ନିଅଁା ଲାଗୁଥିବା ଦେଖିବାକୁ ମିଳୁଛି। ୬ ଦିନ ପୂର୍ବେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ…

ଗୁଜରାଟରେ ପୁଣି ପେପର ଲିକ୍‌, ଜୁନିୟର କ୍ଲର୍କ ଭର୍ତ୍ତି ପରୀକ୍ଷା ରଦ୍ଦ

ଗାନ୍ଧୀନଗର,୨୯ ।୧: ଗୁଜରାଟରେ ପୁଣିଥରେ ପେପର ଲିକ୍ ହୋଇଥିବା ଖବର ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ୨୯ ଜାନୁୟାରୀ ଅର୍ଥାତ୍ ରବିବାର ହେବାକୁ ଥିବା…

ତ୍ରିପୁରାରେ ଭାଜପା ୫୫, ସହଯୋଗୀ ଆଇପିଏଫଟି ୫ ଆସନରେ ଲଢିବେ ନିର୍ବାଚନ, ପ୍ରାର୍ଥିପତ୍ର ଦାଖଲ ପାଇଁ ରହିଛି ମାତ୍ର ଦୁଇଦିନ

ଅଗରତାଲା,୨୯ ।୧: ଭାରତୀୟ ଜନତା ପାର୍ଟି(ଭାଜପା) ତ୍ରିପୁରାରେ ଅଗାମୀ ୧୬ ଫେବୃୟାରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଲାଗି ପୁରୁଣା ସହଯୋଗୀ ଇଣ୍ଡିଜେନସ ଫିପୁଲ୍ସ ଫ୍ରଣ୍ଟ ଅଫ…