ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଲିଗଲା ଦମ୍ପତିଙ୍କ ଜୀବନ

ଖୋର୍ଦ୍ଧା ଅଫିସ,୧୭ା୧୨: ଷୋହଳ ନଂ ଜାତୀୟ ରାଜପଥ ଦୀକ୍ଷିତପଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବିଦ୍ୟୁତ୍‌ଖୁଣ୍ଟ ବୋଝେଇ ଟ୍ରକ୍‌କୁ ବାଇକ୍‌ ପଛପଟୁ ଧକ୍କା ଦେବାରୁ…

ଷ୍ଟିଫେନଙ୍କ ପାଇଁ ଏମିତି ଲେଖିଲେ ପ୍ରିୟଙ୍କା

ମୁମ୍ବାଇ: ହଲିଉଡ୍‌ର ପ୍ରସିଦ୍ଧ ଅଭିନେତା, ଡ୍ୟାନ୍ସର ତଥା ଡିଜେ ଷ୍ଟିଫେନ ବସ୍‌ ୪୦ ବର୍ଷରେ ଦୁନିଆକୁ ଅଲବିଦା କହିଛନ୍ତି। ସେ ନିଜେ ତାଙ୍କ ମୁଣ୍ଡକୁ ଗୁଳି କରି…

ଭାରତରେ ହେବନାହିଁ ୨୦୨୩ ବିଶ୍ୱକପ୍‌? ଆଇସିସି-ବିସିସିଆଇ ମଧ୍ୟରେ ବିବାଦ ବଢ଼ିଲା…

ନୂଆଦିଲ୍ଲୀ,୧୭।୧୨: ଆଇସିସି ଦିନିକିଆ ବିଶ୍ୱକପ୍‌ ୨୦୨୩ ଭାରତରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ହେଲେ ଏବେ ଭାରତର ହୋଷ୍ଟିକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। କାରଣ ଭାରତରେ…

ଯୁଦ୍ଧରେ ଜିତିବୁ ଅବା ପୃଥିବୀ ଧ୍ୱଂସ ହେବ: ପୁଟିନଙ୍କ ନିକଟତମ ବ୍ୟକ୍ତିଙ୍କ ଦାବି…

ମସ୍କୋ,୧୭।୧୨ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତମ ଜଣେ ବ୍ୟକ୍ତି ରୁଷ-ୟୁକ୍ରେନ ଯୁଦ୍ଧ ନେଇ ଏକ ବଡ଼ ଦାବି କରିଛନ୍ତି। ପୁଟିନଙ୍କ ପ୍ରମୁଖ ସହାୟକ ଆଲେକ୍ସଜାଣ୍ଡାର୍‌…

ରାହୁଲ ଚାଇନା-ପାକିସ୍ତାନକୁ କରୁଛନ୍ତି ସମର୍ଥନ: ନଡ୍ଡା…

ନୂଆଦିଲ୍ଲୀ,୧୭।୧୨ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶନିବାର ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ରାହୁଲ ଚାଇନା ଏବଂ…

ଏୟାରଟେଲ୍‌ର ଜବରଦସ୍ତ ପ୍ଲାନ୍‌: ଗୋଟିଏ ରିଚାର୍ଜରେ ଚାଲିବ ୪ ଲୋକଙ୍କ ସିମ୍‌, ସାଥିରେ ନେଟ୍‌ଫ୍ଲିକ୍ସ-ହଟ୍‌ଷ୍ଟାର ବି…

ନୂଆଦିଲ୍ଲୀ,୧୭।୧୨: ଦେଶର ଦ୍ୱିତୀୟ ବୃହତ ଟେଲିକମ୍‌ କମ୍ପାନୀ ହେଉଛି ଭାରତୀ ଏୟାରଟେଲ। କମ୍ପାନୀ ଏହାର ଗ୍ରାହକମାନଙ୍କୁ ଅନେକ ପ୍ରକାର ପ୍ଲାନ୍‌ ଉପଲବ୍ଧ କରାଇଥାଏ। ସେଥିମଧ୍ୟରୁ ଦୁଇଟି ଏପରି…

ପୃଥିବୀର ଜଳ ପରୀକ୍ଷା ପାଇଁ ଉପଗ୍ରହ ପଠାଇଲା ନାସା

ଓ୍ବାଶିଂଟନ,୧୭ା୧୨: ନାସା ପୃଥିବୀର ହ୍ରଦ, ନଦୀ, ଜଳଭଣ୍ଡାର ଏବଂ ମହାସାଗରର ଜଳ ପରୀକ୍ଷା  ପାଇଁ ଏକ ଉପଗ୍ରହ ଉତ୍‌କ୍ଷେପଣ କରିଛି। କାଲିଫର୍ନିଆର ଭାଣ୍ଡେନବର୍ଗ ସ୍ପେସ ଫୋର୍ସ ବେସ୍‌ରୁ…

‘କୁତ୍ତେ’ରେ ଅର୍ଜୁନଙ୍କ ନୂଆ ଲୁକ

ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ମୁଭି ‘କୁତ୍ତେ’ ଏବେ ଖୁବ୍ ଚର୍ଚ୍ଚାରେ । ପ୍ରଥମ ଦିନରୁ ହିଁ ଏହି ମୁଭି ତା’ର ଟାଇଟଲକୁ ନେଇ ଚର୍ଚ୍ଚାରେ…

ରାଶିଫଳ: ରବିବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମ ତ୍ୱରାନ୍ୱିତ କରିବେ। କୃତ୍ତିକା ନକ୍ଷତ୍ର ଉପସ୍ଥିତ ବୁଦ୍ଧି ଖଟାଇ ବିବାଦୀୟ ପରିସ୍ଥିତିକୁ…

ହେଲିକପ୍ଟର ଚଢ଼ି ମନ୍ଦିର ଗଲେ ବ୍ୟବସାୟୀ, ଆଉ ତା’ ପରେ…

ଭାରତ ହେଉଛି ପୂଜା ପରମ୍ପରା ଏବଂ ରୀତିନୀତିର ଦେଶ। ଯେଉଁଠାରେ ଭଗବାନଙ୍କୁ ସ୍ମରଣ କରି ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ ହୋଇଥାଏ। ସେ ଯେତେ ବଡ଼ ବ୍ୟବସାୟୀ…