ଜୁନିୟର ଦଳର ବୃହତ ବିଜୟ

ଭୁବନେଶ୍ୱର,୨୭ା୧୨(ସ୍ପୋଟର୍‌ସ ବ୍ୟୁରୋ): ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଭାରତ ଜୁନିୟର ହକି ଦଳ କୋରିଆ ବିପକ୍ଷରେ ବୃହତ ବିଜୟ ହାସଲ କରିଛି। ଅଧିନାୟକ ଉତ୍ତମ ସିଂ(୪୦…

ମହିଳାଙ୍କୁ କରାଯାଏ ଅସୁନ୍ଦର

ନୂଆଦିଲ୍ଲୀ: ବିଶ୍ୱରେ ଅନେକ ପ୍ରକାରର ଜନଜାତି ରହିଛନ୍ତି। ସେମାନଙ୍କର ମଧ୍ୟ କିଛି ପରମ୍ପରା ରହିଛି। ପୂର୍ବ ଆଫ୍ରିକାରେ ରହୁଥିବା ମୁର୍ସି ଟ୍ରାଇବ୍‌ଙ୍କ କିଛି ଏପରି ପରମ୍ପରା ରହିଛି,…

ଦମ୍ପତିଙ୍କ ଚୁମ୍ବନ ବେଳର ଏମ୍‌ଆର୍‌ଆଇ

ଆମ୍‌ଷ୍ଟରଡ୍ୟାମ୍‌: ନିକଟରେ ଏକ ଆମ୍‌ଆର୍‌ଆଇ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଏକ ଦମ୍ପତିଙ୍କୁ ଏମ୍‌ଆର୍‌ଆଇରେ ଚୁମ୍ବନ କରୁଥିବା ଦେଖିବାକୁ ମିଳିଛି। ଚୁମ୍ବନ ସମୟରେ…

ଚାଇନାରେ କରୋନା ସ୍ଥିତି ଭୟଙ୍କର: ଝେଜିଆଙ୍ଗରେ ଗୋଟିଏ ଦିନରେ ଏକ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ବେଜିଂ,୨୭।୧୨: ଚାଇନାରେ କରୋନା ସ୍ଥିତି ଭୟଙ୍କର ହୋଇଛି। ଦେଶର ବିଭିନ୍ନ ସ୍ଥାନରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ଝେଜିଆଙ୍ଗ ପ୍ରଦେଶରେ ଗୋଟିଏ ଦିନରେ ଏକ…

ଫ୍ୟାନ୍ସଙ୍କୁ ଟ୍ରିପ୍‌ରେ ପଠାଇବେ ବିଜୟ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ବିଜୟ ଦେବରକୋଣ୍ଡା ତାଙ୍କ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି କରିଥା’ନ୍ତି। ତେବେ ସେ ଏହି ବଡ଼ଦିନରେ ଫ୍ୟାନ୍ସଙ୍କୁ ଏକ ଗିଫ୍ଟ ଦେଇ…

୧୦ ଘଣ୍ଟାରେ ୧୨୦ କି.ମି. ପହଁରିଲା ମହାବଳ

ଦିଶପୁର: ଏକ ବାଘ ନଦୀରେ ପହଁରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଇଏଫ୍‌ଏସ୍‌ ଅଫିସର ସୁଶାନ୍ତ ନନ୍ଦ ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର…

ଔଷଧ କମ୍ପାନୀରେ ଲାଗିଲା ନିଆଁ: ଚାଲିଗଲା ୪ ଜୀବନ

ହାଇଦ୍ରାବାଦ୍‌,୧୭।୧୨: ଆନ୍ଧ୍ରପ୍ରଦେଶର ଆନାକାପାଲରେ ଅବସ୍ଥିତ ଏକ ଫାର୍ମାସ୍ୟୁଟିକାଲ କମ୍ପାନୀରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ପ୍ରରଓ୍ବାଡା…

‘ଡିଏସ୍‌ପି ହର୍‌ ଘର୍‌ ହାପି ଅଫର’

ନୂଆଦିଲ୍ଲୀ,୨୭।୧୨: ଦେଶର ପ୍ରମୁଖ ସିମେଣ୍ଟ କମ୍ପାନୀ ‘ଡାଲମିଆ ସିମେଣ୍ଟ (ଭାରତ) ଲିମିଟେଡ’ (ଡିସିବିଏଲ) ପକ୍ଷରୁ ‘ଡିଏସ୍‌ପି ହର୍‌ ଘର୍‌ ହାପି ଅଫର’ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି…

ଡିଭାଇଡର ଭାଙ୍ଗି ପେଟ୍ରୋଲ ପମ୍ପକୁ ରାସ୍ତା

କେନ୍ଦୁଝର,୨୭ା୧୨(ସ୍ବ.ପ୍ର.):କେନ୍ଦୁଝର ଜିଲା ଘଟଗାଁ ବ୍ଲକ୍‌ ଅନ୍ତର୍ଗତ ପିପିଳିଆ ନିକଟରେ ଏନ୍‌ଏଚ୍‌ ୨୦ କଡ଼ରେ ଥିବା ଏକ ପେଟ୍ରୋଲ ପମ୍ପକୁ ଗାଡ଼ି ଚଳାଚଳ ପାଇଁ ଜାତୀୟ ରାଜପର ୨୦ର…

ଜମି ରହୁଛି ବନ୍ୟାପାଣି, ଚାଷୀ କ୍ଷତିଗ୍ରସ୍ତ

ଯାଜପୁର ଅଫିସ/ପ୍ରୀତିପୁର (ଡି.ଏନ.ଏ.),୨୭ା୧୨:ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅଞ୍ଚଳର ଅଧିକାଂଶ ଚାଷୀ ପ୍ରାୟ ପ୍ରତିବର୍ଷ ଛୋଟବଡ଼ ବନ୍ୟା ଯୋଗୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏଥିଯୋଗୁ ଚାଷୀମାନଙ୍କ ଆର୍ଥିକ ସ୍ଥିତି…