ରାଜସ୍ବ ଆଦାୟ ଅଭିବୃଦ୍ଧି ୫.୬%

ଭୁବନେଶ୍ୱର,୫।୧(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ(୨୦୨୨-୨୩)ର ତୃତୀୟ ୩ ମାସରେ ରାଜ୍ୟର ଆର୍ଥିକ ସ୍ଥିତି ପ୍ରଗତିଶୀଳ ରହିଛି। ୨୦୨୨ ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ରାଜସ୍ବ ଆଦାୟ ୧,୦୧,୧୧୯…

୧୭ରୁ ଘରୋଇ ବସ୍‌ ଧର୍ମଘଟ

ଭୁବନେଶ୍ୱର,୫ା୧(ବ୍ୟୁରୋ): ଦାବି ପୂରଣ ନେଇ ନିଖିଳ ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ ପୁଣି ସରକାରଙ୍କୁ ଚେତାବନୀ ଦେଇଛି। ଆସନ୍ତା ୧୬ ତାରିଖ ସୁଦ୍ଧା ଦାବି ପୂରଣ…

ବ୍ରିଟେନ ରାଜାଘରେ କଳି: ଯୁବରାଜ ଓ୍ବଲିୟମ-ହ୍ୟାରି ହାତାହାତି ନେଇ ଚର୍ଚ୍ଚା…

ଲଣ୍ଡନ,୫।୧ : ଜାନୁଆରୀ ୧୦ ରେ ପ୍ରକାଶିତ ହେବାକୁ ଥିବା ତାଙ୍କ ଆତ୍ମଜୀବନୀ ‘ସ୍ପେୟାର’ରେ ପ୍ରିନ୍ସ ହ୍ୟାରି ତାଙ୍କ ବ୍ୟକ୍ତିଗତ ଜୀବନର ଆଶ୍ଚର୍ଯ୍ୟଜନକ ଘଟଣା ବିଷୟରେ ବିସ୍ତୃତ…

୧୨୨ ବର୍ଷ ମଧ୍ୟରେ ୨୦୨୨ ଡିସେମ୍ବରରେ ସର୍ବାଧିକ ତାତି…

ନୂଆଦିଲ୍ଲୀ,୫।୧ : ଗତ ୨୦୨୨ ଡିସେମ୍ବର ୧୨୨ ବର୍ଷ ମଧ୍ୟରେ ଭାରତରେ ସବୁଠାରୁ ଉତ୍ତପ୍ତ ଥିଲା । ଡିସେମ୍ବରରେ ଦେଶର ତିନୋଟି ସର୍ବୋଚ୍ଚ ତାପମାତ୍ରା, ସର୍ବନିମ୍ନ ତାପମାତ୍ରା…

‘ପଠାନ’ ପୋଷ୍ଟର ଫାଡିଲେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତା

ଅହମ୍ମଦାବାଦ୍‌,୫।୧: ଗୁଜରାଟର ଅହମ୍ମଦାବାଦରେ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ର ପ୍ରମୋଶନ ସମୟରେ ଉତ୍ତେଜନା ଦେଖାଦେଇଛି। ବଜରଙ୍ଗ ଦଳର କିଛି କାର୍ଯ୍ୟକର୍ତ୍ତା ଏକ ମଲ ଭିତରକୁ ଯାଇ ସେଠାରେ…

ଆଜି କ୍ରିକେଟ୍‌ ଇତିହାସରେ ଏକ ଖାସ୍‌ ଦିନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୫।୧: ଜାନୁୟାରୀ ୫ କ୍ରିକେଟ ଇତିହାସରେ ଅତ୍ୟନ୍ତ ସ୍ବତନ୍ତ୍ର। ୫୨ ବର୍ଷ ପୂର୍ବେ ଆଜି ଅର୍ଥାତ୍‌ ଜାନୁଆରୀ ୧୯୭୧ରେ ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଥିଲା। ମେଲବୋର୍ନ କ୍ରିକେଟ…

ଫେବୃୟାରୀ ୨୧ରୁ ଓସିଏସ୍‌ ମେନ୍‌ ପରୀକ୍ଷା

କଟକ ଅଫିସ,୫ା୧:ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ୍‌)-୨୦୨୧ ମେନ୍‌ ପରୀକ୍ଷା ଆସନ୍ତା ଫେବୃୟାରୀ ୨୧ରୁ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ହେବ। ଏ…

ଦେଶର ୫.୭ କୋଟି ଲୋକ ଫଙ୍ଗାଲ ସମସ୍ୟାରେ ପୀଡିତ…

ନୂଆଦିଲ୍ଲୀ,୫।୧ : ଦେଶର ୫.୭ କୋଟି ଜନସଂଖ୍ୟା ଗୁରୁତର ଫଙ୍ଗାଲ ସମସ୍ୟାରେ ପୀଡିତ। ଦେଶର ବିଭିନ୍ନ ମେଡିକାଲ ଅନୁଷ୍ଠାନ ଦ୍ୱାରା କରାଯାଇଥିବା ଏକ ସମୀକ୍ଷା ଅଧ୍ୟୟନରେ ଏହି…

ଛୁଟିରେ ସ୍କୁଲ ପରିସରରୁ କାଟିନେଲେ ୧୦୬ ଗଛ

ନବରଙ୍ଗପୁର,୫ା୧(ବି.ପ୍ର.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ କୁକୁଡ଼ାବାଇ ଇନ୍ଦିରା ପ୍ରିୟଦର୍ଶିନୀ ଉଚ୍ଚ ବିଦ୍ୟାଳୟ ପରିସରରେ ବର୍ଷ ବର୍ଷ ଧରି ଠିଆ ହୋଇଥିବା ୧୦୦ରୁ ଊର୍ଦ୍ଧ୍ୱ ଗଛ କାଟି ନିଆଯାଇଛି।…

୧୨୦ ବର୍ଷ ପରେ ଖୋଲିବ ସୂର୍ଯ୍ୟମନ୍ଦିର ଗର୍ଭଗୃହ

କୋଣାର୍କ, ୫ା୧(ଡି.ଏନ୍‌.ଏ):୧୩ ଶହ ଶତାବ୍ଦୀରେ ନିର୍ମିତ ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହ ଦୀର୍ଘ ୧୨୦ ବର୍ଷ ପରେ ପୁଣି ଖୋଲାଯିବ। ଗର୍ଭଗୃହରୁ ବାଲି କଢ଼ାଯିବା ପାଇଁ…