ନେତନ୍ୟ୍ୟାହୁଙ୍କୁ ବଞ୍ଚାଇବାକୁ ନୂଆ ଆଇନ ପାସ୍‌, ସଡ଼କରେ ବିରୋଧ ପ୍ରଦର୍ଶନ ଜାରି

ତେଲ ଆଭିବ,୨୪ ।୩: ଇସ୍ରାଏଲ ସଂସଦରେ ଗୁରୁବାର ନ୍ୟାୟପାଳିକାରେ ଆମୁଳ-ଚୁଳ ପରିବର୍ତ୍ତନ ପାଇଁ ପ୍ରସ୍ତାବିତ କିଛି ବିବାଦୀୟ ଆଇନ ମଧ୍ୟରୁ ପ୍ରଥମ ଆଇନକୁ ପାରିତ କରିଛନ୍ତି ।…

ଭାରତ ଗସ୍ତରେ ଆସିଥିବା ଅଜୟ ବଙ୍ଗା କରୋନା ପଜିଟିଭ

ନୂଆଦିଲ୍ଲୀ,୨୪ ।୩: ବିଶ୍ୱ ବ୍ୟାଙ୍କର ଅଧ୍ୟକ୍ଷ ପଦ ପାଇଁ ନୋମିନେଟ ହୋଇଥିବା ଭାରତୀୟ ଅଜୟ ବଙ୍ଗା ବିଶ୍ୱ ଗସ୍ତର ଶେଷ ପର୍ଯ୍ୟାୟରେ ଦୁଇ ଦିନିଆ ଭାରତ ଗସ୍ତରେ…

ମହାନଦୀରେ ବୁଡ଼ି ଚାଲିଗଲା ଜୀବନ

ବୌଦ୍ଧ, ୨୩।୩(ସ୍ବ.ପ୍ର): ବୌଦ୍ଧ ସହରର ଚନ୍ଦ୍ରଚୂଡ ଘାଟରେ ମହାନଦୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଚନ୍ଦ୍ରଚୂଡଘାଟକୁ ଜଣେ ଯୁବକ ଗାଧୋଇବାକୁ ଯାଇଥିବାବେଳେ ସେ ପାଣିରେ…

କନ୍ନଡ ଅଭିନେତା ଚେତନଙ୍କୁ ମିଳିଲା ଜାମିନ

ବେଙ୍ଗାଲୁରୁ,୨୩।୩: ହିନ୍ଦୁତ୍ୱକୁ ନେଇ ବିବାଦୀୟ ଟୁଇଟ ପ୍ରସଙ୍ଗରେ ଗିରଫ ହୋଇଥିବା କନ୍ନଡ ଅଭିନେତା ଚେତନ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଗୁରୁବାର ବେଙ୍ଗାଲୁରୁର ୧୩ ଏସିଏମ୍‌ଏମ୍‌ କୋର୍ଟ ତାଙ୍କୁ…

ଆଇପିଏଲ୍‌ ଖେଳିିବାକୁ ବେୟାରଷ୍ଟୋଙ୍କୁ ମିଳୁନି ଅନୁମତି

ନୂଆଦିଲ୍ଲୀ,୨୩।୩: ଇଂଲଣ୍ଡର ଷ୍ଟାର ବ୍ୟାଟର ଜନ୍ନି ବେୟାରଷ୍ଟୋ ଚଳିତ ବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଖେଳିିବେ ନାହିଁ। ମାର୍ଚ୍ଚ ୩୧ରେ ଆରମ୍ଭ ହେବାକୁଥିବା ହାଇପ୍ରୋଫାଇଲ ଟି୨୦…

କାଲିଫର୍ନିଆ ଝଡ଼ରେ ଉଡ଼ିଗଲା ଘରର ଛାତ: ବିନା ବିଜୁଳିରେ ଜୀବନ ବିତାଉଛନ୍ତି ୯୦ହଜାର

ଲସ୍‌ଏଞ୍ଜେଲ୍ସ, ୨୩। ୩: ଆମେରିକା କାଲିଫର୍ନିଆର ଦକ୍ଷିଣାଞ୍ଚଳରେ ବୁଧବାର ଭୀଷଣ ଝଡ଼ ପ୍ରଭାବରେ ଅନେକ ଘରର ଛାତ ଉଡ଼ିଯାଇଛି। ଲସ୍‌ଏଞ୍ଜେଲ୍ସ ନିକଟରେ ଅବସ୍ଥିତ ମୋଣ୍ଟୋବେଲ୍ଲା ସହରରେ ଝଡ଼ର…

ଗୁଳି ବିନିମୟ ବେଳେ ୫ ମାଓବାଦୀଙ୍କୁ ଧରିଲା ପୋଲିସ

ମାଲକାନଗିରି,୨୩।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକମାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟ ବେଳେ ଛତ୍ରଭଙ୍ଗ ଦେଉଥିବା ମାଓବାଦୀମାନଙ୍କ ମଧ୍ୟରୁ ପୋଲିସ ୫…

ପାଓ୍ବାରଙ୍କ ଘରେ ବସିଲା ବିରୋଧୀ ନେତାଙ୍କ ବୈଠକ: ସାମିଲ ହେଲାନି ଟିଏମ୍‌ସି

ନୂଆଦିଲ୍ଲୀ,୨୩।୩: ଇଭିଏମ୍‌ ପ୍ରସଙ୍ଗକୁ ନେଇ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ବାସଭବନରେ ଗୁରୁବାର ବିରୋଧି ନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସମାଜବାଦୀ ପାର୍ଟିର…

ଅମ୍ରିତ୍‌ପାଲଙ୍କୁ ଆଶ୍ରୟ ଦେଇଥିବା ମହିଳା ଗିରଫ

ଚଣ୍ଡିଗଡ଼,୨୩ା୩: ପୋଲିସକୁ ଚକ୍‌ମା ଦେଇ ଫେରାର ଥିବା ଖଲିସ୍ତାନୀ ନେତା ଅମ୍ରିତ୍‌ପାଲ ସିଂ ରବିବାର ହରିୟାଣାରେ ରହିଥିଲେ। ସେ ତାଙ୍କର ଜଣେ ସହଯୋଗୀଙ୍କ ଘରେ ରହିବା ପରେ…

ମମତାଙ୍କୁ ଛେନାପୋଡ,ରୂପା ତାରକସି କାରୁକାର୍ଯ୍ୟର ଉପହାର ଦେଲେ ନବୀନ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ସାକ୍ଷାତ କରିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମମତାଙ୍କୁ…