ବ୍ରହ୍ମପୁରରେ ଆରମ୍ଭ ହେଲା ଭର୍ଚୁଆଲ ହାଇକୋର୍ଟ

ବ୍ରହ୍ମପୁର ଅଫିସ,୪ା୨ବ୍ରହ୍ମପୁର ଜିଲା କୋର୍ଟ ପରିସରରେ ଶୁକ୍ରବାର ଆଭାସୀ ଉଚ୍ଚ ନ୍ୟାୟାଳୟ (ଭର୍ଚ୍ଚୁଆଲ ହାଇକୋର୍ଟ) ଖୋଲିଛି । ପ୍ରଧାନ ବିଚାରପତି ଡ. ଡି.ୱାଇ. ଚନ୍ଦ୍ରଚୁଡ଼ ଆଭାସୀ ମାଧ୍ୟମରେ…

ବାଇକ୍‌ ଦୁର୍ଘଟଣା: ଶଳା ମୃତ, ଭିଣେଇ ଗୁରୁତର

ମୋହନା,୪।୨(ଡି.ଏନ.ଏ.): ଗଜପତି ଜିଲା ମୋହନା ଥାନା ମଧୁରଆମ୍ବ ଗାଁ ନିକଟରେ ଭାରସାମ୍ୟ ହରାଇ କଲଭର୍ଟ ତଳକୁ ଖସିଲା ବାଇକ୍‌ l ଏହି ଦୁର୍ଘଟଣାରେ ଶଳାଙ୍କ ମୃତ୍ୟୁ ଘଟିଥିବା…

ଚୋରା କାଠ ବୋଝେଇ ଗାଡ଼ି ଜବତ

ନୀଳଗିରି,୪।୨(ସ୍ବ.ପ୍ର)- ବାଲେଶ୍ୱର ଜିଲା ନୀଳଗିରି ବନ ବିଭାଗ ଶୁକ୍ରବାର ଚଢ଼ାଉ କରି ଚୋରାକାଠ ବୋଝେଇ ଏକ ପିକଅପ୍‌ ଭ୍ୟାନ ଜବତ କରିଛି। ଅଯୋଧ୍ୟାରୁ ସଜନାଗଡ଼କୁ ସଂଯୋଗ କରୁଥିବା…

ରବିଙ୍କୁ ମଞ୍ଚରୁ ତଳକୁ ଓହ୍ଲାଇଦେଲେ

ଜୟପୁର,୪।୨(ନି.ପ୍ର.): କୋରାପୁଟ ଜିଲା ଜୟପୁର ବିକ୍ରମଦେବ ସୟଂଶାସିତ ମହାବିଦ୍ୟାଳୟର ୭୫ ତମ ପ୍ଲାଟିନମ ଜୁବିଲି ଉତ୍ସବରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ…

ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ତାରା

ଜୟପୁର,୪।୨(ନି.ପ୍ର.): କଂଗ୍ରେସର ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ବିଧାନସଭାରେ ସରକାର ବିରୋଧୀ ହୋ ହଲ୍ଲା ପାଇଁ ବେଶ ଜଣାଶୁଣା। ତେବେ ଶୁକ୍ରବାର ଜୟପୁର ବିକ୍ରମଦେବ ସୟଂଶାସିତ…

ଜମି ଅଧିଗ୍ରହଣରେ ଚଞ୍ଚକତା

ବାଲିଆପାଳ,୪।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା ଦକ୍ଷିଣ ବାଲିଆପାଳରେ ପ୍ରସ୍ତାବିତ ସୁବର୍ଣ୍ଣରେଖା ବନ୍ଦର ରେଳ ରାସ୍ତା ପାଇଁ ଚଞ୍ଚକତା କରାଯାଇ ଜମି ଅଧିଗ୍ରହଣ କରାଯାଇଥିବା ନେଇ ଶୁକ୍ରବାର ପୂର୍ବାହ୍ନରେ ବାଲିଆପାଳ…

ଚିଲି ଜଙ୍ଗଲରେ ନିଆଁ: ୧୩ ମୃତ, ୩୫ ହଜାର ଏକର ଜଙ୍ଗଲ ପୋଡି ପାଉଁଶ

ସାଣ୍ଟିଆଗୋ,୪ ।୨: ଦକ୍ଷିଣ ଆମେରିକା ଦେଶ ଚିଲି ଜଙ୍ଗଲରେ ଭୟଙ୍କର ନିଆଁ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ଜଙ୍ଗଲ ନିଆଁରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା…

ଭୂକମ୍ପରେ ଥରିଲା ମଣିପୁର

ଇମ୍ଫାଲ,୪।୨: ମଣିପୁରରେ ଭୂକମ୍ପ ଝଟକା। ଶନିବାର ସକାଳ ୬ଟା୧୪ରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତିବ୍ରତା ୪.୦ ରେକର୍ଡ ହୋଇଥିବା ବେଳେ ଏହାର…

ଟିପିଏନ୍‌ଓଡିଏଲ୍‌କୁ ଏକ୍ସଲେନ୍ସ ଇନ୍‌ ଚେଞ୍ଜ ମ୍ୟାନେଜ୍‌ମେଣ୍ଟରେ ଗୋଲ୍ଡ ପୁରସ୍କାର

ବାଲେଶ୍ୱର ଅଫିସ,୪।୨: ବାଲେଶ୍ୱର ଜିଲା ରେମୁଣା ଜାନୁଗଞ୍ଜ ଗୋଲେଇ ସ୍ଥିତ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍‌ ଲିମିଟେଡ୍‌ (ଟିପିଏନ୍‌ଓଡିଏଲ୍‌)କୁ ମିଳିଛି ସଫଳତା। ଗତ ଗୁରୁବାର ଗୁରୁଗ୍ରାମର ହାୟାତ…

ବାଇକ୍‌କୁ ଘୋଷାଡ଼ିନେଲା ଟ୍ରକ୍‌, ଯୁବକ ମୃତ

ଭଦ୍ରକ ଅଫିସ, ୪।୨: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଗୋପବନ୍ଧୁପୁର ଛକ ନିକଟରେ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…