ଅନ୍ୟ ଗାଁରେ ଜନ୍ମ ବୋଲି ଶବ ଉଠାଇଲେନି

ପାଟଣା,୨୮ା୩(ସ୍ବ.ପ୍ର.): ଅନ୍ୟ ଗାଁରେ ଜନ୍ମ ବୋଲି ମୃତ୍ୟୁ ପରେ ସାହିଭାଇ ମୃତଦେହକୁ କାନ୍ଧ ଦେବାକୁ ମନାକଲେ। ଶବସତ୍କାର ନ ହୋଇ ଘର ଆଗରେ ଦୀର୍ଘ ସମୟ ପଡ଼ିରହିଲା।…

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ନାକ୍‌ ଟିମ୍‌

ବାରିପଦା ଅଫିସ,୨୮ା୩: ବାରିପଦା ତକତପୁର ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ଓ ବୌଦ୍ଧିକ ପରିବେଶର ମୂଲ୍ୟାଙ୍କନ ଏବଂ ସ୍ବୀକୃତି ନିମନ୍ତେ ନାକ୍‌ର ଏକ ୫…

ଗତ ୨୪ ଘଣ୍ଟାରେ ଦେଶରେ ୧,୫୬୯ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୨୮।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛି ଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,…

କ୍ରିକେଟର୍‌ କେଦାର ଯାଦବଙ୍କ ନିଖୋଜ ପିତା ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ,୨୮।୩: ଭାରତୀୟ କ୍ରିକେଟର କେଦାର ଯାଦବଙ୍କ ପିତା ମହାଦେବ ଯାଦବ ମହାରାଷ୍ଟ୍ରର ପୁଣେସ୍ଥିତ ଘରୁ ନିଖୋଜ ହୋଇଯାଇଥିଲେ। ଅଭିଯୋଗ ପାଇବା ପରେ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ…

ଜ୍ୟୋତ୍ସ୍ନା ଶବରଙ୍କୁ ରୌପ୍ୟ, ବ୍ରୋଞ୍ଜ୍‌

ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି): ଅନ୍ତର୍ଜାତୀୟ ଭାରୋତ୍ତୋଳନ ମହାସଂଘ ଆନୁକୂଲ୍ୟରେ ଆଲ୍‌ବାନିଆର ଡୁରେସ୍‌ଠାରେ ଚାଲିଥିବା ଓ୍ବାଲର୍‌ଡ ୟୁଥ୍‌ ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଜ୍ୟୋସ୍ନା ଶବର ଗୋଟିଏ ଲେଖାଏ ରୌପ୍ୟ…

ହୃଦୟ ଜିତିଲେ ଧୋନୀ

ଚେନ୍ନାଇ୨୮।୩: ଆଇପିଏଲର ୧୬ତମ ସଂସ୍କରଣ ଚଳିତ ବର୍ଷ ୩୧ ମାର୍ଚ୍ଚରୁ ଆରମ୍ଭ ହେଉଛି। ଆଇପିଏଲ ୨୦୨୩ରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ…

ଗଦାଧର ସାହୁଙ୍କୁ ବ୍ରୋଞ୍ଜ୍‌ ପଦକ

ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି): ନୂଆଦିଲ୍ଲୀରେ ଚାଲିଥିବା ୨୦ତମ ଜାତୀୟ ସିନିୟର ପାରା ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାର ଗଦାଧର ସାହୁ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।…

କିର୍ଗିଜ୍‌ସ୍ତାନକୁ ଭେଟିବ ଭାରତ

ଇମ୍ଫାଲ,୨୭ା୩: ଇମ୍ଫାଲରେ ଅନୁଷ୍ଠିତ ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ରେ ଭାରତ ମଙ୍ଗଳବାର କିର୍ଗିଜ୍‌ସ୍ତାନକୁ ଭେଟିବ। ପ୍ରଥମ ମ୍ୟାଚ୍‌ରେ ଭାରତ ମ୍ୟାନ୍‌ମାରକୁ ୧-୦ରେ ପରାସ୍ତ କରିଥିଲା। ତ୍ରିରାଷ୍ଟ୍ରୀୟ…

କିଟ୍‌କୁ ୩ ସ୍ବର୍ଣ୍ଣ ସହ ୬ ପଦକ

ଭୁବନେଶ୍ୱର, ୨୮।୩ (କ୍ରୀଡ଼ା ପ୍ରତିନିଧି): ପଟିଆଲାସ୍ଥିତ ପଞ୍ଜାବୀ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ କାନୋଇଂ ଓ କାୟାକିଂ (ମହିଳା) ପ୍ରତିଯୋଗିତାରେ କିଟ୍‌ ପ୍ରତିଯୋଗୀ ୬ଟି…

ଓଡ଼ିଶା-ହିମାଚଳ ପ୍ରଦେଶ ମ୍ୟାଚ ଡ୍ର

ଭୁବନେଶ୍ୱର, ୨ ୮।୩(କ୍ରୀଡ଼ା ପ୍ରତିନିଧି): ଫତୋର୍ଦାର ପଣ୍ଡିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଚାଲିଥିବା ଜାତୀୟ ସିନିୟର ମହିଳା ଫୁଟ୍‌ବଲ ଟୁର୍ନାମେଣ୍ଟରେ ସୋମବାର ଓଡ଼ିଶା-ହିମାଚଳ ପ୍ରଦେଶ ମ୍ୟାଚ୍‌ ୩-୩…